ନ୍ୟୁୟର୍କ ସମୁଦ୍ର ତଟରେ ସାର୍କ ଆତଙ୍କ
ନ୍ୟୁୟର୍କ,୯।୭: ନ୍ୟୁୟର୍କ ସମୁଦ୍ର କୂଳରେ ସାର୍କ ଆତଙ୍କ ବୃଦ୍ଧି ପାଇଛି। ଗତ କିଛି ଦିନ ମଧ୍ୟରେ ଲଙ୍ଗ ଦ୍ୱୀପ ଉପକୂଳରେ ସାର୍କ ଆକ୍ରମଣରେ ଅନେକ ଲୋକ ଶିକାର ହୋଇଛନ୍ତି।ସାର୍କ ଆତଙ୍କ ବୃଦ୍ଧି ପାଉଥିବାରୁ ନ୍ୟୁୟର୍କ ସରକାର ସମୁଦ୍ର କୂଳରେ ସାର୍କ ଉପରେ…
ଜଳିଗଲା ବିମାନ, ୬ ମୃତ
ଓ୍ବାଶିଂଟନ,୯ା୭: ଦକ୍ଷିଣ କାଲିଫର୍ନିଆରେ ବିମାନ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲସ୍ଆଞ୍ଜେଲସ ଏବଂ ସାନ ଡିଏଗୋ ମଧ୍ୟରେ କାଲିଫର୍ନିଆର ମୁରିଏଟା ସହରର ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ବିମାନଟି ଲାସ ଭେଗାସର ହ୍ୟାରି ରିଡ…
ବହୁ ଅଧିକାରୀଙ୍କ ସମେତ ସାଧାରଣ ଲୋକଙ୍କ ଗୋପନୀୟ ତଥ୍ୟ ଲିକ୍: ଚିନ୍ତାରେ ଶେହବାଜ ସରକାର…
ଇସଲାମାବାଦ,୯।୭ : ପାକିସ୍ତାନର ଜାତୀୟ ଡାଟାବେସ ଏବଂ ପଞ୍ଜୀକରଣ ପ୍ରାଧିକରଣ (ଏନଏଡିଆରଏ) ବିରୋଧରେ ନାଗରିକଙ୍କ ତଥ୍ୟ ଲିକ କରିଥିବା ଅଭିଯୋଗ ହୋଇଛି। ଏନଏଡିଆରଏ ଉପରେ ଅଭିଯୋଗ ଆସିବା ପରେ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା ଏହି…
ସୁଦାନର ଓମଦୁରମାନରେ ଏୟାର ଷ୍ଟ୍ରାଇକ୍: ୨୨ମୃତ
ଖାରତୋମ,୯।୭: ସୁଦାନରେ ଦୁଇ ପ୍ରତିଦ୍ୱନ୍ଦୀ ମଧ୍ୟରେ ଚାଲିଥିବା ଏୟାର ଷ୍ଟ୍ରାଇକ୍ରେ ୨୨ଜଣଙ୍କର ମୃତ୍ୟୁ ହୋଇଛିି। ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ (ଆପ) ସ୍ବାସ୍ଥ୍ୟ ଅଧିକାରୀଙ୍କ ଏନେଇ ସୂଚନା ଦେଇଛନ୍ତି। ଆପ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ ରାଜଧାନୀ ଖାର୍ତୁମ ପଡୋଶୀ ସହର…
ପ୍ରେମ ପାଇଁ ଭାରତ ଆସିଥିବା ସୀମା ଯୋଗୀଙ୍କ ପାଖରେ କଲେ ନିବେଦନ, ପାକିସ୍ତାନ ଫେରିଲେ ମରିଯିବି…
ନୂଆଦିଲ୍ଲୀ,୯।୭: ପ୍ରେମ କ’ଣ ନ କରିପାରେ। ପ୍ରେମ ପାଇଁ ମାଇଲି ମାଇଲି ବାଟ ବି ଛୋଟ ଲାଗିଥାଏ। ପବଜିରେ ଆରମ୍ଭ ହୋଇଥିବା ପ୍ରେମ ପାଇଁ ପାକିସ୍ତାନୀ ମହିଳା ସୀମା ସାତ ଦରିଆ ଡେଇଁ ଚାଲିଆସିଛନ୍ତି ତାଙ୍କ ଭାରତୀୟ ପ୍ରେମୀଙ୍କ ପାଖକୁ। ବର୍ତ୍ତମାନ…
ଜାପାନରେ ପ୍ରବଳ ବର୍ଷା: ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର
ଟୋକିଓ,୯ା୭: ଲଗାତର ପ୍ରବଳ ବର୍ଷା ହେତୁ ଜାପାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜାପାନର ଶିମାନ ପ୍ରିଫେକ୍ଟର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସ୍ଥାନୀୟ କର୍ତ୍ତୃପକ୍ଷ ଦୁଇ ସହରର ୩,୭୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ…
ବଳି ପଡ଼ିଲେଣି ୯ ହଜାରରୁ ଊର୍ଦ୍ଧ୍ୱ
କିଭ୍/ଜାତିସଂଘ,୯।୭: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୫୦୦ ଦିନ ପୂରିଯାଇଛି। ଦୀର୍ଘ ଦିନ ଧରି ରୁଷିଆ ସେନାର କଡ଼ା ମୁକାବିଲା କରୁଥିବା ୟୁକ୍ରେନୀୟ ସେନା ଯବାନଙ୍କୁ କୃଷ୍ଣ ସାଗର ଦ୍ୱୀପରୁ ଏକ ଭିଡିଓ ଜାରି କରି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି…
ଭୋଟ ବେଳେ ହିଂସା:୧୮ ମୃତ
କୋଲକାତା,୯ା୭ (ପି.ଟି.): ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ମତଦାନ ବେଳେ ବୋମା ଫୁଟିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ଶାସକ ଟିଏମ୍ସିର ହୋଇଥିବାବେଳେ ଭାଜପାରୁ ୩,…
ସମୁଦ୍ରରେ ଛଡ଼ାଯିବ ଜାପାନର ଫୁକୁଶିମା ରେଡିଓଆକ୍ଟିଭ୍ ବର୍ଜ୍ୟଜଳ: ମତ୍ସ୍ୟଜୀବୀଙ୍କ ସମେତ ଚାଇନା,ଦକ୍ଷିଣ କୋରିଆ କଲେ ବିରୋଧ…
ଟୋକିଓ,୮।୭ : ଜାପାନର ଫୁକୁଶିମା ରେଡିଓଆକ୍ଟିଭ୍ ବର୍ଜ୍ୟଜଳ ସମୁଦ୍ରରେ ଛଡ଼ାଯିବ। ଏନେଇ ଜାତିସଂଘର ଇଣ୍ଟରନ୍ୟାଶନାଲ ଆଟମିକ୍ ଏନର୍ଜି ଏଜେନ୍ସି(ଆଇଏଇଏ)ର ଅନୁମୋଦନ ଜାପାନକୁ ମିଳିଛି। ନିୟୁତ ଟନରୁ ଅଧିକ ରେଡିଓଆକ୍ଟିଭ୍ ବର୍ଜ୍ୟଜଳ ଭାଙ୍ଗିଯାଇଥିବା ଫୁକୁଶିମା ଦାଇଚି ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟରୁ ଛଡ଼ାଯିବ। ତେବେ…
ଗଙ୍ଗାନଦୀ ଜଳରେ କ୍ୟାନସର ପ୍ରତିରୋଧୀ ବ୍ୟାକ୍ଟେରିଆ…
ନୂଆଦିଲ୍ଲୀ,୮।୭ : ଗଙ୍ଗାରେ ମିଳୁଥିବା ସ୍ୟୁଡୋମୋନାସ ନାମକ ଏକ ବ୍ୟାକ୍ଟେରିଆ କର୍କଟ ରୋଗର ଚିକିତ୍ସା ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଇଛି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପରିବେଶ ଅଧ୍ୟୟନ କେନ୍ଦ୍ରର ଅନୁସନ୍ଧାନରେ ଏହା ଦାବି କରାଯାଇଛି। ଏହାକୁ ଏକ ଆଣ୍ଟିବାୟୋଟିକ ପ୍ରତିରୋଧ ବ୍ୟାକ୍ଟେରିଆ…
ୟୁସିସି ଲାଗୁ କରିବା ନୁହେଁ ସହଜ: ଗୁଲାମନବୀ…
ଶ୍ରୀନଗର,୮।୭ : ୫୦ ବର୍ଷ ଧରି କଂଗ୍ରେସରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମନବୀ ଆଜାଦ ଶନିବାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହା ସମସ୍ତ ଧର୍ମ ଉପରେ ପ୍ରଭାବ ପକାଇବ…
ୟୁସିସି ନେଇ ଦୁଇ ଭାଗ ଶିଖ୍ ସମାଜ…
ନୂଆଦିଲ୍ଲୀ,୮।୭ : ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦgଙ୍କ ବିବୃତ୍ତି ପରଠାରୁ ସାରା ଦେଶରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ଦଳ ସହିତ ଧାର୍ମିକ ସଂଗଠନ ମଧ୍ୟ ଏହି ପ୍ରସଙ୍ଗରେ କ୍ରମାଗତ ଭାବରେ ନିଜର ମତାମତ…

