Home Middle

ମଝି ଅକାଶରେ ପକ୍ଷୀ ସହ ଧକ୍କା: ତ୍ରିଭୁବନ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

କାଠମାଣ୍ଡୁ,୨୭।୫ : ବେଙ୍ଗାଲୁରୁ ଅଭିମୁଖେ ନେପାଳ ଏୟାରଲାଇନ୍ସର ଏକ ବିମାନ ଏ-୩୨୦ ଉଡ଼ାଣ କରୁଥିବାବେଳ ମଝି ଆକାଶରେ ପକ୍ଷୀ ସହ ଧକ୍କା ହୋଇଛି। ଏହା ପରେ ବିମାନଟିକୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିବାକୁ ପଡିଥିଲା। ତ୍ରିଭୁବନ ବନ୍ଦରର ମୁଖପାତ୍ର ଟେକନାଥ ସୀତାଲାଙ୍କ…

ନୀତି ଆୟୋଗ ବୈଠକରେ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଧାର୍ଯ୍ୟ…

ନୂଆଦିଲ୍ଲୀ,୨୭।୫ : ଶନିବାର ଅନୁଷ୍ଠିତ ନୀତି ଆୟୋଗର ଅଷ୍ଟମ ଶାସକ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତର ରୋଡମ୍ୟାପ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା…

କାଲିଫର୍ନିଆରେ ଖୋଲିବ ରାହୁଲ ଗାନ୍ଧୀଙ୍କ ପ୍ରେମ ଦୋକାନ…

ଓ୍ବାଶିଂଟନ,୨୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ ଶୀଘ୍ର ଦଶ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ଯାତ୍ରାକୁ ସଫଳ କରିବା ପାଇଁ ଭାରତୀୟ ବିଦେଶ କଂଗ୍ରେସ ଏକଜୁଟ ହୋଇଛି। ରାହୁଲଙ୍କ ଆମେରିକା ଗସ୍ତ ସମୟରେ ଆୟୋଜିତ ହେବାକୁ…

ସୁରକ୍ଷାକର୍ମୀଙ୍କ ଦଳ ଉପରେ ଆତ୍ମଘାତୀ ଆକ୍ରମଣ: ୨ ମୃତ, ୧୯ ଆହତ…

ଇସଲାମାବାଦ,୨୭।୫ : ପାକିସ୍ତାନର ଅଶାନ୍ତ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସୁରକ୍ଷା ବାହିନୀଙ୍କର ଏକ ଦଳକୁ ଟାର୍ଗେଟ କରାଯାଇଛି। ବିସ୍ଫୋରକ ସାମଗ୍ରୀ ଥିବା ମୋଟରସାଇକେଲରେ ଆତ୍ମଘାତୀ ବିସ୍ଫୋରଣରେ ୧୯ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହା ସହିତ ୨ ଜଣଙ୍କ ମୃତ୍ୟୁ…

ମାଂସ ଦୋକାନରେ ମୃତଦେହ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଲେ ହାଇକୋର୍ଟ: ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ…

ଶିଲଂ,୨୭।୫ : ମେଘାଳୟ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଏଲଆଇ) ଉପରେ ମାଂସ ଦୋକାନରେ ପ୍ରାଣୀଙ୍କ ମୃତଦେହ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀଙ୍କ ନେତୃତ୍ୱରେ ଏକ ଡିଭିଜନ ବେଞ୍ଚ ଏକ…

ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା କୋର୍ଟଙ୍କର କାମ ନୁହେଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୭।୫ : ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା ଅବା ଏହାର ପ୍ରଚାର କରିବା କୋର୍ଟଙ୍କର କାମ ନୁହେଁ। ଏହା ସେପରି ଏକ ଅନୁଷ୍ଠାନ ନୁହେଁ। ନିଷ୍ପତ୍ତି ନେବାବେଳେ ଏହା ଆଇନର ନିୟମ ଦ୍ୱାରା ବନ୍ଧା। ଦୁଇ ଶିଶୁଙ୍କୁ ହତ୍ୟା ମାମଲାରେ…

ଡାଇବେଟିସ ଚିକିତ୍ସାରେ ଔଷଧୀୟ ଉଦ୍ଭିଦ: ୨୧ ଉଦ୍ଭିଦ ଉପରେ ଗବେଷଣା…

ନୂଆଦିଲ୍ଲୀ,୨୭।୫ : ଔଷଧୀୟ ଉଦ୍ଭିଦ ସାହାଯ୍ୟରେଡାଇବେଟିସକୁ ମଧ୍ୟ ପରାସ୍ତ କରାଯାଇପାରେ। ୱାଲର୍‌ଡ ଜର୍ନାଲ ଅଫ ଡାଇବେଟିସ ରେ ପ୍ରକାଶିତ ଅଧ୍ୟୟନରେ ଜଡିତ ଜିପମରର ସିନିୟର ଡାକ୍ତରସୋମଦତ୍ତ ଗିରି କହିଛନ୍ତି ଏହି ଔଷଧୀୟ ଉଦ୍ଭିଦଗୁଡିକ ମାନବ ରକ୍ତରେ ଶର୍କରା ପରିମାଣ ହ୍ରାସ କରିବାର…

ଭାରତୀୟ ସଂସ୍କୃତି ଉପରେ ଜ୍ଞାନ ଆହରଣ ପାଇଁ ୧୩ ଦେଶର ୩୧ ଛାତ୍ରୀଛାତ୍ରଙ୍କ ବିଶ୍ୱ ହିନ୍ଦୀ ଯାତ୍ରା…

ନୂଆଦିଲ୍ଲୀ,୨୭।୫ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ (ଆଇସିସିଆର) ଦ୍ୱାରା ୧୩ ଟି ଦେଶର ୩୧ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱ ହିନ୍ଦୀ ଯାତ୍ରା ଆୟୋଜିତ ହୋଇଛି। ଏହି ଯୋଜନା ଅଧୀନରେ ସେମାନଙ୍କୁ ହିନ୍ଦୀ ଭାଷା ବିଷୟରେ ସୂଚନା ଦେବା ସହିତ ସେମାନଙ୍କୁ…

ଆମ ସହିତ ବୈମାତୃକ ବ୍ୟବହାର କରୁଛି ଭାଜପା: ଶିନ୍ଦେଙ୍କ ସମର୍ଥକ…

ମୁମ୍ବାଇ,୨୭।୫ : ମହାରାଷ୍ଟ୍ରର ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସମର୍ଥକ ମଧ୍ୟରେ ଥିବା ମିଳିତ ମେଣ୍ଟ ସରକାରର ଫାଟ ବଢୂଥିବା ଚର୍ଚ୍ଚା ହେଉଛି। ଶିନ୍ଦେଙ୍କ ଶିବସେନା ଏମପି ଗଜାନନ କୀର୍ତ୍ତିକର ଭାଜପା ସେମାନଙ୍କ ପ୍ରତି ସାବତ ମା ଭଳି ବ୍ୟବହାର…

ମିଶନ ୨୦୨୪: ଭାଜପା ୪୫୦ ସିଟ ପାଇଁ ଗଠନ କରିବ ୧୧୬ ଗୋଷ୍ଠୀ…

ନୂଆଦିଲ୍ଲୀ,୨୭।୫ : ଆସନ୍ତା ଲୋକସଭା ନିବାଚନରେ କ୍ଷମତାର ହ୍ୟାଟ୍ରିକ କରିବାକୁ ଭାଜପା ଏକ ମେଗା ଯୋଜନା ପ୍ରସ୍ତୁତ କରିଛି। ଦଳ ଲୋକସଭାରେ ତିନିରୁ ପାଞ୍ଚଟି ଆସନ ବିଶିଷ୍ଟ ଏକ କ୍ଲଷ୍ଟର ଗଠନ କରିବାକୁ ଏବଂ ନିର୍ବାଚନ ପର୍ଯ୍ୟନ୍ତ ଏହାର ତିନି ସ୍ତରୀୟ…

ଦୈନିକ ସଂକ୍ରମଣ ୫ ଶହରୁ କମ୍‌, ସୁସ୍ଥତା ହାର ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଭାରତକୁ ନାଟୋ ପ୍ଲସରେ ସାମିଲ କରିବାକୁ ଆମେରିକା କଂଗ୍ରେସ କମିଟିର ସୁପାରିଶ…

ଓ୍ବାଶିଂଟନ,୨୭।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ, ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସର ଏକ ଅଂଶ କରିବାକୁ ସୁପାରିଶ କରିଛି। କମିଟି କହିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri