Home Middle

୫ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଗ୍ଲୋବାଲ ନେଟୱାର୍କ ସଂକ୍ରାମକ ରୋଗ ବିରୁଦ୍ଧରେ ଲଢ଼େଇକୁ କରିବ ସହଜ, ଭାରତ ବି ସାମିଲ…

ନୂଆଦିଲ୍ଲୀ,୨୨।୫ : ଗ୍ଲୋବାଲ ନେଟୱାର୍କ ସଂକ୍ରାମକ ରୋଗ ବିରୁଦ୍ଧରେ ଲଢ଼େଇକୁ ସହଜ କରିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଆନ୍ତର୍ଜାତୀୟ ପାଥୋଜେନ ସର୍ଭିଲାନ୍ସ ନେଟୱାର୍କ (ଆଇପିଏସଏନଏ) ଲଞ୍ଚ କରିଛି। ଏଥିରେ ଭାରତ ମଧ୍ୟ ସାମିଲ ହୋଇଛି। ସଂକ୍ରାମକ ରୋଗର ବିପଦରୁ ବିଶ୍ୱକୁ ରକ୍ଷା…

ଇନଫ୍ଲୁଏଞ୍ଜା ଏ, ବି-କରୋନା ଭୁତାଣୁ ଗୋଟିଏ ପରୀକ୍ଷାରେ ହେବ ଚିହ୍ନଟ: ଟେଷ୍ଟ କିଟ ଉତ୍ପାଦନ ପାଇଁ ଘରୋଇ କମ୍ପାନୀମାନଙ୍କଠାରୁ ପ୍ରସ୍ତାବ ଲୋଡିଲା ଆଇସିଏମଆର…

ନୂଆଦିଲ୍ଲୀ,୨୨।୫ : ଭାରତୀୟ ବୈଜ୍ଞାନିକମାନେ ଏକ କୌଶଳ ଆବିଷ୍କାର କରିଛନ୍ତି ଯାହା ମାଧ୍ୟମରେ କେବଳ ଗୋଟିଏ ନମୁନା ସ୍ବାଇନ ଫ୍ଲୁ ଏ, ବି ଏବଂ କରୋନା ଭୁତାଣୁ ସଂକ୍ରମଣକୁ ଚିହ୍ନଟ କରିପାରିବ। ଏପର୍ଯ୍ୟନ୍ତ ଆମେରିକା, ଚାଇନା, ଜାପାନ ଏବଂ ରୁଷିଆ ଭଳି…

ଶପଥ ନେଲେ ୩ ନୂଆ ମନ୍ତ୍ରୀ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ସୋମବାର ରାଜ୍ୟର ତିନି ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।  ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌…

ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରାୟନ-୩ ଲଞ୍ଚ …

ହାଇଦ୍ରାବାଦ,୨୨।୫ : ଉଚ୍ଚାଭିଳାଷୀ ମିଶନ ଅଧୀନରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରାୟନ-୩ ଲଞ୍ଚ କରିପାରେ। ମହାକାଶଯାନ ସହିତ ଜଡିତ ସମସ୍ତ ଆବଶ୍ୟକୀୟ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି। ମହାକାଶଯାନରେ ପେଲୋଡ…

ଶପଥ ନେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ସୋମବାର ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଇଛି। ସର୍ବପ୍ରଥମେ ବିକ୍ରମ କେଶରୀ ଆରୁଖ ଶପଥ ନେଇଛନ୍ତି। ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବିକ୍ରମ କେଶରୀଙ୍କୁ ପଦ ଗୋପନୀୟତାର ଶପଥ…

୨୦୦୦ ଟଙ୍କିଆ ନୋଟ ଆଣିବାକୁ ଚାହୁଁ ନ ଥିଲେ ମୋଦି: ପୂର୍ବତନ ମୁଖ୍ୟ ଶାସନ ସଚିବ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ନୃପେନ୍ଦ୍ର ମିଶ୍ର କହିଛନ୍ତି ୨୦୧୬ ମସିହାରେ ବିମୁଦ୍ରୀକରଣ ଘଟିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କିଆ ନୋଟ ଆଣିବା ସପକ୍ଷରେ ନ ଥିଲେ। କାରଣ ସେ ଅନୁଭବ…

ବିଶ୍ୱ ସୁରକ୍ଷା ପାଇଁ ଚାଇନା ସବୁଠାରୁ ବଡ ଆହ୍ବାନ…

ଟୋକିଓ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କ ସହ ଆଲୋଚନା ବେଳେ ଭାରତ-ୟୁକେ ଏଫଟିଆର ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଗ୍ରଗତି ସହିତ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ ସମୀକ୍ଷା କରିଛନ୍ତି। ଏହି ସମୟ ମଧ୍ୟରେ ବାଣିଜ୍ୟ ଏବଂ…

ମୁକ୍ତ ବାଣିଜ୍ୟ ଆଲୋଚନା ଆଗେଇବ: ମୋଦି-ସୁନକ ଦେବେ ଚୂଡ଼ାନ୍ତ ରୂପ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଆଲୋଚନାକୁ ସମୀକ୍ଷା କରିଛନ୍ତି। ଏହି ଆଲୋଚନାକୁ ତ୍ୱରାନୱିତ କରିବାକୁ ଏବଂ ଜାପାନରେ ଆଲୋଚନା ସମୟରେ ଏକ ଉଚ୍ଚାଭିଳାଷୀ ଏବଂ ପାରସ୍ପରିକ…

ମୋଦି ବିକାଶଶୀଳ ଦେଶର ନେତା: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ…

ପୋର୍ଟ ମୋର୍ସବେ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରବିବାର ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିର ଏପିଇସି ହାଉସରେ ପହଞ୍ଚିଛଥିବାବେଳେ ତାଙ୍କୁ ସେଠାରେ…

ତ୍ରିପୁରାକୁ ୫୪-୦ରେ ହରାଇଲା ଦିଲ୍ଲୀ

ଭୁବନେଶ୍ୱର, ୨୨ା୫(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ହକି ଇଣ୍ଡିଆ ଜାତୀୟ ପୁରୁଷ ସବ୍‌ ଜୁନିୟର ଚାମ୍ପିୟନଶିପ୍‌ ୨୦୨୩ରେ ରବିବାର ଖେଳାଯାଇଥିବା ମ୍ୟାଚରେ ହକି ପଞ୍ଜାବ, ଦିଲ୍ଲୀ ହକି ଓ ହକି ଚଣ୍ଡିଗଡ଼ ସେମାନଙ୍କ ମ୍ୟାଚରେ ବିଜୟ…

ଦୀପ୍‌ଗ୍ରେସଙ୍କ ଗୋଲ୍‌ରେ ଅନ୍ତିମ ମ୍ୟାଚ୍‌ ଡ୍ର

ଆଡିଲେଡ୍‌,୨୨ା୫(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ମହିଳା ହକି ଟେଷ୍ଟ ସିରିଜ୍‌ରେ କ୍ରମାଗତ ଦୁଇଟି ପରାଜୟ ପରେ ତୃତୀୟ ମ୍ୟାଚ୍‌ ଡ୍ର ରଖିଛି ଭାରତ। ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ସଂଘର୍ଷ କରି ୧-୧ରେ ମ୍ୟାଚ୍‌ ଡ୍ର ରଖିଥିଲା। ଅଷ୍ଟ୍ରେଲିଆ ପକ୍ଷର ମାଡିସନ୍‌ ବ୍ରୁକ୍‌ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri