Home Middle

ଉଷ୍ମ ହେଲା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ବାହାରିଥିବା ମେଢ ପ୍ରସଙ୍ଗ, କାନାଡା ମେୟର କହିଲେ ଏହା କୌଣସି ଅପରାଧ ନୁହେଁ

ଟରଣ୍ଟୋ,୧୧।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ନେଇ କାନାଡାରେ ବାହାରିଥିବା ମେଢକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି କାନାଡାର ଆଇନ ପ୍ରଣୟନକାରୀ ସଂସ୍ଥା କହିଛି ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ମେଢ ବାହାର…

କ୍ୟୁବା ସହିତ ଚାଇନାର ଗୁପ୍ତ ଚୁକ୍ତି, ଆମେରିକା ବିରୋଧରେ ଚଳାଇଛି ଗୁପ୍ତ କାର୍ଯ୍ୟ

ଓ୍ବାଶିଂଟନ,୧୧ା୬: ଚାଇନା ନାକ ତଳେ ଆମେରିକା ଉପରେ ଗୁପ୍ତଚର କରୁଛି କି? ଏଭଳି ପ୍ରଶ୍ନ ବାଇଡେନ ପ୍ରଶାସନର ଜଣେ ଅଧିକାରୀ କରିଛନ୍ତି। ସେ କହିଛନ୍ତି, ଚାଇନା କ୍ୟୁବାରେ ଏକ ଗୁପ୍ତଚର କାର୍ଯ୍ୟ କରୁଛି ଏବଂ ୨୦୧୯ ଏହାର ଗୁପ୍ତଚର ଆଧାରକୁ ନବୀକରଣ…

ଇସାଇଙ୍କ ସବୁଠାରୁ ବଡ ଦେଶରେ ପ୍ରଥମଥର ହେବ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ, ‘ହିନ୍ଦୁ ଫୋବିୟା’ ଉପରେ ହେବ ଆଲୋଚନା

ଓ୍ବାଶିଂଟନ,୧୧।୬: ବୃହତ୍ତମ ଖ୍ରୀଷ୍ଟିଆନ ଦେଶ ବା ଇସାଇଙ୍କ ସବୁଠାରୁ ବଡ ଦେଶ ଆମେରିକା ଜୁନ ୧୪ରେ ପ୍ରଥମ ଥର ପାଇଁ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ସେଠାରେ ନିକଟରେ ଗଠିତ ’ଆମେରିକୀୟ ହିନ୍ଦୁ’ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ଏହି…

ଜନ୍‌ସନଙ୍କ ଇସ୍ତଫା: ଅଡୁଆରେ ଋଷି ସୁନକଙ୍କ ଦଳ

ଲଣ୍ଡନ: ପାର୍ଟିଗେଟ୍‌ ମାମଲାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ କମିଟି ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେ ଇସ୍ତଫା ଦେଇଛନ୍ତି। ଜନ୍‌ସନ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି…

ବୋରିସ ଜନସନଙ୍କ ଇସ୍ତଫା ଯୋଗୁ ଅଡୁଆରେ ପ୍ରଧାନମନ୍ତ୍ରୀ ସୁନକଙ୍କ ପାର୍ଟି, ଘାରିଛି ଉପନିର୍ବାଚନରେ ପରାଜୟର ଭୟ

ଲଣ୍ଡନ,୧୧।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପାର୍ଟିଗେଟ ମାମଲାରେ ସଂସଦ ପଦରୁ ଇସ୍ତଫା ଦେଇଦେଇଛନ୍ତି। ତାଙ୍କର ଇସ୍ତଫା ସଂସଦୀୟ ସମିତିର ସେହି ବୟାନ ପରେ ଆସିଛି, ଯେଉଁଥିରେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଜନସନଙ୍କ ଇସ୍ତଫା ଯୋଗୁ…

ଖାଦ୍ୟ ସଙ୍କଟ ଓ ବେରୋଜଗାରୀ ଦେଇ ଗତି କରୁଛି ଆଫଗାନିସ୍ତାନ, ବେଆଇନ୍‌ ଭାବେ ଦେଶ ଛାଡୁଛନ୍ତି ଯୁବବର୍ଗ

କାବୁଲ,୧୧।୬: ଆଫଗାନିସ୍ତାନରେ ବର୍ତ୍ତମାନ ବେରୋଜଗାରୀ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ଦିନ ଠାରୁ ବେରୋଜଗାରୀ, ଆବଶ୍ୟକୀୟ ଜିନିଷରେ ଦରଦାମ ବୃଦ୍ଧିି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଲୋକମାନେ ଦେଶ ଛାଡି…

‘ଜାତି ଆଧାରରେ ମିଳିବ ନାହିଁ ସଂରକ୍ଷଣ’,ଅମିତ ଶାହାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ମୁମ୍ବାଇ,୧୧।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ମହାରାଷ୍ଟ୍ରର ନାଂଦେଡ ଗସ୍ତ କରି ଏକ ଜନ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମ୍ବୋଧନରେ ସେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ। ଏବେ ଶିବସେନା(ୟୁବିଟି)ଏମପି ସଞ୍ଜୟ ରାଉତ ଶାହାଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା…

ଆମେରିକାର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଜେଲ୍‌ରେ ମୃତ୍ୟୁ, ୧୭ବର୍ଷରେ କରିଥିଲେ ୧୭ଟି ବୋମା ବିସ୍ପୋରଣ

ଓ୍ବାଶିଂଟନ୍‌,୧୧।୬: ‘ୟୁନାବାମ୍ବର’ ଭାବରେ ଜଣାଶୁଣା ଆମେରିକାର କୁଖ୍ୟାତ ଅପରାଧୀ ଥିଓଡୋର ଜନ କାଞ୍ଜିରସ୍କିଙ୍କର ଶନିବାର ଜେଲ୍‌ରେ ମୃତ୍ୟୁ ହୋଇଛି। ୮୧ବର୍ଷିୟ କାଞ୍ଜିରସ୍କି ଆମେରିକାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲେ। ନିଜ ଅପରାଧ କାରନାମାରେ ସମଗ୍ର ଆମେରିକାରେ ଆତଙ୍କ ଖେଳାଇ ଥିଲେ। କାଞ୍ଜିରସ୍କି…

କଲବଲ କରୁଛି ବିଦ୍ୟୁତ୍‌ କାଟ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ବିଜୁଳି ବିନା ଘରେ ରହିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଏପରି ସମୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଲୋକଙ୍କୁ ବିଚଳିତ କରୁଛି। ଗରମଠାରୁ ବଳିଯାଇଛି…

ପୁଣି ପ୍ରଧାନମନ୍ତ୍ରୀ ହେବେ ମୋଦି, ଅଧାରୁ ଇସ୍ତଫା ଦେଇ ହେବେ ରାଷ୍ଟ୍ରପତି: ଟିକାଏତ…

ନୂଆଦିଲ୍ଲୀ,୧୦।୬ : ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ଦଳଗୁଡିକ ସେମାନଙ୍କ ସଂଗଠନର ପରିବର୍ତ୍ତନରୁ କାର୍ଯ୍ୟ କରିବାର ପଥରେ ଆଗେଇଛନ୍ତି । ଏହି ସମୟରେ କୃଷକ ନେତା ରାକେଶ ଟିକାଏତ ମଧ୍ୟ ଏହି ଆନ୍ଦୋଳନରେ…

ଆସନ୍ତା ୧୨ ଘଣ୍ଟାରେ ଭୟଙ୍କର ହେବ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ: ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୬ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଅଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଦିଗରେ ଧୀରେ ଧୀରେ ଗତି କରିବ…

ରାହୁଲଙ୍କ ଦାଢ଼ି ଲାଡେନ ଭଳି , ନୀତୀଶ ବିହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ: ସମ୍ରାଟ ଚୌଧୁରୀ…

ପାଟନା,୧୦।୬ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ସମେତ ଅନ୍ୟ ଦଳର ନେତାମାନେ ନେଶର ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ଏହି କ୍ରମରେ ବିହାର ଭାଜପା ସଭାପତି ସମ୍ରାଟ ଚୌଧୁରୀ ମଧ୍ୟ ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri