ଆମେରିକାର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଜେଲ୍‌ରେ ମୃତ୍ୟୁ, ୧୭ବର୍ଷରେ କରିଥିଲେ ୧୭ଟି ବୋମା ବିସ୍ପୋରଣ

ଓ୍ବାଶିଂଟନ୍‌,୧୧।୬: ‘ୟୁନାବାମ୍ବର’ ଭାବରେ ଜଣାଶୁଣା ଆମେରିକାର କୁଖ୍ୟାତ ଅପରାଧୀ ଥିଓଡୋର ଜନ କାଞ୍ଜିରସ୍କିଙ୍କର ଶନିବାର ଜେଲ୍‌ରେ ମୃତ୍ୟୁ ହୋଇଛି। ୮୧ବର୍ଷିୟ କାଞ୍ଜିରସ୍କି ଆମେରିକାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲେ। ନିଜ ଅପରାଧ କାରନାମାରେ ସମଗ୍ର ଆମେରିକାରେ ଆତଙ୍କ ଖେଳାଇ ଥିଲେ। କାଞ୍ଜିରସ୍କି ୩ଜଣଙ୍କୁ ହତ୍ୟା କରିବା ସହ ୧୯୭୮ରୁ ୧୯୯୫ ମଧ୍ୟରେ ୧୭ଟି ବୋମା ବିସ୍ଫୋରଣ କରିଥିଲେ।

ଏହି କୁଖ୍ୟାତ ଅପରାଧୀ ଜଣେ ସ୍କଲାର ମଧ୍ୟ ଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟ ହାର୍ଭାର୍ଡରେ ସେ ଅଧ୍ୟୟନ କରିଛନ୍ତି। ଏହି କୁଖ୍ୟାତ ଅପରାଧୀଜଣକ ଗଣିତରେ ଡକ୍ଟରେଟ ଉପାଧୀ ଲାଭ କରିଛନ୍ତି। ତାଙ୍କୁ ଆମେରୀକୟ ଗଣିତଜ୍ଞଙ୍କ ମଧ୍ୟରେ ଗଣାଯଇଥାଏ।

ଉଚ୍ଚଶିକ୍ଷା ଏବଂ ଏତେ ବଡ ପଦବୀରେ ରହିବା ସତ୍ତ୍ୱେ ସେ ଅପରାଧ ଦୁନିଆରେ ପାଦ ରଖିଥିଲେ। କାଞ୍ଜିରସ୍କି ଏତେ ଚତୁରାତାର ସହ କାମ କରୁଥିଲେ ଯେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ଏଫ୍‌ବିଆଇ ତାଙ୍କୁ ଧରିବା ପାଇଁ ପ୍ରାୟ ଦୁଇ ଦଶନ୍ଧି ସମୟ ଲାଗି ଯାଇଥିଲା।

ଏଫ୍‌ବିଆଇ ଜାରି କରିଥିବା ମେନିଫେଷ୍ଟୋ ବିଷୟରେ କାଞ୍ଜିରସ୍କିଙ୍କ ଭାଇ ଡେଭିଡ କାଞ୍ଜିରସ୍କି ଜାଣିବାକୁ ପାଇଥିଲେ। ସେ ତାଙ୍କ ଭାଇଙ୍କ ବିଷୟରେ ଏଫ୍‌ବିଆଇକୁ ଅନେକ ସୂଚନା ଦେଇଥିଲେ। ପ୍ରମାଣ ଆଧାରରେ ଏଫ୍‌ବିଆଇ ୩ ଏପ୍ରିଲ ୧୯୬୬ରେ କାଞ୍ଜିରସ୍କିଙ୍କୁୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?