Home Middle

ଆର୍ଥିକ ସଙ୍କଟର ପ୍ରଭାବ: କରାଚି ବନ୍ଦର ୟୁଏଇକୁ ବିକ୍ରି କରିବ ପାକିସ୍ତାନ…

ଇସଲାମାବାଦ,୨୦।୬ : କରାଚି ବନ୍ଦର ଟର୍ମିନାଲକୁ ହସ୍ତାନ୍ତର କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ଚୁକ୍ତି ଶେଷ କରିବାକୁ ପାକିସ୍ତାନ ଏକ ବୁଝାମଣା କମିଟି ଗଠନ କରିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଜରୁରୀକାଳୀନ ପାଣ୍ଠି ସଂଗ୍ରହ ପାଇଁ…

ଆଫଗାନିସ୍ତାନରେ ବିନା ହ୍ବାଟସଆପ୍‌ରେ ଠପ୍‌ ହୋଇଯାଇଛି ସରକାରୀ କାର୍ଯ୍ୟ

କାବୁଲ,୨୦।୬: ଦୁଇମାସ ପୂର୍ବରୁ ତାଲିବାନର ସାମରିକ ଅଧିକାରୀଙ୍କ ଏକ ଟିମ୍‌ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଚଢାଉ କରିଥିଲା। ସେମାନଙ୍କର କମାଣ୍ଡର ହବିବ ରହମାନ ତାଙ୍କ ଯାଞ୍ଚସ୍ଥଳୀ ଖୋଜୁଥିଲେ। ସେ ତାଙ୍କ ସହକର୍ମୀଙ୍କ ଫୋନରୁ ବଡ ଅଧିକାରୀମାନଙ୍କୁ ଫୋନ୍‌ କରି ଘଟଣାସ୍ଥଳ ବିଷୟରେ…

ଅନ୍ତର୍ଜାତୀୟ ବିଶ୍ୱାସଘାତ ଦିବସ ନେଇ ଉଦ୍ଧବ-ଭାଜପା ମୁହାଁମୁହିଁ: ନୋଟିସ ଜାରି କଲା ମୁମ୍ବାଇ ପୋଲିସ…

ମୁମ୍ବାଇ,୨୦।୬ : ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ଏକ ବିଶେଷ ଦିନ । ବାସ୍ତବରେ, ଗତ ବର୍ଷ ଜୁନ ୨୦ ରେ, ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ଉଦ୍ଧବ ଠାକରେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଏହି ଦିନକୁ ‘ଅନ୍ତର୍ଜାତୀୟ…

ଶିଖ ଗୁରୁଦ୍ୱାରା ବିଲ୍‌ ୨୦୨୩ ସର୍ବସମ୍ମତି କ୍ରମେ ପାରିତ…

ଚଣ୍ଡିଗଡ଼,୨୦।୬ : ଶିଖ ଗୁରୁଦ୍ୱାରା (ସଂଶୋଧନ) ବିଲ ୨୦୨୩ ପଞ୍ଜାବ ବିଧାନସଭାରେ ସର୍ବସମ୍ମତିରେ ପାରିତ ହୋଇଛି। ତେବେ ଅକାଳୀ ଦଳର ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ଏଥି ସହିତ ଆରଡିଏଫର ବକେୟା ଦେୟ ନ ଦେଇଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ଏକ…

ନକଲି ଔଷଧ ଉପରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛନ୍ତି ଭାରତ ସରକାର…

ନୂଆଦିଲ୍ଲୀ,୨୦।୬ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଭାରତରେ ନକଲି ଔଷଧ ଉପରେ ଶୂନ୍ୟ ସହନଶୀଳ ନୀତି ଅନୁସରଣ କରାଯାଇଛି। ଭାରତରେ ଅପମିଶ୍ରିତ କଫ ସିରପ ଯୋଗୁଁ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିବା ପରେ ୭୧ ଟି କମ୍ପାନୀକୁ କାରଣ…

କାଳିଆ ସାଆନ୍ତଙ୍କ ରଥ ଟଣା ଆରମ୍ଭ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ଦୁଇ ଭାଇ ଭଉଣୀଙ୍କ ରଥଟଣା ପରେ ମହାପ୍ରଭୁ ଜଗନ୍ନାଥଙ୍କର ରଥ ଟଣା ଆରମ୍ଭ ହୋଇଛି। ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନୀରେ ବଡଦାଣ୍ଡର ରେଣୁ ସୁଦ୍ଧା ବି ପ୍ରକମ୍ପିତ ହେଉଛି। ଲକ୍ଷ ଲକ୍ଷ ଭକ୍ତ ନନ୍ଦୀଘୋଷ ରଥକୁ ଟାଣୁଛନ୍ତି।

ଆମେରିକାରେ ବହୁ ପୂର୍ବରୁ ରହିଛି ବନ୍ଧୁକ ରଖିବାର ପରମ୍ପରା, ୪୦୦ନିୟୁତଙ୍କ ପାଖରେ ଅଛି ବ୍ୟକ୍ତିଗତ ବନ୍ଧୁକ

ଓ୍ବାଶିଂଟନ୍‌,୨୦।୬: ଆମେରିକାର ସେଣ୍ଟ ଲୁଇସରେ ଗୁଳିକାଣ୍ଡ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଗୁଳିକାଣ୍ଡରେ ୯ଜଣ ଆହତ ହୋଇଛନ୍ତି। ଆହତ ନାବାଳକଙ୍କ ବୟସ ୧୭ ବର୍ଷ। ସେ ଗୁଳିରୁ ରକ୍ଷା ପାଇଁ ଦୌଡୁଥିବାବେଳେ ପାହାଚରେ ପଡିଯାଇଥିଲେ। ସୂଚନା ମୁତାବକ, ଆମେରିକୀୟ ସମୟ…

୪୦ ତଳେ ଦୈନିକ ସଂକ୍ରମଣ, ମାର୍ଚ୍ଚ ୨୦୨୦ ପରେ ସର୍ବନିମ୍ନ…

ନୂଆଦିଲ୍ଲୀ, ୨୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ଏଣ୍ଡେମିକ ପଥରେ କରୋନା, ତଥାପି ସରକାର ସତର୍କ, ପ୍ରତ୍ୟେକ ଭାରିଆଣ୍ଟ ଉପରେ ନଜର: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୬ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି କରୋନା ବର୍ତ୍ତମାନ ଏଣ୍ଡେମିକ ହେବାର ଶିଖରରେ ଅଛି। ତେବେ ଭାରତୀୟ ବୈଜ୍ଞାନିକମାନେ ପ୍ରତ୍ୟେକ ନୂତନ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସରକାର ଏନେଇ ସଜାଗ ଅଛନ୍ତି। ମନ୍ତ୍ରୀ କହିଛନ୍ତି…

ହାଇ ଟେକ ପ୍ରସଙ୍ଗରେ ଆମେରିକାଠାରୁ ଦୂରେଇ ଯାଉଛନ୍ତି ସହଯୋଗୀ…

ଓ୍ବାଶିଂଟନ,୨୦।୬ : ହାଇ ଟେକ ପ୍ରସଙ୍ଗରେ ଚାଇନା ସହିତ ସମ୍ପର୍କ ଭାଙ୍ଗିବା ପାଇଁ ଆମେରିକୀୟ ଅଭିଯାନ ସହିତ ଏହାର ଅନେକ ସହଯୋଗୀ ସହମତ ନୁହଁନ୍ତି। ୟୁରୋପୀୟ ୟୁନିଅନ (ଇୟୁ), ମାଲେସିଆ ଏବଂ ସିଙ୍ଗାପୁରର ଅନେକ ଦେଶ ଏହା ଉପରେ ସନ୍ଦେହ ସୃଷ୍ଟି…

ଭାଜପାର ବିଧାନସଭା ରଣନୀତି ପ୍ରସ୍ତୁତ: ଜାଣନ୍ତୁ କିଏ ହେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚେହେରା

ଜୟପୁର,୨୦।୬: ଚଳିତ ବର୍ଷ ଶେଷ ସୁଦ୍ଧା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲଙ୍ଗାନା ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ନେତୃତ୍ୱ ଏକ ରଣନୀତି ପ୍ରସ୍ତୁତ କରିଛନ୍ତି। ଭାଜପା ରଣନୀତିରେ ଦୁଇଟି ଜିନିଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।…

ବୁଡ଼ି ଯାଉଥିବା ପାକିସ୍ତାନକୁ ଚାଇନାର ସାହାରା, ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଣବିକ ଶକ୍ତି ଉତ୍ପାଦନ ଚୁକ୍ତି…

ଇସଲାମାବାଦ/ବେଜିଂ,୨୦।୬ : ଏକ ଗୁରୁତର ଅଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ଚାଇନାର ସମର୍ଥନ ପାଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଆଣବିକ ବିଦ୍ୟୁତ ଉତ୍ପାଦନ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଚାଇନ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri