Home Middle

ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କଲା ଋଷିଆ, ୭ଗୁରୁତର ଆହତ

କିଭ୍‌,୨୪।୮: ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ଜୀବନ ଗଲାଣି। ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କରିଛି। ନେପ୍ରୋପୋଟେସ ଅଞ୍ଚଳର…

ସେପ୍ଟେମ୍ବରରୁ ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ନର…

ନୂଆଦିଲ୍ଲୀ,୨୪।୮ : ଜୁଲାଇରୁ ଆରମ୍ଭ ହୋଇଥିବା ପନିପରିବା ମହଙ୍ଗା ଏବେ ମଧ୍ୟ ଜାରି ରହିଛି। ପନିପରିବା ଦର ମଧ୍ୟବିତ୍ତ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି। ତେବେ ପନିପରିବା ଦର ବୃଦ୍ଧି ନେଇ ଆରବିଆଇ ଗଭର୍ନର ଶଶିକାନ୍ତ ଦାସଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ…

ଋଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନକୁ ଯୁଦ୍ଧ ବିମାନ ଦେବେ ୪ଟି ଦେଶ

କିଭ୍‌,୨୪।୮: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ନେଦରଲ୍ୟାଣ୍ଡ ଓ ଡେନମାର୍କ ୟୁକ୍ରେନର ପାଇଲଟମାନଙ୍କୁ ଏଫ୍‌-୧୬ ବିମାନର ତାଲିମ ପ୍ରଦାନ ଏବଂ ଏହି ଯୁଦ୍ଧ ବିମାନକୁ ଖୁବଶୀଘ୍ର ୟୁକ୍ରେନକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଡେନମାର୍କର ପ୍ରଧାନମନ୍ତ୍ରୀ…

କାଲିଫର୍ନିଆର ବାର୍‌ରେ ଗୁଳିକାଣ୍ଡ: ୫ ମୃତ, ୬ ଆହତ…

ଓ୍ବାଶିଂଟନ,୨୪।୮ : ଆମେରିକାର କାଲିଫର୍ନିଆର ଓରେଞ୍ଜ କାଉଣ୍ଟିରେ ବାଇକରର୍ସ ବାରରେ ଗୁଳିକାଣ୍ଡ ଘଟିଛି। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସିବିଏସଇ ଲସ ଆଞ୍ଜେଲସ ସୂତ୍ରରୁ ପ୍ରକାଶ। ରିପୋର୍ଟରେ କୁହାଯାଇଛି ଜଣେ ଅବସରପ୍ରାପ୍ତ ଆଇନଜୀବୀ ବାରରେ ଗୁଳି ଚଳାଇବା ଯୋଗୁ ଏଭଳି…

ଚାଇନା-ତାଇଓ୍ବାନ ବିବାଦ: ତାଇଓ୍ବାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

ଓ୍ବାଶିଂଟନ୍‌,୨୪।୮: ଚାଇନା ଓ ତାଇଓ୍ବାନ ମଝିରେ ବିବାଦ ଚାଲିଥିବାବେଳେ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ତେବେ ଏ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସାହାଯ୍ୟର ହାତ ବଢାଇଛନ୍ତି। ତାଇୱାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବାକୁ ବାଇଡେନ…

ଜହ୍ନରେ ଭାରତ: ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଖୁସି ବାଣ୍ଟିଲେ ଭାରତୀୟ

ଓ୍ବାଶିଂଟନ୍‌,୨୪।୮: ଚନ୍ଦ୍ରରେ ଚହଳ ପକାଇଛି ଭାରତ। ବହୁ ଦିନର ସ୍ବପ୍ନକୁ ସାକାର କରିଛନ୍ତି ୧୪୦କୋଟି ଭାରତୀୟ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରରେ ଇତିହାସ ସୃଷ୍ଟି କରିଛି। ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ପାଇଁ ସବୁ ବିଦେଶୀ…

ଚନ୍ଦ୍ରାୟନ-୩ ସଫଳତା ନେଇ ସାରା ପୃଥିବୀର ମିଡ଼ିଆ ପ୍ରଶଂସାରେ ଶତମୁଖ, ପାକିସ୍ତାନ ଦୁଃଖୀ !…

ନୂଆଦିଲ୍ଲୀ,୨୪।୮ : ଭାରତୀୟ ମହାକାଶ ଗବେଷଣା ସଂଗଠନର (ଇସ୍ରୋ) ମିଶନ ଚନ୍ଦ୍ରୟାନ-୩ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହିତ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୂବରେ ନିଜର ମହାକାଶଯାନ ଅବତରଣ କରିଛି।…

ଦୁର୍ନାତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ବିଭାଗୀୟ ଅନୁମତିକୁ ଅପେକ୍ଷା କରିଛି ସିବିଆଇ: ସିଭିସି ରିପୋର୍ଟ…

ନୂଆଦିଲ୍ଲୀ,୨୪।୮ : କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଏହାର ଏକ ରିପୋର୍ଟରେ କହିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଦାୟର କରିବାକୁ ୫୦୦ରୁ ଅଧିକ ସିବିଆଇ ଅନୁରୋଧ ବିଭିନ୍ନ ସରକାରୀ ବିଭାଗରେ ବିଚାରାଧୀନ ଅଛି। ୨୦୨୨ପାଇଁ ସିଭିସିର ବାର୍ଷିକ ରିପୋର୍ଟରେ କୁହାଯାଇଛି…

ଦୂରଗାମୀ ରକେଟ ଉତକ୍ଷେପଣ କଲେ କିମ୍‌ …

ପ୍ୟୋଙ୍ଗୟାଙ୍ଗ,୨୪।୮ : ଉତ୍ତର କୋରିଆ ଗୁରୁବାର ସକାଳେ ଏକ ଦୂରଗାମୀ ରକେଟ ଉତକ୍ଷେପଣ କରିଛି। ଦକ୍ଷିଣ କୋରିଆ ଏହି ସୂଚନା ଦେଇଛି। ଏଥି ସହିତ ଜାପାନ ଦାବି କରିଛି ଗୁରୁବାର ସକାଳେ ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ…

ନିର୍ବାଚନୀ ବିତର୍କରେ ସାମିଲ ହେଲେ ନାହିଁ ଟ୍ରମ୍ପ୍‌…

ଓ୍ବାଶିଂଟନ,୨୪।୮ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ପ୍ରଥମ ବିତର୍କରେ ରିପବ୍ଲିକାନ ପାର୍ଟିର ଆଠ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ରିପବ୍ଲିକାନ ପାର୍ଟି ପକ୍ଷରୁ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ର ରାଷ୍ଟ୍ରପତି ପଦ ପାଇଁ…

ଜାତିସଂଘ ନିୟମକୁ ଉଲ୍ଲଘଂନ: ଗୁପ୍ତଚର ଉପଗ୍ରହ ନେଇ କିମ୍‌ଙ୍କୁ ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୨୪।୮ : ଉତ୍ତର କୋରିଆର ଦ୍ୱିତୀୟ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ ହେବା ପରେ ଆମେରିକା ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗ କହିଛି ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଉଲ୍ଲଂଘନ…

ପାଶ୍ଚାତ୍ୟ ସହିତ ବିବାଦ ଶେଷ କରିବାକୁ ଚାହୁଁଛି ରୁଷିଆ: ପୁଟିନ…

ଜୋହାନ୍ସବର୍ଗ,୨୪।୮: ରୁଷିାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ଶିଖର ସମ୍ମିଳନୀରେ କହିଛନ୍ତି ତାଙ୍କ ଦେଶ ପାଶ୍ଚାତ୍ୟ ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛି। ଏଥି ସହିତ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଶୀତଳ ଯୁଦ୍ଧ ଶୈଳୀ ବିଶ୍ୱକୁ ପ୍ରଭାବିତ କରୁଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?