ରାଜ୍ୟ ସଭାରେ ଦିଲ୍ଲୀ ସେବା ବିଲ ଆଗତ
ନୂଆଦିଲ୍ଲୀ,୭।୮: ସଂସଦର ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିରହିଛନ୍ତି ବିରୋଧୀ। ଆଜି ବି ମଣିପୁର, ନୁହ ଏବଂ ଦିଲ୍ଲୀ ସେବା ବିଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଲୋକ ସଭାରେ ଦିଲ୍ଲୀ ସେବା ବିଲ ପାରିତ ହୋଇସାରିଥିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର…
ଗୁଜରାଟରେ ହେବ ଏଏପି-କଂଗ୍ରେସର ମେଣ୍ଟ: ଏଏପି ନେତାଙ୍କ ଘୋଷଣା
ନୂଆଦିଲ୍ଲୀ,୭।୮: ଲୋକ ସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଉଭୟ ବିରୋଧୀ ଏବଂ ଶାସକ ଦଳ ଛୋଟ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜରାଟରେ ମଧ୍ୟ ଆମ ଆଦମୀ ପାର୍ଟି ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ…
ଆମେରିକାର ଚାପ: ଇରାନ ସହିତ ପାକିସ୍ତାନ ବିଲିୟନ ଡଲାର ଗ୍ୟାସ ପାଇପଲାଇନ ପ୍ରକଳ୍ପ ବନ୍ଦ କଲା ପାକିସ୍ତାନ…
ଇସଲାମାବାଦ,୭।୮ : ଇରାନ ସହିତ ପାକିସ୍ତାନ ସାମୟିକ ଭାବେ ଏକ ବିଲିୟନ ଡଲାର ଗ୍ୟାସ ପାଇପଲାଇନ ଚୁକ୍ତି ବନ୍ଦ କରି ଦେଇଛି। ଆମେରିକାର ଚାପ ଯୋଗୁଁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି ବୋଲି ମିଡିଆ ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନ ଇରାନ ସହିତ…
ଭାଜପା ଏମପି ରାମଶଙ୍କର ସଦସ୍ୟ ପଦ ଯିବା ଆଶଙ୍କା, ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ……
ନୂଆଦିଲ୍ଲୀ,୭।୮ : ଉତ୍ତରପ୍ରଦେଶର ଇଟାୱାର ଭାଜପା ଲୋକସଭା ଏମପି ରାମଶଙ୍କର କାଠେରିଆଙ୍କୁ ଆଗ୍ରା ସ୍ପେଶାଲ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହି ଆଦେଶର ନକଲ ଏପର୍ଯ୍ୟନ୍ତ ଲୋକସଭା ସଚିବାଳୟ ଗ୍ରହଣ କରି ନାହିଁ। କୋର୍ଟଙ୍କ ଆଦେଶର ନକଲ…
ମୋଦିଙ୍କୁ ଉଦ୍ଧବଙ୍କ ପ୍ରଶ୍ନ…
ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପା ତାଙ୍କୁ ପଛରେ ଛୁରା ଭୁସି ଥିବାରୁ ଥିବାରୁ ସେ କଂଗ୍ରେସ ସହ ଯାଇଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଭାଜପା ସହିତ ଯେତେବେଳେ କେହି ନ ଥିଲେ ତାଙ୍କ ପିତା…
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ
କଟକ,୭ା୮: ସୋମବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଫର୍ମପୂରଣ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟର ୮୧୯୫ ଛାତ୍ରୀଛାତ୍ର ମଧ୍ୟରୁ ୬୬୭୮ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ପରୀକ୍ଷା ରେଜଲ୍ଟ ବୋର୍ଡ…
କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦା ପାହାର ଖାଇ ମହାରାଷ୍ଟ୍ରରେ ଔରଙ୍ଗଜେବ ଜପ କରୁଛି ଭାଜପା: ଉଦ୍ଧବଙ୍କ କଟାକ୍ଷ…
ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦାରେ ଭାଜପାକୁ ବଡ଼ ଆଘାତ ଲାଗିଥିଲା। ଗଦା ପାହାର ଖାଇ ଭାଜପା ବର୍ତ୍ତମାନ ମହାରାଷ୍ଟ୍ରରେ ଔରଙ୍ଗଜେବ ଔରଙ୍ଗଜେବ ଜପ କରୁଛନ୍ତି । ମୁଁ କହୁଛି ଆମେ…
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ,୭ା୮: ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ହସ୍ପିଟାଲ ପରିସରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଣ୍ଡୋସ୍କୋପି ବିଭାଗରେ ଏହି ନିଆଁ ଲାଗିଥିବା ସୂଚନାରୁ ଜଣାପଡ଼ିଛି। ଏମ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏହି ନିଆଁ ଲାଗିଛି। ତେବେ ସମସ୍ତ…
ଯଦି ସାହସ ଅଛି ରକ୍ଷାବନ୍ଧନରେ ବିଲକିସ ବାନୋଙ୍କଠାରୁ ବାନ୍ଧ ରାଖୀ: ଭାଜପାକୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ…
ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇରେ ପାର୍ଟି କର୍ମୀ ତଥା ସମ୍ଭାଜୀ ବ୍ରିଗେଡ କର୍ମୀଙ୍କୁ ସମ୍ବୋଧିତ କରୁଥିବାବେଳେ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଉଦ୍ଧବ ଠାକରେ କହିଛନ୍ତି, ’ମୁଁ ଆପଣଙ୍କୁ କହିବାକୁ ଚାହେଁ…
ପାର୍ଲାମେଣ୍ଟରେ ପହଞ୍ଚିଲେ ରାହୁଲ, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ
ନୂଆଦିଲ୍ଲୀ,୭ା୮: ସୋମବାର ଏମ୍ପି ପଦ ଫେରି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ମଧ୍ୟ ରାହୁଲଙ୍କୁ ସ୍ବାଗତ କରାଯାଇଛି। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରାହୁଲ ମାଲ୍ୟାର୍ପଣ କରିଥିଲେ।…
ସେନ୍ଥିଲଙ୍କୁ ଝଟକା: ଗିରଫଦାରୀ ବେଆଇନ ନୁହେଁ କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୭।୮ : ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଏକ ଝଟକା ଦେଇ ସୁପ୍ରିମକୋର୍ଟ ବାଲାଜୀ ଏବଂ ତାଙ୍କ ସ୍ତ୍ରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ସେଣ୍ଟିଲ ବାଲାଜୀଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ଆଇନ ଅନୁସାରେ ଠିକ ବୋଲି କହିଛନ୍ତି ଏବଂ…
ନିର୍ବାଚନ ଠକେଇ ମାମଲାରେ ବିଚାରପତିଙ୍କୁ ହଟାଇବାକୁ ଦାବି କରିଛନ୍ତି ଟ୍ରମ୍ଫ
ଓ୍ବାଶିଂଟନ,୭।୮: ଯୁକ୍ତରାଷ୍ଟ୍ର ଆମେରିକାର ପୂବ;ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ତାଙ୍କର ୨୦୨୦ ନିର୍ବାଚନରେ ପରାଜୟକୁ ଲୁଚାଇବା ପାଇଁ କରାଯାଇଥିବା ଷଡଯନ୍ତ୍ର ମାମଲାରେ ୱାଶିଂଟନ ଡିସି କୋର୍ଟର ଶୁଣାଣି ଚାଲିଛି। ୨୦୨୦ ନିର୍ବାଚନ ଠକେଇ ମାମଲାରେ ତାଙ୍କୁ ନ୍ୟାୟ ମିଳିବ ବୋଲି…
Archives


