ଭାରତ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ଆମର ଆବଶ୍ୟକ ନାହିଁ: ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ବିବାଦ…
କାଠମାଣ୍ଡୁ,୬।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଭାରତ ବିରୋଧରେ ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ବିରୋଧୀମାନେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ନିକଟରେ କହିଥିଲେ ନେପାଳରେ…
ଉତ୍ତାପ ଲହର: ବେଜିଂରେ ଓ୍ବାର୍କ ଆଟ୍ ହୋମ୍ ନିର୍ଦ୍ଦେଶ…
ବେଜିଂ,୬।୭ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ଉତ୍ତାପ ଯୋଗୁଁ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଲୋକଙ୍କୁ ମଧ୍ୟ ଉତ୍ତାପ ଲହରର ସାମ୍ନା କରିବାକୁ ପଡୁଛି। ଏଥି ସହିତ ବେଜିଂରେ ତାପମାତ୍ରା ୪୦ ଡିଗ୍ରୀ ସେଣ୍ଟିଗ୍ରେଡରେ ପହଞ୍ଚିଛି। ସରକାର ଲୋକଙ୍କୁ ବାହ୍ୟ କାର୍ଯ୍ୟ…
ୟୁସିସି ଲାଗୁ ନେଇ ଜିଓଏମ ଗଠନ କଲେ କେନ୍ଦ୍ର ସରକାର, ପ୍ରଥମ ବୈଠକ ଶେଷ…
ନୂଆଦିଲ୍ଲୀ,୬।୭ : ଗୋଟିଏ ଦେଶ-ଏକ ଆଇନ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ ହେବା ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହି ପ୍ରସଙ୍ଗରେ ସରକାର ମନ୍ତ୍ରୀଙ୍କର ଏକ ଦଳ (ଜିଓଏମ) ଗଠନ କରିଛନ୍ତି।…
ଶରଦ ପାଓ୍ବାରଙ୍କୁ ଅଧ୍ୟକ୍ଷ ପଦରୁ ହଟାଯିବା ନେଇ ଜାଣି ନାହଁାନ୍ତି ଅଜିତ ଗୋଷ୍ଠୀର ନେତା
ମୁମ୍ବାଇ,୬।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ରାଜନୈତିକ ଛକାପଞ୍ଚା ମଧ୍ୟରେ ଘଡିକରେ ଘୋଡା ଛୁଟୁଛି। ଦାଦା ବନାମ ପୁତୁରା କଳି ନୂଆ ମୋଡ ନେଇଛି। ଏକ ଟିଭି ସାକ୍ଷାତକାରରେ ଅଜିତ ପାୱାରଙ୍କ ଏନସିପି ସାଂସଦ ଉମେଶ ପାଟିଲ ପ୍ରକାଶ କରିଛନ୍ତି ଯେ,…
ଆୟୁର୍ବେଦ ଶିକ୍ଷାର୍ଥୀଙ୍କ ପାଇଁ ବିଦେଶରେ ସୁଯୋଗ: ଜାପାନ-ଜର୍ମାନୀରେ ମିଳିବ ନିଯୁକ୍ତି…
ଡେରାଡୁନ,୬।୭ : ଜାପାନ ଏବଂ ଜର୍ମାନୀର ଭାରତୀୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଉତ୍ତରାଖଣ୍ଡର ମେଡିକାଲ କାଉନସିଲ ଅଫ ଇଣ୍ଡିଆ, ପକ୍ଷରୁ କୁହାଯାଇଛି ଆୟୁର୍ବେଦ କଲେଜରୁ ନର୍ସିଂ, ଯୋଗ, ପଞ୍ଚକର୍ମ, ନାଚୁରୋପାଥି ପାଠ୍ୟକ୍ରମରେ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ ବିବରଣୀ…
ଏନସିପି ଗୋଷ୍ଠୀର ଡବଲ ଡ୍ରାମା ନେଇ ମୁହଁ ଖୋଲିଲେ କପିଲ ସିବଲ
ନୂଆଦିଲ୍ଲୀ,୬।୭: ମହାରାଷ୍ଟ୍ରର ପାଓ୍ବାର ପ୍ଲେ ନେଇ ମୁହଁ ଖୋଲିଛନ୍ତି ରାଜ୍ୟସଭା ସାଂସଦ କପିଲ ସିବଲ। ସେ ମହାରାଷ୍ଟ୍ରର ରାଜନୀତିକୁ ପ୍ରହସନ ବୋଲି ଆଖ୍ୟା ଦେଇଛନ୍ତିି। ସିବଲ ଟୁଇଟ୍ କରି କହିଛନ୍ତିି, ‘ମହାରାଷ୍ଟ୍ର ରାଜନୀତି ଗଣତନ୍ତ୍ର ନୁହେଁ ବରଂ ଏହା ଏକ ପ୍ରହସନରେ…
ଅଜିତଙ୍କ ମୁଖ୍ୟମନ୍ତ୍ରୀ ସ୍ବପ୍ନ ପଡିପାରେ ଫିକା, ସିନ୍ଦେ ଦେବେନି ଇସ୍ତଫା!
ମୁମ୍ବାଇ,୬।୭: ମହାରାଷ୍ଟ୍ର ରାଜନୀତିରେ ଏନସିପି ଗୋଷ୍ଠୀର ଡବଲ ଡ୍ରାମା ଦେଖିବାକୁ ମିଳିଛି। ଗତ କାଲି ପର୍ଯ୍ୟନ୍ତ ଦୁଇ ଦଳ ନିଜ ସଂଖ୍ୟା ଗରିଷ୍ଠତାକୁ ନେଇ ଗଣମାଧ୍ୟମରେ ସଫେଇ ଦେଉଥିବାବେଳେ ଅଜିତ ପାଓ୍ବାର ସଂଖ୍ୟାଖେଳରେ ବାଜିମାତ କରିଛନ୍ତି। ବୁଧବାର ଅଜିତ ବୈଠକ ଡକାଇ…
ଜାନୁୟାରୀ ୨୬ ସୁଦ୍ଧା ୪୨ ପ୍ରକଳ୍ପ, ପ୍ରତି ପରିଯୋଜନା ପାଇଁ ବ୍ୟୟ ଅଟକଳ ୫ ହଜାର କୋଟି…
ନୂଆଦିଲ୍ଲୀ,୬।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଆସନ୍ତା ୨୦୨୪ ବର୍ଷ ଜାନୁୟାରୀ ୨୬ ସୁଦ୍ଧା ଦେଶରେ ୪୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦେବେ। ପ୍ରତି ପରିଯୋଜନାର ଖର୍ଚ୍ଚ ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟ ଟକଳ ପ୍ରସ୍ତୁତ କରାଯାଇଛି। ସୂତ୍ର…
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ ପ୍ରାର୍ଥୀ…
ଭୋପାଳ,୬।୭ : ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପ୍ରସଙ୍ଗରେ ରାଜ୍ୟର ରାଜନୈତିକ କାର୍ଯ୍ୟକଳାପ ଚରମ ସୀମାରେ ରହିଛି। ପ୍ରମୁଖ ରାଜନୈତିକ ଦଳର ନେତାମାନେ ସକ୍ରିୟ ହୋଇଛନ୍ତି। ନିର୍ବାଚନ ଯାତ୍ରା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଶୀର୍ଷ…
ଇମ୍ରାନଙ୍କୁ ଗିରଫ ପାଇଁ ଅର୍ଡିନେନ୍ସ ଅନୁମୋଦନ କଲେ ଶାହାବାଜ ସରିଫ, ତୋଶାଖାନା ମାମଲାରେ ଆଜି କୋର୍ଟରେ ହାଜର
ଇସଲାମବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଶାହାବାଜ ସରିଫ ସରକାର ଏକ ଅର୍ଡିନେନ୍ସକୁ ଅନୁମୋଦନ କରିଛନ୍ତି। ତେବେ ଏହାକୁ ପାକିସ୍ତାନର ରାଷ୍ଟ୍ରପତିଙ୍କ ବଦଳରେ ତାଙ୍କ କେୟାରଟେକର ସାଜିଦ ସଞ୍ଜରାନୀଙ୍କ ଏହାକୁ ସ୍ବାକ୍ଷର କରିଛନ୍ତି। ସୁପ୍ରିମକୋର୍ଟ ଠାରୁ…
ପରିସ୍ରା ମାମଲା ପୀଡ଼ିତଙ୍କୁ ଘରକୁ ଡାକି ପାଦ ଧୋଇଲେ ଶିବରାଜ…
ଭୋପାଳ,୬।୭ : ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ଜଣେ ଆଦିବାସୀଙ୍କୁ ନିର୍ଯାତନା ଦେଇ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ଭିଡିଓ ଭାଇରାଲ ହେବା ପରେ ମଧ୍ୟପ୍ରଦେଶର ରାଜନୀତି ତୀବ୍ର ହୋଇଛି। ପରିସ୍ରାର ଶିକାର ହୋଇଥିବା ଆଦିବାସୀମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…
ଟ୍ରାନ୍ସଫର-ପୋଷ୍ଟିଂ ମାମଲା, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆବେଦନ ଉପରେ ସୋମବାର ହେବ ଶୁଣାଣି
ନୂଆଦିଲ୍ଲୀ,୬।୭: ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବ। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଶୀଘ୍ର ଶୁଣାଣି ହୋଇଥିବା…
Archives


