Home Middle

ପାକିସ୍ତାନରେ ରାଜନୈତିକ ଷଡ଼ଯନ୍ତ୍ର: ଇମ୍ରାନଙ୍କ ବିନା ନିର୍ବାଚନ ପାଇଁ ଶୀଘ୍ର ଭଙ୍ଗ ହେବ ସଂସଦ…

ଇସଲାମାବାଦ,୯।୮ : ବୁଧବାର ପାକିସ୍ତାନର ସଂସଦ ଭଙ୍ଗ ହେବାକୁ ଯାଉଛି। ଏହା ପରେ ନିର୍ବାଚନକୁ ତଦାରଖ କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଆରମ୍ଭ ହେବ। ଯେଉଁଥିରେ ଦେଶର ଲୋକପ୍ରିୟ ରାଜନେତା ଇମ୍ରାନ ଖାନ ସାମିଲ ହେବେ ନାହିଁ। ଗତ ବର୍ଷ…

ଭିଏତନାମା ଗସ୍ତ କରିବେ ବାଇଡେନ

ଓ୍ବାଶିଂଟନ୍‌,୯।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେଡ଼ ଭିଏତନାମା ଗସ୍ତ କରିବାକୁ ଯାଉଛନ୍ତି। ସେ କହିଛନ୍ତି, ଭିଏତନାମ ଆମେରିକା ସହ ସମ୍ପର୍କ ବଢାଇବାକୁ ଚାହୁଁଛି ଏବଂ ଏକ ପ୍ରମୁଖ ଅଂଶୀଦାର ହେବାକୁ ଚେଷ୍ଟା କରୁଛି। ତେଣୁ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା…

ଭାଜପା କାର୍ଯ୍ୟାଳୟରୁ ଭାରତ ମାତା ମୂର୍ତ୍ତି ହଟିଲା…

ଚେନ୍ନାଇ,୯।୮ : ତାମିଲନାଡୁର ବ୍ରିଧୁନଗର ଜିଲାର ଭାଜପା କାର୍ଯ୍ୟାଳୟରୁ ଭାରତ ମାତାଙ୍କର ନୂତନ ସ୍ଥାପିତ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ପୋଲିସ ଏବଂ ରାଜସ୍ବ ଅଧିକାରୀଙ୍କ ଏହି ପଦକ୍ଷେପ ଶାସକ ଡିଏମକେ ଏବଂ ଭାଜପା ମଧ୍ୟରେ ଏକ ନୂଆ ରାଜନୈତିକ ତିକ୍ତତା ସୃଷ୍ଟି…

ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକ ବଦଳାଇଲା, ହାତୁଡ଼ି ଏବଂ ଦା ମାତୃଭୂମି ସ୍ମାରକ ହଟିଲା…

କିଭ୍‌,୯।୮ : ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକଗୁଡ଼ିକୁ ନଷ୍ଟ କରିଦେଇଛି। ସୋଭିଏତ୍ ଯୁଗର ପ୍ରତୀକକୁ କିଭର ଏକ ପାହାଡ ସ୍ମାରକୀରୁ ହଟାଇଛି। ଏଠାରେ ଥିବା ହାତୁଡ଼ି ଏବଂ ଦା ପ୍ରତୀକ ବଦଳରେ ଏକ ତ୍ରିଶୁଳ ପ୍ରତୀକ ସ୍ଥାପନ କରାଯାଇଛି। ୟୁକ୍ରେନ ମାତୃଭୂମି…

ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ…

ମସ୍କୋ,୯।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ବିରୁଦ୍ଧରେ ଡ୍ରୋନ ଯୁଦ୍ଧ ଜାରି ରଖିଛନ୍ତି। ଏହି ସମୟରେ ରୁଷିଆ ଦାବି କରିଛି ମସ୍କୋ ଅଭିମୁଖେ ଆସୁଥିବା ଦୁଇଟି ଯୁଦ୍ଧ…

ଆଜିଠାରୁ ‘ମେରି ମାଟି-ମେରା ଦେଶ’ ଅଭିଯାନ ଆରମ୍ଭ, ସାରା ଦେଶର ପଞ୍ଚାୟତ ମାଟିରେ ନିର୍ମାଣ ହେବ ଅମୃତ ବାଟିକା

ନୂଆଦିଲ୍ଲୀ,୯।୮: ‘ଆଜାଦୀ କା ଅମୃତ ମହୋତ୍ସବ’ ଅଧୀନରେ ଆଜିଠାରୁ ‘ମେରି ମାଟି-ମେରା ଦେଶ’ ଅଭିଯାନ ଆରମ୍ଭ ହେବ। ୩୦ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଏହାର ସମାପ୍ତି ହେବ। ସାରା…

ନୁହରେ ଆଜି ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଚଣ୍ଡିଗଡ,୯।୮: ହରିୟାଣାର ନୁହରେ ହିଂସା ପରେ ପରିସ୍ଥିତି ଏ ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଆସିନାହିଁ। ଯେଉଁ କାରଣରୁ ଇଣ୍ଟରନେଟ୍‌ ସେବା ଉପରେ ଜାରି ଥିବା ପ୍ରତିବନ୍ଧକକୁ ଆହୁରି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଅଗଷ୍ଟ ୧୧ପର୍ଯ୍ୟନ୍ତ ନୁହ ଜିଲାରେ ଇଣ୍ଟରନେଟ୍‌ ଏବଂ ଏସଏମଏସ…

ଇମ୍ରାନ୍‌ଙ୍କୁ ୫ ବର୍ଷ ପାଇଁ ଆଯୋଗ୍ୟ ଘୋଷଣା କଲା ପାକିସ୍ତାନ ନିର୍ବାଚନ ଆୟୋଗ

ଇସଲାମାବାଦ,୯।୮: ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଅଦାଲତର ୫…

ପିରାମିଡ ନିର୍ମାଣ: ଏଲିଅନ ଆଣିଥିଲେ ୨୩ ଲକ୍ଷ ବୃହତ ପଥର !…

କାହିରା,୮।୮ : ଦୁନିଆର ସବୁଠାରୁ ରହସ୍ୟମୟ ନିର୍ମାଣ ହେଉଛି ମିଶରର ପିରାମିଡ। ଏହା କିପରି ତିଆରି ହେଲା ସେ ସମ୍ବନ୍ଧରେ ସମୟ ସମୟରେ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥାଏ। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ସେମାନେ ବୋଧହୁଏ ପିରାମିଡ ନିର୍ମାଣ ସହିତ ଜଡିତ…

ବିଶ୍ୱକପ ପାଇଁ ସମ୍ଭାବ୍ୟ ୧୯ ଜଣିଆ ଟିମ୍‌ ଇଣ୍ଡିଆ ନେଇ ପ୍ରସ୍ତୁତି ଆରମ୍ଭ, ୪ ଖେଳାଳି ବାହାର ହେବା ଆଶଙ୍କା…

କୋଲକାତା,୮।୮ : ବିଶ୍ୱକପ ପାଇଁ ଭାରତର ସମ୍ଭାବ୍ୟ ୧୯ ସଦସ୍ୟ ବିଶିଷ୍ଟ ଦଳ ପ୍ରାୟ ପ୍ରସ୍ତୁତ। ଏହି ୧୯ ଜଣଙ୍କ ମଧ୍ୟରୁ ୧୫ ଜଣିଆ ଟିମ୍‌ ଇଣ୍ଡିଆକୁ ବିସିସିଆଇ ଚୟନକର୍ତ୍ତାମାନେ ଆଇସିସି ଟୁର୍ନାମେଣ୍ଟରେ ସୁଯୋଗ ଦେବେ। ୱେଷ୍ଟଇଣ୍ଡିଜ ଗସ୍ତରେ ସୂର୍ଯ୍ୟକୁମାର ଯାଦବ…

ଅନଲାଇନ ଗେମିଂରେ ୨୮ ପ୍ରତିଶତ ଜିଏସଟିର ପ୍ରଭାବ: ଏମପିଏଲ ୩୫୦ କର୍ମଚାରୀଙ୍କୁ କରିବ ଛଟେଇ…

ନୂଆଦିଲ୍ଲୀ,୮।୮ : ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍‌ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଅନଲାଇନ ଗେମିଂରେ ଜିଏସଟି ହାରରେ ବୃଦ୍ଧି…

ଭାରତ ଯୋଡୋ ଯାତ୍ରା ପାର୍ଟ-୨: ଗୁଜରାଟରୁ ମେଘାଳୟ ପଦଯାତ୍ରା…

ମୁମ୍ବାଇ,୮।୮ : ରାହୁଲ ଗାନ୍ଧୀ ଗୁଜରାଟରୁ ମେଘାଳୟ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ପାର୍ଟ-୨ କରିବେ। ସେ ଏହି ପଦଯାତ୍ରା ଗୁଜରାଟରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ବୁଲିବା ସହ ଉତ୍ତର-ପୂର୍ବ ମେଘାଳୟ ରାଜ୍ୟରେ ପହଞ୍ଚିବେ। ଏହା ସହିତ ମହାରାଷ୍ଟ୍ରର କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri