ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଏସପିଜି ନିର୍ଦ୍ଦେଶକଙ୍କ ପରଲୋକ…
ନୂଆଦିଲ୍ଲୀ,୬।୯ : ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି…
ବାଜରା ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ଭାରତ ସହିତ ମିଳିତ ହେଲା, ମିଳିତ ଜାତିସଂଘ ଅଭିଯାନରେ ସାମିଲ…
କାଠମାଣ୍ଡୁ,୬।୯ : ବାଜରା ଚାଷ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ଭାରତ ସହ ସହଯୋଗ କରିବାକୁ ପ୍ରସ୍ତୁତ । କୃଷି ଏବଂ ପଶୁପାଳନ ମନ୍ତ୍ରୀ ବେଦୁରାମ ଭୁଶାଲ ଏହି ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି…
ଆମେରିକାର ସାମରିକ ଭିତ୍ତିଭୂମି ଉପରେ ପର୍ଯ୍ୟଟକ ଭାବେ ଚାଇନା ନାଗରିକ ରଖୁଛନ୍ତି ନଜର…
ଓ୍ବାଶିଂଟନ,୬।୯ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ପ୍ରାୟ ୧୦୦ ଟି ଘଟଣା ଉପରେ ନଜର ରଖିଛି ଯେଉଁଥିରେ ଚାଇନା ନାଗରିକମାନେ ପର୍ଯ୍ୟଟକ ଭାବରେ ପରିଚିତ ହୋଇ ଏକାଧିକ ଥର ସାମରିକ ବେସ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନକୁ…
ଜି-୨୦ବୈଠକରେ କାମ ବିଗାଡିବ ଚାଇନା: ଆମେରିକା
ଓ୍ବାଶିଂଟନ୍, ୬।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଆରମ୍ଭ ହୋଇଯାଇଛି ସଜବାଜ। ୩୦ଟି ଦେଶ ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ। ତେବେ ସେପ୍ଟେମ୍ବର ୯ରେ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ଚାଇନା ଓ ଋଷିଆ ରାଷ୍ଟ୍ରପତି ଯୋଗ…
ପ୍ରମାଣ ଥିଲେ ମଧ୍ୟ ବିଶ୍ୱ ଆତଙ୍କବାଦୀ ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଯିବା ଲାଗି ରୋକା ଯାଉଛି: ଭାରତ…
ଜେନେଭା,୬।୯ : ଜାତିସଂଘ ପରିଷଦକୁ ଭାରତ କହିଛି କୌଣସି କାରଣ ନ ଦର୍ଶାଇ ବିଶ୍ୱସ୍ତରରେସ୍ତରରେ ଅନୁମୋଦିତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଅବରୋଧ କରିବା ଅନାବଶ୍ୟକ। ଏଥି ସହ ଚାଇନାକୁ ଟାର୍ଗେଟ କରି କହିଛନ୍ତି ଏଭଳି କରିବା ଦ୍ୱାରା ଚାଇନାର…
‘ପୃଥିବୀର ଫୁସଫୁସ’ ବଞ୍ଚାଇବାରେ ନିୟୋଜିତ ବ୍ରାଜିଲ ସରକାର: ଗତ ମାସ ତୁଳନାରେ ଜଙ୍ଗଲ ନଷ୍ଟ ହେବା ୬୬ ପ୍ରତିଶତରୁ ଅଧିକ ହ୍ରାସ…
ବ୍ରାସିଲିଆ,୬।୯: ବିଶ୍ୱର ବୃହତ୍ତମ ଚିରହରିତ ଜଙ୍ଗଲ, ଘନ ଏବଂ ବୃହତ ଜଙ୍ଗଲ ମଧ୍ୟରୁ ଗୋଟିଏ ବ୍ରାଜିଲରେ ଅବସ୍ଥିତ । ଆମାଜନ ଜଙ୍ଗଲରୁ ଏକ ବହୁତ ଭଲ ଖବର ମିଳିଛି, ଯାହାକୁ ପୃଥିବୀର ଫୁସଫୁସ ଆମାଜନ ରେନଫରେଷ୍ଟ କୁହାଯାଏ । ଆମାଜନ ଦିବସ…
ଏସିଆନ-ଭାରତ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୬।୯: ଭାରତ ଜି -୨୦ଶିଖର ସମ୍ମିଳନୀ ଆୟୋଜନ କରୁଛି। ସେପ୍ଟେମ୍ବର ୯ରେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆନ-ଭାରତ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ।…
ଜି-୨୦ ବୈଠକବେଳେ ଲାଗୁ ରହିବ ଏହି ପ୍ରତିବନ୍ଧକ, ଦିଲ୍ଲୀ ସରକାର ଜାରି କଲେ ନିର୍ଦ୍ଦେଶାବଳୀ
ନୂଆଦିଲ୍ଲୀ,୬।୯: ଆସନ୍ତା ୯ଏବଂ ୧୦ସେପ୍ଟେମ୍ବରରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀକୁ ଅତି ସୁନ୍ଦର ଭାବେ ସଜାଯାଇଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସବୁ ସ୍ଥାନରେ ନିୟୋଜିତ ହୋଇଛନ୍ତି।…
୩ ବର୍ଷରୁ କମ ବୟସ୍କ ପିଲାଙ୍କୁ ପ୍ରି-ସ୍କୁଲ ପଠାଇବା ବେଆଇନ: ହାଇକୋର୍ଟ…
ଅହମଦାବାଦ,୫।୯ : ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ସୀମା ସ୍ଥିର କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟ ମଙ୍ଗଳବାର ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେଉଁ ଅଭିଭାବକମାନେ ପିଲାମାନଙ୍କୁ ତିନି…
ନାବାଳିକା ବଳାତ୍କାର ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ସୁପ୍ରିମ୍କୋର୍ଟ, କହିଲେ ବିଚାରପତି ରୋବୋ ଭଳି କାମ ନ କରନ୍ତୁ…
ନୂଆଦିଲ୍ଲୀ,୫।୯ : ଜଣେ ୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ବିଚାରପତି ନିରପେକ୍ଷ ହେବା ଉଚିତ। ତଥାପି, ଏହାର ଅର୍ଥ ନୁହେଁ…
ଦେଶର ନାମ ବଦଳିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଲା…
ନୂଆଦିଲ୍ଲୀ,୫।୯ : ଦେଶର ନାମ ବଦଳିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ସୋସିଆଲ ମିଡିଆରେ କିଛି ଲୋକ ପ୍ରଶ୍ନ କରିଛନ୍ତି ଦେଶର ଅନୁଷ୍ଠାନଗୁଡ଼ିକର ନାମ ପରିବର୍ତ୍ତନ ହେବ କି? ଇଣ୍ଡିଆନ…
ଜି-୨୦ ସଜବାଜ: ୭ରୁ ୧୧ ସେପ୍ଟେମ୍ବର ପାଇଁ ଏୟାର ଇଣ୍ଡିଆ ଘୋଷଣା କଲା ସ୍ବତନ୍ତ୍ର ସୁବିଧା
ନୂଆଦିଲ୍ଲୀ,୫।୯: ଜି-୨୦କୁ ଦୃଷ୍ଟିରେ ରଖି ରାଜଧାନୀ ନୂଆଦିଲ୍ଲୀରେ ସଜବାଜ ଆରମ୍ଭ ହୋଇ ଯାଇଛି। ଜି-୨୦ ବୈଠକ ଯୋଗୁ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସୁବିଧା ଘୋଷଣା କରିଛି। ଏୟାର ଇଣ୍ଡିଆ ଏକ୍ସ(ପୂର୍ବ ଟ୍ବିଟର)ରେ ଟୁଇଟ କରି କହିଛି ଯେ,…
Archives


