Home Middle

ବିମାନ ଯାତ୍ରାକୁ ଭୟ କରନ୍ତି କିମ୍‌, ପ୍ରାୟତଃ ଟ୍ରେନରେ କରିଥାନ୍ତି ଯାତ୍ରା…

ପ୍ୟୋଙ୍ଗୟାଙ୍ଗ,୧୨।୯ : ବାସ୍ତବରେ କୁହାଯାଇଛି ଯେ ଉଭୟ କିମ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲ ଏବଂ ତାଙ୍କ ଜେଜେବାପା କିମ ଇଲ ସାଙ୍ଗ ବିମାନ ଯାତ୍ରାକୁ ଭୟ କରୁଥିଲେ। ବିମାନ ଯାତ୍ରା ସମୟରେ ତାଙ୍କ ଜେଟରେ ବିସ୍ଫୋରଣ ଦେଖି…

ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ୨୦୨୩ରେ ଭାରତୀୟ ମୂଳର ଦୁଇ ଲେଖକ

ଲଣ୍ଡନ, ୧୨।୯: ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ୨୦୨୩ପାଇଁ ଭାରତୀୟ ମୂଳର ଦୁଇ ଲେଖକଙ୍କୁ ମନୋନୀତ କରାଯାଇଛି। ବିଶ୍ୱର ୬ଟି ଲେଖକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଛି। ସେଥିରେ ଭାରତୀୟ ବଂଶୋଦ୍ଭବ ନନ୍ଦିନୀ ଦାସ ଏବଂ କ୍ରିସ…

ଅଭେଦ୍ୟ କିଲ୍ଲା ହେଉଛି କିମ୍‌ଙ୍କ ବିଳାସପୂର୍ଣ୍ଣ ଗୁପ୍ତ ଟ୍ରେନ…

ପ୍ୟୋଙ୍ଗୟାଙ୍ଗ,୧୨।୯ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ସଶସ୍ତ୍ର ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି। କରୋନା ମହାମାରୀ ପରେ ଏହା କିମ ଜୋଙ୍ଗଙ୍କର ପ୍ରଥମ ବିଦେଶ ଯାତ୍ରା। ଏହି ସମୟରେ ଆମେରିକାର ଅଧିକାରୀମାନେ କହିଛନ୍ତି ଜୋଙ୍ଗ ଉନ…

ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର,୧୨।୯(ସୁନିତ୍‌ ମିଶ୍ର): ଖଣ୍ଡପଡ଼ା ବିଜେଡି ବିଧାୟକ ତଥା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଧାୟକ ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ବାହାର କରିଦିଆଯାଇଛି। ସୌମ୍ୟ ନିଜର ସମ୍ପାଦକୀୟ ମାଧ୍ୟମରେ ବିଜେଡିକୁ ଟାର୍ଗେଟ…

ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି

ନୂଆଦିଲ୍ଲୀ,୧୨।୯: ୧୫୨ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଶୀର୍ଷ ଅଦାଲତରୁ କେନ୍ଦ୍ରକୁ ଏକ ଝଟକା ଲାଗିଛି। ଦେଶଦ୍ରୋହ ଆଇନର ବୈଧତାର ଯାଞ୍ଚକୁ ସ୍ଥଗିତ ରଖିବାକୁ କେନ୍ଦ୍ରର ଅନୁରୋଧକୁ କୋର୍ଟ…

ରୁଷିଆରେ ପହଞ୍ଚିଲେ କିମ୍‌

ମସ୍କୋ,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଙ୍ଗଳବାର ରୁଷିଆରେ ପହଞ୍ଚିଛନ୍ତି। ସେ ଏଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଏକ ସମ୍ମିଳନୀ କରିବେ। କିମ୍‌ ଜୋଙ୍ଗ ଉନ୍‌ ତାଙ୍କର ବିଳାସପୂର୍ଣ୍ଣ ଘରୋଇ ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି।…

ଲାଲୁଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁ ସିବିଆଇକୁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୧୨।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମଙ୍ଗଳବାର ଏକ ବଡ ଝଟକା ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରିୟ ଜନତା ଦଳ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁୁ ସିବିଆଇକୁ ଅନୁମତି ଦେଇଛି। ସିବିଆଇ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟକୁ…

ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି: ପୁଅଙ୍କ ସହ ଫୋନରେ କଥା ହେବାକୁ ମିଳିଲା ଅନୁମତି

ଇସଲାମାବାଦ,୧୨।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନଙ୍କୁ ସ୍ବତନ୍ତ୍ର କୋର୍ଟରୁ ଏକ ବଡ ଆଶ୍ୱସ୍ତି ମିଳିଛି। ରିପୋର୍ଟ ଅନୁଯାୟୀ, ଅଧିକାରୀ ଗୋପନୀୟତା ଅଧିନିୟମ ସ୍ବତନ୍ତ୍ର କୋର୍ଟ ଇମ୍ରାନ୍‌ ଖାନଙ୍କୁ ସେପ୍ଟେମ୍ବର ୧୫ପର୍ଯ୍ୟନ୍ତ ତାଙ୍କ ପୁଅଙ୍କ ସହ…

ଅପେକ୍ଷା କରନ୍ତୁ,ଭାରତରେ ମିଶିଯିବ ପିଓକେ: କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ

ନୂଆଦିଲ୍ଲୀ,୧୨।୯: ଭାରତ ସହିତ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ମିଶ୍ରଣ କରିବାକୁ ଲୋକଙ୍କ ଦାବି ଉପରେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ପ୍ରତିକ୍ରିୟା ଦେଇଛନ୍ତି। ସେ ଲୋକଙ୍କୁ ଅପେକ୍ଷା କରିବାକୁ କହିବା ସହ ପିଓକେ ଆପେ ଆପେ ଭାରତରେ ମିଶିଯିବ ବୋଲି କହିଛନ୍ତି।…

ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ/ଓଟାଓ୍ବା,୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୫୧) ତାଙ୍କ ଏୟାରବସ ବିମାନରେ ତ୍ରୁଟି ଯୋଗୁ ଜି- ୨୦ ଶିଖର ସମ୍ମିଳନୀ ଶେଷ ହେବାପରେ ବି ନୂଆଦିଲ୍ଲୀରେ ଅଟକି ରହିଛନ୍ତି। ଜି -୨୦ ର୧୮ତମ ବୈଠକରେ ଭାଗ ନେବାକୁ ସେ ଭାରତରେ ପହଞ୍ଚିଥିଲେ।…

ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ, ପୂର୍ବତନ ସେନାମୁଖ୍ୟଙ୍କ ଦାବି

କାବୁଲ,୧୨।୯: ଆଫଗାନିସ୍ତାନର ଜଣେ ପୂର୍ବତନ କମାଣ୍ଡର ଦାବି କରିଛନ୍ତି ଯେ ତାଲିବାନକୁ ବିଭିନ୍ନ ଦଳରେ ବିଭକ୍ତ କରି ଆଫଗାନିସ୍ତାନ ପୁଣିଥରେ ଗୃହଯୁଦ୍ଧ ଆଡକୁ ଗତି କରୁଛି। ଆମେରିକାର ସୈନ୍ୟବାହିନୀ ହଠାତ୍‌ କାବୁଲ ଛାଡିବାର ଦୁଇ ବର୍ଷ ପରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ…

ଆଉ ଏକ ଜନମତ ସଂଗ୍ରହ କରିଥିବା ଘୋଷଣା କଲେ ଖଲିସ୍ତାନ ସମର୍ଥକ, ଭାରତ କହିଲା ସୃଷ୍ଟି କରାଯାଉଛି ହିଂସା

ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେରେ ଏକ ତଥାକଥିତ ଜନମତ ସଂଗ୍ରହ ଆୟୋଜନ କରିଥିଲେ। ନିଷିଦ୍ଧ ଶିଖ ଫର ଜଷ୍ଟିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri