Home Middle

କାବେରୀ ଜଳ ବିବାଦ: ସିଦ୍ଦରାମାୟା ଡାକିଲେ ଜରୁରୀକାଳୀନ ବୈଠକ…

ବେଙ୍ଗାଲୁରୁ,୧୩।୯ : କାବେରୀ ନଦୀରୁ ଜଳ ଛାଡିବା ନେଇ ବିବାଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ଏକ ସ୍ବତନ୍ତ୍ର ଜରୁରୀ ବୈଠକ ଡାକିଛନ୍ତି। ବାସ୍ତବରେ, କାବେରୀ ଜଳ ପରିଚାଳନା ପ୍ରାଧିକରଣ (ସିଡବ୍ଲୁଆରସି) ତାମିଲନାଡୁକୁ ଆସନ୍ତା ୧୫…

ରୁଷିଆ ଗସ୍ତରେ ଥାଏ ବି ଆଣବିକ ଚୁକ୍ତିକୁ ଅଣଦେଖା…

ପ୍ୟୋଙ୍ଗୟାଙ୍ଗ,୧୩।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛି। ଜାପାନର ପିଏମଓ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛି ଯେ…

ଆଜମ ଖାନଙ୍କ ଘରେ ଆୟକର ଚଢାଉ

ଲକ୍ଷ୍ନୌ,୧୩।୯: ପୂର୍ବତନ ମନ୍ତ୍ରୀ ତଥା ଏସପିର ବରିଷ୍ଠ ନେତା ଆଜମ ଖାନଙ୍କ ଘରେ ବୁଧବାର ଆୟକର ବିଭାଗ ଚଢାଉ କରିଛି। ଜୌହର ଟ୍ରଷ୍ଟରେ ହୋଇଥିବା ଅନିୟମିତତା ପାଇଁ ଆଜମ ଖାନଙ୍କ ରାମପୁର, ମେରଠ, ଗାଜିଆବାଦ, ସହାରନପୁର, ସୀତାପୁର ଏବଂ ଲକ୍ଷ୍ନୌରେ ସକାଳୁ…

ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ଶପଥ ନେବେ ଥରମାନ୍‌ ଶାନମୁଗରତ୍ନମ

ସିଙ୍ଗାପୁର,୧୩।୯: ସିଙ୍ଗାପୁରରେ ରାଷ୍ଟ୍ରପତି ନର୍ବାଚନରେ ଜିତିଥିବା ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥରମାନ୍‌ ଶାନମୁଗରତ୍ନମ ସେପ୍ଟେମ୍ବର ୧୪ ଅର୍ଥାତ୍‌ ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଥରମାନ୍‌ ଶାନମୁଗରତ୍ନମ ୭୦.୪ ପ୍ରତିଶତ ଭୋଟ ସହିତ…

ମଥୁରା ଦର୍ଶନ କରିବାକୁ ଯାଉଥିବା ବେଳେ ଅଘଟଣ, ଚାଲିଗଲା ୧୧ ଜଣଙ୍କ ଜୀବନ

ଜୟପୁର,୧୩।୯: ରାଜସ୍ଥାନର ଭରତପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତମାନଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଏହି ଦୁର୍ଘଟଣା ଏନ୍‌ଏଚ୍‌-୨୧ସ୍ଥିତ ଲଖନପୁର…

ଅନ୍ୟଙ୍କୁ ନ ଦେଖାଇ କେବଳ ନିଜେ ଅଶ୍ଳୀଳ ଭିଡ଼ିଓ ଦେଖିଲେ ଏହାକୁ କୁହା ଯିବନି ଅଶ୍ଳୀଳତା ଅପରାଧ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୨।୯ : କେରଳ ହାଇକୋର୍ଟ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ସମୟରେ ଗିରଫ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ସେ ଭିଡ଼ିଓ ଦେଖୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ ହୋଇଥିବା…

୨୦୨୩ରେ ୨୮ ଅହମ୍ମଦିଆ ଉପାସନାସ୍ଥଳରେ ହୋଇଛି ଭଙ୍ଗାରୁଜା: ପାକିସ୍ତାନ ସ୍ଥିତି ନେଇ ଜାତିସଂଘର ଚିନ୍ତା…

ଜେନେଭା,୧୨।୯ : ଚଳିତ ୨୦୨୩ ମସିହାରେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଅହମ୍ମଦିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୮ଟି ଉପାସନା ସ୍ଥଳ ଉପରେ ମୌଳବାଦୀ ଇସଲାମୀୟମାନଙ୍କ ଦ୍ୱାରା ଆକ୍ରମଣ ହୋଇଛି କିମ୍ବା ପୋଲିସ ଦ୍ୱାରା ଆଂଶିକ ଭାବେ ଭାଙ୍ଗି ଦିଆଯାଇଛି। ମଙ୍ଗଳବାର ଜାାତିସଂଘର ଏକ…

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୧୪ ରନ…

କଲେମ୍ବୋ,୧୨।୯ : ଏସିଆ କପରେ ସୁପର ଫୋରର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କାର କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା…

ଆଫଗାନିସ୍ତାନ ଜନତାଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛି ତାଲିବାନ: ଜାତିସଂଘ…

ଜେନେଭା,୧୨।୯ : ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମଙ୍ଗଳବାର କହିଛନ୍ତି ତାଲିବାନ ଆଫଗାନିସ୍ତାନର ଲୋକଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛି। ସେ କହିଛନ୍ତି ଯେ ତାଲିବାନ ଶାସନରେ ମହିଳା ଓ ବାଳିକା ଅତ୍ୟଧିକ ନିଷ୍ଠୁର ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ଜାତିସଂଘର ମାନବ…

ପ୍ରଧାନମନ୍ତ୍ରୀ ଚେହେରା ନ ଥିଲେ ବି ଇଣ୍ଡିଆ ମେଣ୍ଟ ଜିତିବ, ଆମେ ଦୌଡ଼ରେ ନାହୁଁ: ଏଏପି…

ନୂଆଦିଲ୍ଲୀ,୧୨।୯ : ଆମ ଆଦମୀ ପାର୍ଟି (ଏଏପି) ନେତା ତଥା ଏମପି ରାଘବ ଚଢ଼ା ପୁଣିଥରେ ଇଣ୍ଡିଆ ମିଳିତ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ନ୍ୟୁଜ ଏଜେନ୍ସି ସହିତ ଏକ ବାର୍ତ୍ତାଳାପରେ ରାଘବ ୧୯୭୭ ମସିହାର ରାଜନୈତିକ…

ହରିୟାଣା କଂଗ୍ରେସକୁ ଏକଜୁଟ କରିବାରେ ବ୍ୟସ୍ତ ହାଇକମାଣ୍ଡ, ସଂଗଠନ ଗଠନ ପାଇଁ ପ୍ରସ୍ତୁତି ଜାରି…

ଚଣ୍ଡିଗଡ଼,୧୨।୯ : ଗତ ସାଢ଼େ ୯ ବର୍ଷ ଧରି ହରିୟାଣାରେ କଂଗ୍ରେସ ସଂଗଠନକୁ ପୁନଃ ନିର୍ମାଣ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ଉଦ୍ୟମ କରାଯାଉଛି। ନିକଟରେ ଦଳର ଦଳର ଦାୟିତ୍ୱରେ ଥିବା ଦୀପକ ବାବରିଆ ସଂଗଠନ ଗଠନ ପାଇଁ ଜିଲାସ୍ତରର…

୭୫ ବର୍ଷ ଅବା ୮୫ ବର୍ଷ ହେଉ ଛାଡିବିନି ରାଜନୀତି: ୨୦୨୪ ନିର୍ବାଚନ ଲଢ଼ିବାକୁ ଘୋଷଣା କଲେ ଉମା…

ସାଗର,୧୨।୯ : ଭାରତୀୟ ଜନତା ପାର୍ଟି(ଭାଜପା)ର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ୨୦୨୪ମସିହାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ମତେ ୭୫ ବର୍ଷ ଅବା ୮୫ ବର୍ଷ ହେଉ ମୁଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri