Home Middle

ରମେଶ ବିଧୁରୀ-ଦାନିସ ଅଲି ବିବାଦକୁ ନେଇ ଆକ୍ସନ ମୁଡରେ ଓମ ବିର୍ଲା

ନୂଆଦିଲ୍ଲୀ,୨୮।୯: ନୂଆ ସଂସଦରେ ଅଶ୍ଳୀଳ ଭାଷାର ବ୍ୟବହାରକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମପି ରମେଶ ବିଧୁରୀ ଏବଂ ବିଏସପି ଏମପି ଦାନିସ ଅଲିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ମାମଲା ବର୍ତ୍ତମାନ ବିଶେଷାଧିକାର…

ରାଜସ୍ଥାନ-ତେଲଙ୍ଗାନା ଗସ୍ତ କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୮।୯: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ରାଜ୍ୟ ଗସ୍ତରେ ଯାଇ ପ୍ରସ୍ତୁତିର ଆକଳନ କରୁଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପ୍ରସ୍ତୁତିର ଆକଳନ ପାଇଁ ଶୁକ୍ରବାରଠାରୁ ରାଜସ୍ଥାନକୁ ତିନି ଦିନିଆ ଗସ୍ତରେ ଯିବେ। ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ…

ଅଗଷ୍ଟରେ କ୍ରେଡିଟ କାର୍ଡରେ କାରବାର ହୋଇଛି ୧.୫ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୯: ଭାରତରେ କ୍ରେଡିଟ କାର୍ଡର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସପିଂ ଠାରୁ ଆରମ୍ଭ କରି ଘର ଭଡା ଦେବା କାମ ମଧ୍ୟ କ୍ରେଡିଟ କାର୍ଡ ଦ୍ୱାରା ହୋଇପାରୁଛି। କ୍ରେଡିଟ କାର୍ଡ ମାଧ୍ୟମରେ ଲୋକମାନେ ଇଏମଆଇ ବି ଦେଉଛନ୍ତି।…

ଭାରତୀୟ ଦୂତାବାସ ଜାରି କଲା ୧୦ ଲକ୍ଷରୁ ଅଧିକ ଭିଜା, ୨୦୧୯ ତୁଳନାରେ ୨୦ ପ୍ରତିଶତରୁ ଅଧିକ ଆବେଦନ

ନୂଆଦିଲ୍ଲୀ,୨୮।୯: ଭାରତରେ ଆମେରିକାର ମିଶନ ୨୦୨୩ ରେ ୧ମିଲିୟନ ଅଣ-ପ୍ରବାସୀ ଭିଜା ଆବେଦନ ପ୍ରକ୍ରିୟାକରଣ ଲକ୍ଷ୍ୟକୁ ଅତିକ୍ରମ କରିଛି। ଆମେରିକାର ଦୂତାବାସ ଗୁରୁବାର ଘୋଷଣା କରିଛି ଯେ ଏହି ମିଶନ ୨୦୨୨ରେ ପ୍ରକ୍ରିୟାକୃତ ମୋଟ ମାମଲାକୁ ଅତିକ୍ରମ କରିସାରିଛି ଏବଂ ୨୦୧୯ରେ…

ଖୋଲାରେ ବିକ୍ରି ହେବନି ମିଠା: ଏଫଏସଏସଏଆଇ

ନୂଆଦିଲୀ,୨୮।୯: ପାର୍ବଣ ଋତୁ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅତିଥି ଓ ବନ୍ଧୁବର୍ଗଙ୍କୁ ଚର୍ଚ୍ଚା ପାଇଁ ଲୋକେ ଘରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ମିଠା ପ୍ରସ୍ତୁତ କରିବେ। ଆଉ କିଛି ବାହାର ମିଠା ପ୍ରସ୍ତୁତ ହେଉଥିବା ଦୋକାନରୁ ମିଠା କିଣିବେ। ତେବେ…

ଆମେ ଗଠନ କରିବୁ ନୂଆ ମେଣ୍ଟ: ଏଆଇଏଡିଏମକେ…

ଚେନ୍ନାଇ,୨୮।୯ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆମେ ଏକ ନୂଆ ମିଳିତ ମେଣ୍ଟ ଗଠନ କରିବୁ ବୋଲି ପାଲାନିସାମିଙ୍କ ଦଳ ଏଆଇଏଡିଏମକେ କହିଛି। ଏଥିସହ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ତାଙ୍କ ପୁଅ ଉଦୟାନିଧି ଷ୍ଟାଲିନଙ୍କ ଅନୁଯାୟୀ ଭାରତୀୟ…

ଆଗକୁ ଦୀପାବଳି: ପୁଣି ଶସ୍ତା ହେଲା ସୁନା, ରୁପା

ନୂଆଦିଲ୍ଲୀ,୨୮।୯: ଯଦି ଆପଣ ସୁନା ଓ ରୁପା ଶସ୍ତା ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ବଡ ଖବର ଆସିଛି। ସୁନା ଓ ରୁପା ଦର ହ୍ରାସ ପାଇଛି। ପାର୍ବଣକୁ ନେଇ ଗତ ଦୁଇ ମାସ ମଧ୍ୟରେ ସୁନା ଦରରେ ୨୪୦୦ଟଙ୍କା ହ୍ରାସ…

ପ୍ରଧାନମନ୍ତ୍ରୀ-ଶାହା ବିଧାନସଭା ନିର୍ବାଚନ ଲଢ଼ିଲେ ବି ଗଡ଼ ବଞ୍ଚାଇବା ହେବ କଷ୍ଟକର: କଂଗ୍ରେସ…

ଭୋପାଳ,୨୮।୯ : କଂଗ୍ରେସର ଜନ ଆକ୍ରୋଶ ଯାତ୍ରା ମଧ୍ୟପ୍ରଦେଶର ଟିକମଗଡରେ ପହଞ୍ଚିଛି। ସହରର ଅନେକ ସ୍ଥାନରେ କଂଗ୍ରେସ କର୍ମୀମାନେ ଯାତ୍ରାର ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଯାଦବଙ୍କୁ ସ୍ବାଗତ କରିଛନ୍ତି। ସହର ଭ୍ରମଣ ପରେ ଗାନ୍ଧୀ ଛକରେ ଏକ…

ୟୁକ୍ରେନଙ୍କୁ ସାହାଯ୍ୟ ଦେବା ସପକ୍ଷରେ ନୁହେଁ ରାମସ୍ବାମୀ

ଓ୍ବାଶିଂଟନ,୨୮।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ଏବେ ଆଲୋଚକଙ୍କ ଟାର୍ଗେଟକୁ ଆସିଯାଇଛନ୍ତି। ଯେତେବେଳେ ସେ ରିପବ୍ଲିକାନ ପାର୍ଟି ବିତର୍କ ସମୟରେ କହିଥିଲେ ଯେ ସେ ୟୁକ୍ରେନକୁ ଆର୍ଥିକ ସହାୟତା ଦେବା ବିରୁଦ୍ଧରେ ଅଛନ୍ତି ଏବଂ ରୁଷିଆ ବିରୋଧରେ ଯୁଦ୍ଧରେ ସେ…

ପୁଣି ବଢିବ ଅଡୁଆ: ଲାଲୁଙ୍କ ବିରୋଧରେ ଦେଓଘର ଟ୍ରେଜେରୀ ମାମଲାରେ ସିବିଆଇର ନୂଆ ତଥ୍ୟ

ରାଞ୍ଚି,୨୮।୯: ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ପୁଣି ବଢିବାରେ ଲାଗିଛି। ଦେବଘର ଟ୍ରେଜେରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦଙ୍କ ଦଣ୍ଡ ବୃଦ୍ଧି ଦାବିରେ ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ଚାଲିଛି। ସିବିଆଇ ଦ୍ୱାରା ଦାଖଲ…

ଆମେରକା ସାଂସଦ ଇଲହାନଙ୍କ ଭାରତ ବିରୋଧୀ ମନ୍ତବ୍ୟ ଉପରେ କଡା ଜବାବ ଦେଲେ ପ୍ରିୟଙ୍କା ଚର୍ତୁବେଦୀ

ନୂଆଦିଲୀ,୨୮।୯: ଆମେରିକାର କଂଗ୍ରେସ ସାଂସଦ ଇଲହାନ ଓମାର ବିଭିନ୍ନ ପ୍ରସଙ୍ଗରେ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା। ବର୍ତ୍ତମାନ ସେ ଭାରତ-କାନାଡା ବିବାଦ ଉପରେ ମନ୍ତବ୍ୟ ରଖିଛନ୍ତି। ଶିଖ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ତଦନ୍ତ ପାଇଁ…

ରୁଷିଆର ୩୪ ଡ୍ରୋନ୍‌ ନଷ୍ଟ କଲା ୟୁକ୍ରେନ

କିଭ୍‌,୨୮ା୯: ୟୁକ୍ରେନର ବାୟୁସେନା ରୁଷିଆର ୪୪ ଡ୍ରୋନ୍‌ ମଧ୍ୟରୁ ୩୪ ଡ୍ରୋନ୍‌ ନଷ୍ଟ କରିଦେଇଥିବା ଗୁରୁବାର କହିଛି। ତେବେ ଆଞ୍ଚଳିକ ଅଧିକାରୀ କହିଛନ୍ତି, ଏହି ଆକ୍ରମଣରେ ମେହି ମୃତାହତ ହୋଇନାହାନ୍ତି। ଏହି ଆକ୍ରମଣକୁ ରୋକିବା ପାଇଁ ଯୁଦ୍ଧ ବିମାନ, ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?