ଏସିଆ କପ ଫାଇନାଲ ମ୍ୟାଚ ଉପରେ ବର୍ଷା ସଙ୍କଟ…
କଲମ୍ବୋ,୧୩।୯ : ଏସିଆ କପ ୨୦୨୩ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ମ୍ୟାଚଗୁଡିକରେ ବର୍ଷା ଯୋଗୁ ଅନେକ ବ୍ୟାଘାତ ଘଟିଛି। ୧୭ ସେପ୍ଟମ୍ବରରେ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ଦଳ…
ନିପା ଭାଇରସ: କେରଳରେ ଆଉ ଦୁଇ ଆକ୍ରନ୍ତ
ଥିରୁଭାନନ୍ତପୁରମ୍,୧୩।୯: କେରଳର କୋଜିକୋଡେ ଜିଲାରେ ନିପା ଭାଇରସରେ ଦୁଇ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ନଅ ବର୍ଷର ଶିଶୁ ସମେତ ଆଉ ଦୁଇଜଣ ଲୋକ ଏଥିରେ ଆକ୍ରନ୍ତ ହୋଇଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏହି ସୂଚନା ଦେଇଛନ୍ତି। ଏହି ଘଟଣାର…
ସମ୍ପତ୍ତି କାଗଜ ପତ୍ର ଫେରାଇବାରେ ବ୍ୟାଙ୍କ ବିଳମ୍ବ କଲେ ଦେବାକୁ ପଡ଼ିବ କ୍ଷତିପୂରଣ: ଦିନକୁ ୫ ହଜାର,ଆରବିଆଇ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୩।୯ : ସମ୍ପତ୍ତି ପାଇଁ ଲୋନ ମାମଲାରେ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ସପକ୍ଷରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ, ଯଦି ବ୍ୟାଙ୍କ, ଏନବିଏଫସି କିମ୍ବା ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ଲୋନ ପରିଶୋଧ କରିବା ପରେ ସମ୍ପତ୍ତି ଡକ୍ୟୁମେଣ୍ଟ ଫେରସ୍ତ କରିବାରେ…
ପାକିସ୍ତାନ-ବାଂଲାଦେଶ-ଆଫଗାନିସ୍ତାନର ୧୦୮ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ…
ଅହମଦାବାଦ,୧୩।୯ : ପଡୋଶୀ ଦେଶ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶରେ ଧାର୍ମିକ ର୍ନିଯାତନାର ଶିକାର ହେବା ପରେ ଭାରତ ପଳାଇ ଆସିଥିବା ୧୦୮ ହିନ୍ଦୁଙ୍କୁ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ହର୍ଷ ସାଙ୍ଗଭୀ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି। ଅହମଦାବାଦ ଜିଲା ପ୍ରଶାସନ…
ଦିଲ୍ଲୀରେ କୃତ୍ରିମ ବର୍ଷା କରିବ ଆଇଆଇଟି କାନପୁର, ଶୀତକାଳୀନ କାର୍ଯ୍ୟ ଯୋଜନା ନେଇ ପ୍ରସ୍ତୁତି..
ନୂଆଦିଲ୍ଲୀ,୧୩।୯ : ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ଏବଂ ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଆଇଆଇଟି କାନପୁରର ବିଶେଷଜ୍ଞମାନେ କୃତ୍ରିମ ବର୍ଷା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଚିବାଳୟରେ ଏହି ବିଷୟରେ ଏକ ଉପସ୍ଥାପନା କରାଯାଇଥିଲା। ଏହା ଦର୍ଶାଯାଇଥିଲା…
ଚିତ୍ରାଲରେ ଆର୍ମି ମୁଖ୍ୟାଳୟକୁ ଦଖଲ କଲା ଟିଟିପି
ଇସଲାମବାଦ,୧୩।୮: ଗତ ସପ୍ତାହରେ ତେହେରିକ-ଇ-ତାଲିବାନ-ପାକିସ୍ତାନ (ଟିଟିପି) ଚିତ୍ରାଲର କିଛି ଗାଁକୁ ଦଖଲ କରିବା ପରେ ପାସ୍ତୁନଖ୍ବାରେ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଅନୁଯାୟୀ, ଟିଟିପି ଚିତ୍ରାଲର ଆର୍ମି ମୁଖ୍ୟାଳୟକୁ ଦଖଲ କରିଛି। ତେବେ…
ଶିନ୍ଦେ ମୋ ପାଖକୁ ଆସିଲେ ଭାଙ୍ଗିବି ଅନଶନ: ମନୋଜ ଜାରଙ୍ଗେ…
ମୁମ୍ବାଇ,୧୩।୯ : ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜାରଙ୍ଗେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନିକଟରେ ଅନଶନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଶିନ୍ଦେ ଆସି ତାଙ୍କୁ ଭେଟିବା ପରେ ହିଁ ସେ ଅନଶନ ଭାଙ୍ଗିବେ। ମଙ୍ଗଳବାର ଦିନ…
ହନୋଇର ୯ ମହଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବହୁ ମୃତ…
ହନୋଇ,୧୩।୯ : ମଙ୍ଗଳବାର ରାତିରେ ଭିଏତନାମର ରାଜଧାନୀ ହନୋଇର ଏକ ନଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ୫୦ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।…
ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ ହେବ…
ନୂଆଦିଲ୍ଲୀ,୧୩।୯ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ରାଜ ଭବନରୁ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିବେ। ‘ଆୟୁଷ୍ମାନ ଭବ’ ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଦେଶର ପ୍ରତ୍ୟେକ…
୨୩ ସେପ୍ଟେମ୍ବରରେ କାଶୀ ଯିବେ ପ୍ରଧାନମନ୍ତ୍ରୀ, ୧୦୦୦ କୋଟି ପ୍ରକଳ୍ପର ଦେବେ ଉପହାର
ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୩ରେ କାଶୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କାଶୀକୁ ଏକ ବଡ଼ ଉପହାର ଦେବେ। ବାରାଣାସୀ କମିଶନର ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି କାଶୀରେ ପ୍ରାୟ ୩ ଘଣ୍ଟା…
ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ଆଗ୍ରହୀ ୟୁକ୍ରେନ: ପୁଟିନ୍
ମସ୍କୋ,୧୩।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ୍ଙ୍କ ସହିତ ସାକ୍ଷାତ କରିବାର କିଛି ଘଣ୍ଟା ପୂର୍ବରୁ ଏକ ବଡ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ପୁଟିନ କହିଛନ୍ତି, ଆମେରିକା ଏବଂ ବ୍ରିଟେନ ଆଣବିକ ଅସ୍ତ୍ର ଦ୍ୱାରା…
ମଣିପୁରରେ ହିଂସାକୁ ରୋକିବା ପାଇଁ ୩୫୬ ଏକ ପ୍ରଭାବଶାଳୀ ଉପାୟ ହୋଇପାରେ, ରାଜନୈତିକ ମହଲରେ ଚର୍ଚ୍ଚା…
ଇମ୍ଫାଲ,୧୩।୯ : ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମ ନେଉ ନାହିଁ। ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ଦାବି କରିଛନ୍ତି ହତ୍ୟା ଆଉ ଘଟୁନାହିଁ, କିନ୍ତୁ ସମୟକ୍ରମେ ଏଭଳି ଘଟଣା ଜାରି ରହିଛି। ମଙ୍ଗଳବାର…
Archives


