Home Middle

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାଜପାର ‘ମାଷ୍ଟର ପ୍ଲାନ’ ପ୍ରସ୍ତୁତ, ଏହି ଫର୍ମୁଲାରେ ବଛାଯିବେ ନେତା

ନୂଆଦିଲ୍ଲୀ,୨୯।୯: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟ (ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ) ରେ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବରରେ ଯେକୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। ସେପଟେ ଗୁରୁବାର ରାତିରେ ଭାଜପାର ବରିଷ୍ଠ ନେତାମାନେ ଏକ…

କର୍ନାଟକରେ ସ୍କୁଲ-କଲେଜ ବନ୍ଦ, ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ

ବେଙ୍ଗାଲୁରୁ,୨୯।୯: କାବେରୀ ଜଳ ବିବାଦକୁ ନେଇ କର୍ନାଟକ ଏବଂ ତାମିଲନାଡୁ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥି ସହିତ ଶୁକ୍ରବାର ଅନେକ ସଂଗଠନ କର୍ନାଟକରେ ଏକ ବନ୍ଦ ଡାକରା ଦେଇଛନ୍ତ, ଯେଉଁଥିରେ ବିଭିନ୍ନ ସଂଗଠନ ରାସ୍ତାରେ ବିରୋଧ କରୁଛନ୍ତି।…

ଦେଶରେ ଆଫଗାନ ଦୂତାବାସର ପରିଚାଳନା ବନ୍ଦ

ନୂଆଦିଲ୍ଲୀ,୨୯।୯: ଭାରତରେ ଥିବା ଆଫଗାନିସ୍ତାନ ଦୂତାବାସ ଏହାର କାର୍ଯ୍ୟ ବନ୍ଦ କରିବାକୁ ଏକ ଚିଠି ଜାରି କରିଥିବା ଜଣାଯାଇଛି ଏବଂ ଏହାର ସତ୍ୟତା ଉପରେ ନୂଆଦିଲ୍ଲୀ ଅନୁସନ୍ଧାନ କରୁଛି। ଏହି ସୂଚନା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ନ୍ୟୁଜ ଏଜେନ୍ସି ପିଟିଆଇ…

ହିନ୍ଦୁଙ୍କ ବିରୋଧରେ ବଢୁଥିବା ଘୃଣାକୁ ନେଇ ଉଦବେଗ ପ୍ରକାଶ କଲେ ଭାରତୀୟ-ଆମେରିକୀୟ

ଓ୍ବାଶିଂଟନ,୨୯।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଅଭିଯୋଗ କରିବା ପରେ ବିବାଦ ବଢିବାରେ ଲାଗିଛି। ହିନ୍ଦୁମାନଙ୍କୁ କ୍ରମାଗତ ଭାବରେ କାନାଡାରେ ଧମକ ଦିଆଯାଉଛି। ଏଭଳି ପରିସ୍ଥିତିରେ ଭାରତୀୟ-ଆମେରିକୀୟ ଗୋଷ୍ଠୀ କାନାଡାରେ ହିନ୍ଦୁମାନଙ୍କ ପ୍ରତି ବଢୁଥିବା ଘୃଣାର ଘଟଣାକୁ ନିନ୍ଦା…

୧୧ ୟୁକ୍ରେନ ଡ୍ରୋନ୍‌ ଖସାଇଲା ରୁଷିଆ

ମସ୍କୋ,୨୯ା୯: ରୁଷିଆ- ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଥମିବାର ନାଁ ନେଉନି। ପରସ୍ପର ପରସ୍ପର ପ୍ରତି ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଗୁରୁବାର ଦିନରେ ୟୁକ୍ରେନ ରୁଷିଆର ୩୪ଟି ଡ୍ରୋନ୍‌ ନଷ୍ଟ କରିଥିବା ବେଳେ…

ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହେବେ କି ବସୁନ୍ଧରା

ଜୟପୁର,୨୯।୯: ରାଜସ୍ଥାନରେ ଚଳିତ ବର୍ଷ ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏବେ ଏହାକୁ ନେଇ ସାରା ରାଜ୍ୟରେ ରାଜନୀତି ହୋଇଛି ସରଗରମ।ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ପୂର୍ବତନ ଭାଜପା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ…

ଲାଇଭ୍‌ ଶୋ’ରେ ବିଧା, ଗୋଇଠା ମରାମରି, ଭିଡିଓ ଦେଖିଲେ…

ଇସଲାମାବାଦ,୨୯ା୯: ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌ଏନ୍‌)ର ଜଣେ ନେତା ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ସହ ଜଡ଼ିତ ଜଣେ ବିଶିଷ୍ଟ ବ୍ୟକ୍ତି ଲାଇଭ୍‌ ଶୋ’ରେ ଧକ୍କା ଦେବା ପରେ ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲର ଏକ ଟିଭି ଷ୍ଟୁଡିଓ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା।…

୪୨% ପିଲା ଦିନକୁ ୪ ଘଣ୍ଟା ମୋବାଇଲରେ ବ୍ୟସ୍ତ

ନୂଆଦିଲ୍ଲୀ,୨୯ା୯ (ପି.ଟି.):୧୨ ବର୍ଷରୁ କମ୍‌ ଅନୂ୍ୟନ ୪୨ ପ୍ରତିଶତ ପିଲା ଦୈନିକ ୨ରୁ ୪ ଘଣ୍ଟା ସେମାନଙ୍କ ସ୍ମାର୍ଟ୍‌ଫୋନ୍‌ କିମ୍ବା ଟାବ୍‌ଲେଟ୍‌ରେ ବ୍ୟସ୍ତ ରହୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅଧିକ ବୟସର ପିଲାମାନେ ଦିନକୁ ୪୭ ପ୍ରତିଶତ ସମୟ ସ୍ମାର୍ଟ୍‌ଫୋନ୍‌, ଟାବ୍‌ଲେଟ୍‌ରେ…

୧୫ ଜିଲାକୁ ଭୂମିକମ୍ପ ବିପଦ

ଭୁବନେଶ୍ୱର,୨୯ା୯(ଅନିଲ ଦାସ):ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। କେନ୍ଦ୍ର ସରକାରଙ୍କ ଗୃହ ଓ…

ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷରଙ୍କ ସ୍ଥାନରେ ସାମିଲ ହେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୮।୯: ଭାରତୀୟ ଦଳ ପରିଚାଳନା ଏବଂ ବିସିସିଆଇ ବିଶ୍ୱକପ୍‌ ପାଇଁ ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଏସିଆ କପ୍‌ ସମୟରେ ଅକ୍ଷର ଆହତ ହୋଇଥିଲେ।…

୨ ଭାଜପା ବିଧାୟକ ବିଧାନସଭାରୁ ସସ୍‌ପେଣ୍ଡ

ଭୁବନେଶ୍ୱର,୨୮।୯(ସୁନିତ୍‌ ମିଶ୍ର): ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବିଧାନସଭା ଅଧିବେଶନରେ ଗୃହର ମଧ୍ୟଭାଗକୁ ଚାଲିଆସି ଭାଜପା…

ଯଦି ଏଥର ଯାଞ୍ଚରେ କିଛି ନ ମିଳିଲା, ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮।୯: ବାସଭବନ ନବୀକରଣ ମାମଲାରେ ସିବିଆଇ ତଦନ୍ତକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ଯଦି ଏଥର କିଛି ତଦନ୍ତରେ ନ ମିଳେ ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?