Home Middle

ଏଏପିର ଘୋଷଣା: ମଧ୍ୟପ୍ରଦେଶରେ ୨୩୦ ଆସନରେ ଲଢ଼ିବ ନିର୍ବାଚନ…

ଭୋପାଳ,୨୪।୭ : ଆମ ଆଦମୀ ପାର୍ଟି (ଏଏପି)ର ମଧ୍ୟପ୍ରଦେଶ ୟୁନିଟ କହିଛି ଚଳିତ ବର୍ଷ ଶେଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ସମସ୍ତ ୨୩୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ…

ଆମ୍ବେଡ଼କରଙ୍କ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୪।୭ : ମଧ୍ୟପ୍ରଦେଶରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବ। ଏହାପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଛତ୍ରପୁରରେ ମାନବ ମଳ ଦଲିତଙ୍କୁ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ଏହା ଉପରେ କଂଗ୍ରେସ ରାଷ୍ଟ୍ରୀୟ…

ଜ୍ଞାନବ୍ୟାପୀରେ ଜାରି ରହିବ ସର୍ଭେ, ଖନନ ଉପରେ ଦୁଇ ସପ୍ତାହର ରୋକ

ବାରାଣସୀ,୨୪।୭: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ସର୍ଭେକୁ ନେଇ ସୁପ୍ରିମକୋର୍ଟ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଏହାସହ ୨ ସପ୍ତାହ ପର୍ଯ୍ୟନ୍ତ ମସଜିଦ ପରିସରରେ କୌଣସି ପ୍ରକାର ଖନନ କରିବାକୁ ମନା କରି ଦିଆଯାଇଛି। ଦିନ ୨ଟାରେ ପୁଣିଥରେ ମାମଲାର ଶୁଣାଣି…

ଭାରତରୁ ଚାଉଳ ରପ୍ତାନି ବନ୍ଦ ନେଇ ଅସୁବିଧାରେ ଆମେରିକା…

ନୂଆଦିଲ୍ଲୀ,୨୪।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତି ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ ଋତୁରେ…

ଓଭଲ ଅଫିସରେ ବାଇଡେନ-ମୋଦିଙ୍କ ଗୁପ୍ତ ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ଚାଇନା

ଓ୍ବାଶିଂଟନ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଗତ ମାସରେ ହୋଇଥିବା ଗୁପ୍ତ ବୈଠକକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି କି ଓଭଲ କାର୍ଯ୍ୟାଳୟରେ ଉଭୟ…

ଲାଲ ଡାଏରୀ ସୁରକ୍ଷିତ ରଖି ନ ଥିଲେ ଗେହଲଟ ଯାଇଥାନ୍ତେ ଜେଲ: ରାଜେନ୍ଦ୍ର…

ଜୟପୁର,୨୪।୭ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ସମାଲୋଚନା ଜୋରଦାର କରି ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଧ କହିଛନ୍ତି ଯଦି ସେ ଦଳରେ ନ ଥାନ୍ତେ ତେବେ ଗେହଲଟ ଜେଲରେ ଥାଆନ୍ତେ। କିନ୍ତୁ ତାଙ୍କୁ ବହିଷ୍କାର କରାଯିବା ପୂର୍ବରୁ ତାଙ୍କୁ…

୫୦ ଦିନରେ ୨୧ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୨୪।୭ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ମୁକାବିଲା ବୃଦ୍ଧି ପାଇଛି। ନିକଟରେ ଦୁଇ ଦିନ ମଧ୍ୟରେ ସେନା ପୁଞ୍ଚ ଜିଲ୍ଲାରେ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଏକ ରିପୋର୍ଟ…

୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯାଇଛି ଟିକା: ଡବ୍ଲୁଏଚଓ-ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୨୪।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ୟୁନିସେଫ ରିପୋର୍ଟରୁ ଜଣାପଡିଛି ଭାରତରେ ୪୦ ଲକ୍ଷରୁ ଅଧିକ ପିଲାଙ୍କୁ କରୋନା ମହାମାରୀ ପରେ ଟିକା ଦିଅଯାଇଛି। କରୋନା ମହାମାରୀ ସମୟରେ ବିଶ୍ୱର ଟିକାକରଣ ସେବା ହ୍ରାସ ପରେ ପୁଣି ଥରେ…

ତାଲିବାନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତିରେ ଆମେରିକା ସାଜିଛି ପ୍ରତିବନ୍ଧକ…

କାବୁଲ,୨୪।୭ : ତାଲିବାନ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମୁଲ୍ଲା ମହମ୍ମଦ ୟାକୁବ ମୁଜାହିଦଙ୍କୁ ନିଯୁକ୍ତ କରିଛି। ଆମେରିକାକୁ ଟାର୍ଗେଟ କରି ସେ କହିଛନ୍ତି ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତି ପାଇଁ ଆମେରିକା ଏକ ପ୍ରତିବନ୍ଧକ ସାଜିଛି। ଏକ ରିପୋର୍ଟ…

ମଝି ସମୁଦ୍ରରେ ଡଙ୍ଗାବୁଡ଼ି: ୧୫ ମୃତ, ୧୯ ନିଖୋଜ…

ଜାକର୍ତ୍ତା,୨୪।୭ : ରବିବାର-ସୋମବାର ମଧ୍ୟରାତ୍ରିରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ମଝି ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯାଇଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୧୯ ଜଣ ନିଖୋଜ ଅଛନ୍ତି। ଜାତୀୟ ସନ୍ଧାନ ଏବଂ ଉଦ୍ଧାରକାରୀ ସଂସ୍ଥା ଏହି…

୩ ବର୍ଷ ପରେ ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ ଚାଇନା…

ବେଜିଂ,୨୪।୭ : ଚାଇନା ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବାକୁ ଯାଉଛି। ବୁଧବାର ଠାରୁ ସିଙ୍ଗାପୁର ଏବଂ ବ୍ରୁନେଇର ନାଗରିକଙ୍କ ପାଇଁ ଚାଇନା ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ। ଉଭୟ ଦେଶର ନାଗରିକମାନେ…

ସ୍ପେନ୍‌ ନିର୍ବାଚନ: ଦକ୍ଷିଣପନ୍ଥୀ ପପୁଲାର ପାର୍ଟି ବିଜୟୀ, ବହୁମତ ନ ଥିବାରୁ ସରକାର ଗଠନ କରିବା କଷ୍ଟକର…

ମାଦ୍ରିଦ,୨୪।୭ : ସ୍ପେନର ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣନା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ସହିତ ଡଦକ୍ଷିଣପନ୍ଥୀ ପପୁଲାର ପାର୍ଟି (ପିପି) ନିର୍ବାଚନରେ ଜିତିଛି । ସ୍ପେନ ଭାଷା ଦୈନିକ ଖବରକାଗଜ ଏଲ ପଏସ ଅନୁଯାୟୀ, ଅନିଶ୍ଚିତ ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri