Home Middle

କିମ୍‌ଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା

ମସ୍କୋ/ସିଓଲ,୧୪ା୯: ୧୯୫୦-୫୩ର କୋରୀୟ ଯୁଦ୍ଧ ବେଳେ ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆ ଆକ୍ରମଣ କରିଥିଲା। ସେହି ସମୟରେ ସୋଭିଏଟ୍‌ ସଂଘ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇଦେଇଥିଲା। ସେବେଠୁ ଅନେକ ଦଶନ୍ଧି ଧରି ସୋଭିଏଟ୍‌ର ଅର୍ଥନୀତି ଉପରେ ଉତ୍ତର…

ଆସନ ବୁଝାମଣା: ଶୀଘ୍ର ନିଷ୍ପତ୍ତି ନେବ ଇଣ୍ଡିଆ

ନୂଆଦିଲ୍ଲୀ,୧୪ା୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ପ୍ରଥମ ରଣନୀତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ…

‘ଜି-୨୦ ଘୋଷଣାପତ୍ର ମୋଦିଙ୍କ ନିପୁଣତା’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୩ା୯: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ୍‌ ଫ୍ରାନ୍ସିସ ଭାରତକୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଜାରି ହୋଇଥିବା ମିଳିତ ବିବୃତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳର କୂଟନୈତିକ ଦକ୍ଷତା ଏବଂ ଚତୁରତାର…

୧ ଲକ୍ଷ ବିଦେଶୀ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଛି ଭାରତ

ନୂଆଦିଲ୍ଲୀ,୧୩ା୯: ସୁଲଭ ତଥା ଉତ୍ତମ ଶିକ୍ଷା ସହିତ ୧ ଲକ୍ଷ ବିଦେଶୀ ଛାତ୍ରଙ୍କୁ ସଂଯୋଗ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଗୁଣାତ୍ମକ ଶିକ୍ଷା ସହିତ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ କେବଳ ସେମାନଙ୍କ ଛାତ୍ରମାନଙ୍କୁ ବିଦେଶକୁ ଯିବା ବନ୍ଦ କରିବେ ନାହିଁ ବରଂ…

ଜି-୨୦ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୩।୯: ଜି-୨୦ ଶିଖର ସମ୍ମିଳନୀର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ପହଞ୍ଚିଛନ୍ତି। ମୁଖ୍ୟାଳୟ ବାହାରେ ଭାଜପା କର୍ମୀ ମୋଦିଙ୍କ ଗାଡି ଉପରକୁ ଫୁଲ ପକାଇ ସ୍ବାଗତ କରିଥିଲେ। ଦଳର ସଭାପତି…

ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ପୋଲିସ, ୨ ଯବାନ ଶହୀଦ

ନୂଆଦିଲ୍ଲୀ,୧୩।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ କର୍ନେଲ ମନପ୍ରୀତ ସିଂ, ମେଜର ଆଶିଷ, ଜମ୍ମୁ କଶ୍ମୀର ପୋଲିସର ଡିଏସପି ହୁମାୟୁଂ ଭଟ୍ଟ ଶହୀଦ…

ଜି-୨୦ ବୁକଲେଟ୍‌ରେ ସମ୍ରାଟ ଆକବରଙ୍କ ପ୍ରଶଂସା! କପିଲ ସିବଲଙ୍କ କଟାକ୍ଷ, ଅସଲି ମନ କି ବାତ କୁହନ୍ତୁ ସରକାର…

ନୂଆଦିଲ୍ଲୀ,୧୩।୯: ଜି-୨୦ ବୁକଲେଟ୍‌ରେ ମୋଗଲ ସମ୍ରାଟ ଆକବରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଏପ୍ରସଙ୍ଗରେ ରାଜ୍ୟସଭା ସାଂସଦ କପିଲ ସିବଲ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୁସ୍ତକର ନାଁ ରହିଛି ଭାରତ: ଦି ମଦର ଅଫ ଡେମୋକ୍ରାସି। ଏହି ୩୮ ପୃଷ୍ଠା…

ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ

ଭୁବନେଶ୍ୱର,୧୩ା୯(ଅସମାପିକା ସାହୁ): ଯାଜପୁର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ଯଯାତି କେଶରୀଙ୍କ ନାମରେ ନାମିତ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ…

କାର୍‌ରେ ୬ଟି ଏୟାର ବ୍ୟାଗ୍‌ ରହିବା ଆବଶ୍ୟକ ନୁହେଁ

ନୂଆଦିଲ୍ଲୀ, ୧୩।୯: କାର୍‌ରେ ଏୟାରବ୍ୟାଗ, ନିରାପତ୍ତାର ସଙ୍କେତ। କାରରେ ଯେତେ ଅଧିକ ଏୟାରବ୍ୟାଗ ରହିବ ଯାତ୍ରୀ ସେତିକି ସୁରକ୍ଷିତ ରହିବେ। କିନ୍ତୁ ମାର୍କେଟରେ ଏୟାରବ୍ୟାଗ ବୃଦ୍ଧି ସହିତ କାରର ମୂଲ୍ୟ ମଧ୍ୟ ବଢିଥାଏ। ବର୍ତ୍ତମାନ କାର୍‌ରେ ୬ଟି ଏୟାରବ୍ୟାଗ ରହିବା ବ୍ୟବସ୍ଥା…

ଅକ୍ଟୋବରରେ କ୍ରିକେଟ ମ୍ୟାଚ ଖେଳିବା ପାଇଁ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ ଦଳ ଯିବେ ପାକିସ୍ତାନ, ମିଳିଲା ନିମନ୍ତ୍ରଣ…

ନୂଆଦିଲ୍ଲୀ,୧୩।୯ : ଯଦିଓ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ରାଜନୈତିକ ସମ୍ପର୍କ ଭଲ ହୋଇ ନ ପାରେ, ତେବେ ସୀମାର ଅପର ପାର୍ଶ୍ୱରେ ରହୁଥିବା ଲୋକମାନେ ଦୁଇ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ ଖେଳିବାକୁ ଭଲ ପାଆନ୍ତି। ଉଭୟ ଦେଶରେ ରହୁଥିବା…

ମେକ୍ସିକୋର ସଂସଦରେ ପ୍ରଦର୍ଶିତ ହେଲା ଏଲିଅନଙ୍କ ମମି, ୧୦୦୦ବର୍ଷ ପୁରୁଣା ମମିର ହାତରେ ରହିଛି ୩ଟି ଆଙ୍ଗଠି

ମେକ୍ସିକୋ,୧୩।୯: ଲାଟିନ ଆମେରିକୀୟ ଦେଶ ମେକ୍ସିକୋର ସଂସଦରେ ଅସାଧାରଣ ଓ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ମେକ୍ସିକୋ ସଂସଦ ଭିତରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁଇଟି ଏଲିଅନଙ୍କ ମୃତଦେହ ପ୍ରଦର୍ଶିତ ହୋଇଛି। ଏହି ମୃତହେଦଗୁଡିକ ସଂସଦରେ ୟୁଏଫଓ…

ଆଇଏସଆଇ ନଜରରେ ହିଜବୁଲ ମୁଖ୍ୟ ସଲାହୁଦ୍ଦିନ, ମିଳୁଛି ହତ୍ୟା ଧମକ…

ଇସଲାମାବାଦ,୧୩।୯ : ପାକିସ୍ତାନ ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଉପରେ ଭାରତ ସରକାରଙ୍କ ଧାରା ୩୭୦ ରଦ୍ଦ ହେବା ପରେ କଶ୍ମୀରରେ ଅନୁକୂଳ ଫଳାଫଳ ଦେଇ ନ ଥିବାରୁ କ୍ରୋଧିତ ହୋଇଛି। ହିଜବୁଲ ସୂତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri