Home Middle

ବିଶ୍ୱକପରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ…

ଲକ୍ଷ୍ନୌ,୧୬।୧୦: ବିଶ୍ୱକପ ୨୦୨୩ର ୧୪ତମ ମ୍ୟାଚରେ ୫ ଥର ବିଶ୍ୱକପ ଚାମ୍ପିୟନ ଅଷ୍ଟ୍ରେଲିଆ ୧୯୯୬ ବିଜେତା ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ଟସ୍‌ ଜିତି ଶ୍ରୀଲଙ୍କା ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୩.୩…

ପ୍ରତିଶ୍ରୁତି ସତ୍ତ୍ୱେ ଜଳ ଯୋଗାଣ ଆରମ୍ଭ କରିନାହିଁ ଇସ୍ରାଏଲ, ପାଣି ବୁନ୍ଦିଏ ପାଇଁ ଲୋକେ ଝଟପଟ

ଜେରୁଜେଲମ,୧୬।୧୦: ଗାଜା ଷ୍ଟ୍ରିପ ବର୍ତ୍ତମାନ ମୌଳିକ ସୁବିଧା ପାଇଁ ଝଟପଟ ହେଉଛି। ଇସ୍ରାଏଲ ଗାଜାବାସୀଙ୍କୁ ବିଦ୍ୟୁତ୍‌ ସମେତ ଜଳ ସୁବିଧାରୁ ବଞ୍ଚିତ କରିଛି। ଏହି ସମୟରେ ହମାସ ସୋମବାର କହିଛି ଯେ, ପ୍ରତିଶ୍ରୁତି ସତ୍ତ୍ୱେ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ଜଳ ଯୋଗାଣ…

ଅଷ୍ଟ୍ରେଲିଆ ଆଗରେ ୨୧୦ ରନ୍‌ର ଟାର୍ଗେଟ୍‌

ଲକ୍ଷ୍ନୌ,୧୬।୧୦: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ସୋମବାର ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ବକପର ୧୪ତମ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦୯ରେ ସୀମିତ ରହିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ…

ଫୋନରେ ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ନୁହେଁ ଅପରାଧ: ହାଇକୋର୍ଟ…

ଏର୍ନାକୁଲମ,୧୬।୧୦ : କେରଳ ହାଇକୋର୍ଟ ଜଣେ ୫୧ ବର୍ଷ ବୟସ୍କା ମହିଳାଙ୍କ ବିରୋଧରେ ଫୋନ ଯୋଗେ ଦୁର୍ବ୍ୟବହାର କରିଥିବା ଅଭିଯୋଗର ଶୁଣାଣି କରି କହିଛନ୍ତି ଏହି କାର୍ଯ୍ୟ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୨୯୪(ବି) ଅନୁଯାୟୀ ଅଶ୍ଳୀଳ ଅପରାଧ…

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ୍‌ ହେଲା କ୍ରିକେଟ୍‌

ନୂଆଦିଲ୍ଲୀ,୧୬।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ରିକେଟ୍‌। କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର କାର୍ଯ୍ୟର୍ନିବାହୀ ଅଧିକାରୀ ଅନୁମୋଦନ କରିଛନ୍ତି। ଆଇଓସି ସଭାପତି ଥୋମାସ…

୧୯୭୪ ରୁ ୧୯୯୮ ପର୍ଯ୍ୟନ୍ତ ଭାରତ କାହିଁକି କରିପାରି ନ ଥିଲା ଆଣବିକ ପରୀକ୍ଷଣ? କମଲ ନାଥଙ୍କ ଦ୍ୱାରା ସୂଚନା ଲିକ୍‌: ଉଇକିଲିକ୍ସ ରିପୋର୍ଟ…

ଭୋପାଳ,୧୬।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି, ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପରସ୍ପରକୁ ଦୋଷାରୋପ କରିବା ଏବଂ ବିରୋଧ କରିବା ପ୍ରକ୍ରିୟା ଜାରି ରହିଛି। ଏହି ସମୟରେ ୪ ମାସର…

କେସିଆର ପରିବାରଙ୍କ ଦୁର୍ନୀତି ଚର୍ଚ୍ଚା ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି: ରାଜନାଥ…

ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଭାଜପା ବିଧାୟକ ଏତାଲା ରାଜେନ୍ଦ୍ରଙ୍କ ହୁଜୁରାବାଦ ନିର୍ବାଚନମଣ୍ଡଳୀରେ ଜାମିକୁନ୍ତା ଠାରେ ଏକ ରାଲି ଅନୁଷ୍ଠିତ ହୋଇଥିଲା। ରାଲିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର) ସରକାରଙ୍କୁ କଡ଼ା ସମାଲୋଚନା…

ହମାସଠାରୁ ଯୁଦ୍ଧ ଜିତି ବି ହାରିଯିବେ ନେତାନ୍ୟାହୁ!

ଜେରୁଜେଲମ,୧୬।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଇସ୍ରାଏଲ ଏବଂ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ଆରବ ଦେଶଗୁଡିକ ବ୍ୟତୀତ, ଏମିତି କୌଣସି…

ରୁଷିଆ-ୟୁକ୍ରେନ ପରେ ଜାତିସଂଘ ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକିବାରେ ବିଫଳ: ଅନ୍ତର୍ଜାତୀୟସ୍ତରରେ ଊଠିଲା ପ୍ରଶ୍ନ…

ଜେନେଭା,୧୬।୧୦ : ଅକ୍ଟୋବର ୭ ରୁ ହମାସ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦରେ ଏପର୍ଯ୍ୟନ୍ତ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉଭୟ ପାର୍ଶ୍ୱରେ ମାନବିକ ସଙ୍କଟ ଦେଖାଦେଇଛି। ଲୋକମାନେ ନିଜ ଘର ଛାଡି କ୍ୟାମ୍ପରେ ରହିବାକୁ ବାଧ୍ୟ…

ପାଇଲଟ ଲାଇସେନ୍ସ ୧୦ ବର୍ଷ ପର୍ଯ୍ୟନ୍ତ ରହିବ ବୈଧ…

ନୂଆଦିଲ୍ଲୀ,୧୬।୧୦ : ବିମାନ ଚଳାଚଳ କ୍ଷେତ୍ରରେ ବ୍ୟବସାୟ କରିବାରେ ସହଜତାକୁ ଆହୁରି ଉନ୍ନତ କରିବା ପାଇଁ ସରକାର ଏହାର ପ୍ରୟାସର ଏକ ଅଂଶ ଭାବରେ ଏକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ବାଣିଜି୍ୟକ ପାଇଲଟ ଲାଇସେନ୍ସ ବର୍ତ୍ତମାନ ୧୦ ବର୍ଷ…

୨୬ ସପ୍ତାହ ଭ୍ରୁଣ ଗର୍ଭପାତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୧୦ : ସୁପ୍ରିମକୋର୍ଟ ୨୬ ସପ୍ତାହର ଭ୍ରୁଣ ଗର୍ଭପାତ କରିବାକୁ ଚାହୁଁଥିବା ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏମ୍ସ ରିପୋର୍ଟ ଅନୁଯାୟୀ ଭ୍ରୁଣରେ କୌଣସି ଅସ୍ବାଭାବିକତା ନାହିଁ। ଏମ୍ସ କର୍ତ୍ତୃପକ୍ଷ ଠିକ ସମୟରେ ଡେଲିଭରୀ କରିବେ। ସୋମବାର କୋର୍ଟ…

ମଣିପୁର ବଦଳରେ ମୋଦିଙ୍କୁ ଘାରିଛି ଇସ୍ରାଏଲ ଚିନ୍ତା: ରାହୁଲ…

ଆଇଜଲ,୧୬।୧୦ : ମିଜୋରାମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମଣିପୁର ଅପେକ୍ଷା ଇସ୍ରାଏଲରେ କ’ଣ ଘଟୁଛି ସେଥିପାଇଁ ପ୍ରଧାନମନ୍ତ୍ରୀ ଅଧିକ ଚିନ୍ତିତ ଅଛନ୍ତି। ମିଜୋରାମର ରାଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri