୩ଟି ଜିଲାର ୨୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୭।୧୦(ଅସମାପିକା ସାହୁ): ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ, ବରଗଡ ଓ ଦେବଗଡ ଜିଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଜନା ଅନୁଯାୟୀ ପ୍ରତି ପଞ୍ଚାୟତ ପାଇବେ…
ନେଦରଲାଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ: ବର୍ଷା ଯୋଗୁ ୪୩ ଓଭର ଖେଳ ନିଷ୍ପତ୍ତି…
ଧର୍ମଶାଳା,୧୭।୧୦ : ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚ ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବେଭୁମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ନେଦରଲାଣ୍ଡ ଦଳ ବ୍ୟାଟିଂ ଅଧିନାୟକ ସ୍କଟ…
ଗାଜାରେ ନରସଂହାର ବନ୍ଦ କରୁ ଇସ୍ରାଏଲ: ନେତାନ୍ୟାହୁଙ୍କୁ ଖାମେନେଇଙ୍କ ଚେତାବନୀ…
ଜେରୁଜେଲମ, ୧୭।୧୦: ହମାସ ଆତଙ୍କବାଦୀ ଏବଂ ପାଲେଷ୍ଟାଇନର ସମର୍ଥନରେ ଛିଡା ହୋଇଥିବା ଇରାନ ମଙ୍ଗଳବାର ଇସ୍ରାଏଲକୁ ଚେତାବନୀ ଦେଇଛି। ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନେଇ କହିଛନ୍ତି ଗାଜା ଷ୍ଟ୍ରିପରେ ପାଲେଷ୍ଟାଇନୀୟମାନଙ୍କୁ ଇସ୍ରାଏଲ ଦ୍ୱାରା ହତ୍ୟା କରାଯାଉଛି, ଯାହା ଶୀଘ୍ର…
ଗାଜାରେ ପରିସ୍ଥିତି ଭୟଙ୍କର: ଗୋଟିଏ ଶୌଚାଳୟ ବ୍ୟବହାର କରୁଛନ୍ତି ୧୦୦ ଜଣ
ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଏକାଦଶ ଦିନରେ ପ୍ରବେଶ କରିଛି। ଏବେ ଇସ୍ରାଏଲ ପକ୍ଷରୁ ଗାଜାକୁ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା ଚଳାଇଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ସୂଚନା ଦେଇଛନ୍ତି…
ପ୍ରତିଶ୍ରୁତି ବର୍ଷା କଲା କଂଗ୍ରେସ: ପୁରୁଣା ପେନ୍ସନ୍ ସହ ରହିଛି ଅନେକ କିଛି…
ଭୋପାଳ,୧୭।୧୦: ମଧ୍ୟପ୍ରଦେଶ କଂଗ୍ରେସ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ ଜାରି କରିଛି। କଂଗ୍ରେସ ଏହାର ମାନିଫେଷ୍ଟୋକୁ ବଚନ ପତ୍ର ଭାବେ ନାମିତ କରିଛି। ଏଥିରେ ୧୦୧ ଗ୍ୟାରେଣ୍ଟି ମଧ୍ୟ ଉଲ୍ଲେଖ କରିଛି। ମଧ୍ୟପ୍ରଦେଶ କଂଗ୍ରେସ ୨୬୦୦ ଟଙ୍କାରେ ଧାନ ଏବଂ…
ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିଲାନି
ନୂଆଦିଲ୍ଲୀ,୧୭।୧୦: ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି। ରାୟରେ ସମଲିଙ୍ଗୀ ବିବାହ ଆଇନଗତ ଭାବେ ମାନ୍ୟତା ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ସହ ଦମ୍ପତି ୨ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ…
ବଙ୍କରରେ ଲୁଚିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ
ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୋଟିଏ ପଟେ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଷ୍ଟ୍ରିପ ଉପରେ ବୋମା ପକାଉଥିବା ବେଳେ ଅନ୍ୟ ପଟେ ହମାସ ପାର୍ଶ୍ୱରୁ ଇସ୍ରାଏଲ ଉପରେ ରକେଟ ଗୁଳି ଚଳାଯାଉଛି। ଏହି ସମୟରେ ତେଲ…
ଅଲିମ୍ପିକ ଆନ୍ଦୋଳନକୁ ଲୋକାଭିମୁଖୀ କରିବ କ୍ରିକେଟ
ମୁମ୍ବାଇ ୧୭ା୧୦: ଲସ୍ଆଞ୍ଜେଲସ ୨୦୨୮ ଅଲିମ୍ପିକ୍ସ ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ସ୍ବାଗତଯୋଗ୍ୟ। ଅଲିମ୍ପିକ ଆନ୍ଦୋଳନ ପାଇଁ ଏହା ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଦସ୍ୟା ନୀତା ଏମ୍.…
ବନ୍ଧକଙ୍କୁ ମୁକ୍ତ କର, ମାନବୀୟ ସହାୟତାକୁ ଅନୁମତି ଦିଅ
ଜାତିସଂଘ,୧୭ା୧୦: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଦ୍ଧକୁ ୧୦ ଦିନ ବିତିଥିବାବେଳେ ଉଭୟ ପକ୍ଷରୁ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ୨୩ ଲକ୍ଷ ଲୋକ ବସବାସ କରୁଥିବା ହମାସ୍ ଶାସିତ ଗାଜା ଷ୍ଟ୍ରିପ୍କୁ…
ଦୂତାବାସ ଯାଇ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା
ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଥିବାବେଳେ ଭାରତର ବିରୋଧୀ ଦଳ ନେତାମାନେ ସୋମବାର ନୂଆଦିଲ୍ଲୀସ୍ଥିତ ପାଲେଷ୍ଟାଇନ୍ ଦୂତାବାସ ଯାଇ ଏହାର ଜନସାଧାରଣଙ୍କୁ ସମର୍ଥନ ଜଣାଇଛନ୍ତି। ଦୂତାବାସ ଯାଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ବିଏସ୍ପି ଏମ୍ପି ଡାନିସ୍ ଅଲି,…
ସିସୋଡିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡୁଆ କମୁନାହିଁ। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ପ୍ରାୟ ଆଠ ମାସ ଜେଲରେ ଅଛନ୍ତି। ସିବିଆଇ ଏବଂ ଇଡି ଏହି ଘଟଣାର ତଦନ୍ତ କରୁଛନ୍ତି। ଜାମିନ…
ଅକ୍ଟୋବର ୧୮ରେ ଇସ୍ରାଏଲ ଯିବେ ବାଇଡେନ
ଓ୍ବାଶିଂଟନ,୧୬।୧୦: ହମାସ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଥମିବାର ନାଁ ନେଉନାହିଁ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଅକ୍ଟୋବର ୧୮ ଅର୍ଥାତ୍ ବୁଧବାର ଇସ୍ରାଏଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ, ହମାସ ଇସ୍ରାଏଲ ଉପରେ ଆକ୍ରମଣ…
Archives


