Home Middle

ମୋ ଜନ୍ମ ଦିନରେ ମୋଦି-ଶାହା ଦେଇଛନ୍ତି ଇଡ଼ି ଚଢ଼ାଉର ଉପହାର: ବାଘେଲ…

ରାୟପୁର,୨୩।୮ : ଛତିଶଗଡରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ଜାରି ରହିଛି। ବୁଧବାର ଇଡି ରାଜନୈତିକ ପରାମର୍ଶଦାତା ବିନୋଦ ବର୍ମା ଏବଂ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଓଏସଡି ଘରେ ଚଢ଼ାଉ କରିଛି। ବିନୋଦ ବର୍ମାଙ୍କ ଦେବେନ୍ଦ୍ର ନଗର ନିବାସ ସହିତ…

ଇପିଏଫଓ: ୬.୫ କୋଟି କର୍ମଚାରୀଙ୍କୁ ମିଳିବ ରକ୍ଷାବନ୍ଧନ ଉପହାର,୮.୧୫ ପ୍ରତିଶତ ସୁଧ ଆକାଉଣ୍ଟରେ ହେବ ଜମା…

ନୂଆଦିଲ୍ଲୀ,୨୩।୮ : ଏଥର ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀ ଇପିଏଫଓ ପକ୍ଷରୁ ଉପହାର ପାଇବାକୁ ଯାଉଛନ୍ତି। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ। ୬.୫…

ଭୁଶୁଡିଲା ନିର୍ମାଣଧୀନ ରେଳ ବ୍ରିଜ: ୧୭ ମୃତ, ମୃତକଙ୍କ ପାଇଁ ୨ ଲକ୍ଷ-ଆହତଙ୍କ ଲାଗି ୫୦ ହଜାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ଆଇଜଲ,୨୩।୮ : ମିଜୋରାମରେ ରେଲଓ୍ବେର ଏକ ନିର୍ମାଣଧୀନ ବ୍ରିଜ୍‌ ଭୁଡୁଡ଼ିପଡ଼ିଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ…

ଚନ୍ଦ୍ରାୟନ-୩ ବୈଜ୍ଞାନିକଙ୍କୁ ୧୭ ମାସ ହେଲା ମିଳିନି ଦରମା: ଦିଗବିଜୟ ସିଂ…

ନୂଆଦିଲ୍ଲୀ,୨୩।୮ : ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ -୩ ମାଧ୍ୟମରେ ଇତିହାସ ସୃଷ୍ଟି କରିବାକୁ କିଛି ଘଣ୍ଟା ଦୂରରେ । ଚନ୍ଦ୍ରାୟନ ୩ ଆଜି ସା ୬ଟା ୪ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି ଆଶା…

୨୬ ଦଳ, ୮୦ ନେତା, ୫ ମୁଖ୍ୟମନ୍ତ୍ରୀ: ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକ ଉପରେ ନଜର…

ନୂଆଦିଲ୍ଲୀ,୨୩।୮ : ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ରାଜନୈତିକ ଦଳ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ମୁମ୍ବାଇରେ ବୈଠକ କରିବାକୁ ଯାଉଛନ୍ତି। ବୈଠକରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତି ପାଇଁ ରଣନୀତି ପ୍ରସ୍ତୁତ ହେବ। ବିରୋଧୀ ଦଳର ନେତାଙ୍କ…

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ

ଆଇଜଲ,୨୩।୮: ମିଜୋରାମର ଆଇଜଲରେ ଏକ ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା କୁହାଯାଇଛି। ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଏହି ଅଞ୍ଚଳରେ ୩୫-୪୦ ଲୋକ ଥିଲେ। ଏହି…

ନିଶାସକ୍ତ ମହିଳାଙ୍କ ସ୍ଥିତିର ଫାଇଦା ନେବା ପୁରୁଷ ବନ୍ଧୁଙ୍କ କ୍ଷେତ୍ରରେ ନିନ୍ଦାଜନକ: କୋର୍ଟ…

ନୂଆଦିଲ୍ଲୀ,୨୩।୮ : ଦିଲ୍ଲୀର ସାକେଟ କୋର୍ଟ କହିଛନ୍ତି ଜଣେ ମହିଳାଙ୍କ ମଦ୍ୟପାନ ଅବସ୍ଥା ତାଙ୍କ ପୁରୁଷ ବନ୍ଧୁଙ୍କୁ ତାଙ୍କ ଅବସ୍ଥାର ଫାଇଦା ନେବାକୁ ଲାଇସେନ୍ସ ଦେଇ ନ ଥାଏ। ଅଭିଯୁକ୍ତ ଜଣକ ନିଶାସକ୍ତ ମହିଳାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲା। ଯେତେବେଳେ…

କେନ୍ଦ୍ର ଉପରେ ୧୮ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର କୋଟି କୋଟି ମନରେଗା ମଜୁରି ବାକି: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୨୩।୮ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଅଭିଯୋଗ କରିଛନ୍ତି ବଜେଟକୁ ଏକ ତୃତୀୟାଂଶ ହ୍ରାସ କରିବା ପରେ ମଧ୍ୟ ମୋଦି ସରକାର ଦେଶର ୧୮ ଟି…

ୟୁକ୍ରେନ କରୁଛି ଡ୍ରୋନ ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୨୩।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ,ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ସେମାନେ ମସ୍କୋରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ତିନୋଟି ୟୁକ୍ରେନ ଡ୍ରୋନକୁ ଧ୍ୱଂସ କରିଛନ୍ତି।…

୩୯ ସିଡବ୍ଲୁସି ସଦସ୍ୟଙ୍କ ସ୍ଥିତି: ୧୧ ମୋଦିଙ୍କ ଶାସନରେ ଲଢ଼ି ନାହାନ୍ତି ନିର୍ବାଚନ,୧୩ ହୋଇଛନ୍ତି ଦୟନୀୟ ପରାସ୍ତ, ୨ ହରାଇଛନ୍ତି ଅମାନତ…

ନୂଆଦିଲ୍ଲୀ,୨୩।୮ : ଅଧ୍ୟକ୍ଷ ହେବାର ୯ ମାସ ପରେ ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସରେ ସର୍ବୋଚ୍ଚ ନୀତି ନିର୍ବାହକାରୀ ସଂସ୍ଥା ସିଡବ୍ଲୁସ (କଂଗ୍ରେସ ୱାର୍କିଂ କମିଟି) ଗଠନ କରିବାକୁ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ୩୯ ଜଣ ନେତା ସିଡବ୍ଲୁସିରେ ସଦସ୍ୟ…

ବିବାହ ପରେ ପ୍ରତାରଣା ସମ୍ପର୍କରେ ଜଣାପଡ଼ିଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ଘାତକ ପ୍ରଭାବ: ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୮ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବିବାହ ପରେ ତୁରନ୍ତ ପ୍ରତାରଣା ସମ୍ପର୍କରେ ଜଣାପଡ଼ିଲେ ମହିଳାଙ୍କ ମାନସିକ ଏବଂ ସ୍ବାସ୍ଥ୍ୟ ଉପରେ ଗଭୀର ଏବଂ ଘାତକ ପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ। ଏହା ସହିତ କୋର୍ଟ ଏପରି ଜଣେ ବ୍ୟକ୍ତିଙ୍କୁ ଜାମିନ…

ବନ୍ୟାଗ୍ରସ୍ତ ହିମାଚଳକୁ ୧୦ କୋଟି ଆର୍ଥିକ ସହାୟତା ଯୋଗାଇଦେବ ତାମିଲନାଡୁ: ଷ୍ଟାଲିନଙ୍କ ଘୋଷଣା…

ଚେନ୍ନାଇ,୨୩।୮ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟାଗ୍ରସ୍ତ ହିମାଚଳ ପ୍ରଦେଶରେ ରିଲିଫ ସହାୟତା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି। ତାଙ୍କ ହିମାଚଳ ପ୍ରଦେଶର ପ୍ରତିପକ୍ଷ ସୁଖବିନ୍ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri