Home Middle

‘ଶିବଶକ୍ତି ପଏଣ୍ଟ’ ଚାରିପାଖେ ଘୂରୁଛି ପ୍ରଜ୍ଞାନ ରୋଭର, ଇସ୍ରୋ ଜାରି କଲା ଭିଡିଓ

ନୂଆଦିଲ୍ଲୀ,୨୭।୮: ଚନ୍ଦ୍ରାବତରଣ କରିଛି ଚନ୍ଦ୍ରାୟନ ୩। ରୋଭର ପ୍ରଜ୍ଞାନ ସଠିକ ଭାବରେ କାମ କରୁଛି। ଏନେଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଏକ ଭିଡିଓ ଜାରି କରିଛି। ଇସ୍ରୋ ଟ୍ବିଟ୍‌ କରି କହିଛି, ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ‘ଶିବ…

ଏମ୍ପରର ପେଙ୍ଗୁଇନ ଲୋପ ପାଇବା ଆଶଙ୍କା…

ଓ୍ବାଶିଂଟନ,୨୭।୮ : ପେଙ୍ଗୁଇନ ହେଉଛନ୍ତି ଏପରି ପ୍ରାଣୀ, ଯେଊଁମାନେ କେବଳ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥାନ୍ତି। ତାହା ହେଉଛି ଆଣ୍ଟାର୍କଟିକ ନିକଟରେ। କୁହାଯାଏ ଡାଇନୋସର ସମୟରୁ ସେମାନେ ପୃଥିବୀରେ ରହିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଏକ ବିଶେଷ…

ବାଂଲଦେଶ ସୀମାରେ ୩.୧୨କୋଟି ଟଙ୍କାର ସୁନା ବିସ୍କୁଟ ଜବତ କଲା ବିଏସଏଫ

ବାରସାତ,୨୭।୮: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ବାଂଲଦେଶ ସୀମାରେ ଥିବା ଏକ ଟ୍ରକରୁ ବିଏସଏଫ ୩.୧୨ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି, ପରଗାନା ଜିଲାର ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟ (ଆଇସିପି) ପେଟ୍ରୋପୋଲ…

କୋଭିଡ ମହାମାରୀ ବିଶ୍ୱକୁ ଜଣାଇଦେଲା ବିକାଶଶୀଳ ଦେଶର ଗୁରୁତ୍ୱ: ଏସ ଜୟଶଙ୍କର

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବି -୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ। ତାଙ୍କ ପୂର୍ବରୁ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବ୍ୟବସାୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଜୟଶଙ୍କର କହିଛନ୍ତି ଯେ ଗତ ଡିସେମ୍ବରରେ ଯେତେବେଳେ ଭାରତ ଜି -୨୦ର…

ଚନ୍ଦ୍ରରେ ଫ୍ଲାଟ ନିର୍ମାଣ କରିବେ ଆଦାନୀ, ମୁସଲମାନଙ୍କ ପାଇଁ ପ୍ରବେଶ ନିଷେଧ: ମହୁଆ ମୋଇତ୍ର…

କୋଲକାତା,୨୭।୮ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଆଇଏସଆରଓ) ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୩ ବିଷୟରେ ଉଲ୍ଲେଖ କରି ଟିଏମସି ନେତ୍ରୀ ମହୁଆ ମୋଇତ୍ର ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୦୨୪ ନିର୍ବାଚନରେ ଇସ୍ରୋର ମିଶନ ବ୍ୟବହାର କରିବ। ଏହା ବ୍ୟତୀତ…

ମଙ୍ଗଳ ଗ୍ରହରେ ବସତି ସ୍ଥାପନ ପାଇଁ ଆବଶ୍ୟକ ୨୨ଜଣ

ଓ୍ବାଶିଂଟନ୍‌,୨୭।୮: ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଅନେକ ପ୍ରକାରର ଗବେଷଣା ଓ ଅନୁସନ୍ଧାନ ଚାଲିଛି। ଏଥିମଧ୍ୟରେ ମଙ୍ଗଳ ଗ୍ରହରେ ବସତି ସ୍ଥାପନା ପାଇଁ ବୈଜ୍ଞାନିକମାନେ ଅଧିକ ଗବେଷଣା କରୁଛନ୍ତି। ତେବେ ବସତି ସ୍ଥାପନ ବିଷୟରେ ଚିନ୍ତା କଲେ ହେବନି ରହିବା…

ମୋଦିଙ୍କୁ ପ୍ରଶଂସା କଲେ ବିବେକ ରାମାସ୍ବାମୀ

ଓ୍ବାଶିଂଟନ,୨୭।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବି ଉପସ୍ଥାପନ କରୁଥିବା ଭାରତୀୟ ମୂଳବାସିନ୍ଦା ବିବେକ ରାମାସ୍ବାମୀ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ ସମ୍ପର୍କ ଚାଇନା ଉପରେ ଆମେରିକାର ନିର୍ଭରଶୀଳତାକୁ ଦୂର…

୫୦ କୋଟି ଲୋକଙ୍କୁ ବିଦ୍ୟୁତ ସୁବିଧା ଦେଇ ପାରିବ ସ୍ବିରେଜ ପାଣି: ଜାତିସଂଘ…

ନ୍ୟୁୟର୍କ,୨୭।୮ : ଡ୍ରେନ ଏବଂ ସ୍ବିରେଜର ଆବର୍ଜନା ଜଳ, ଯାହା ପରିବେଶ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ବଡ ସମସ୍ୟା ଭାବରେ ବିବେଚନା କରାଯାଏ, ତାହା ମଧ୍ୟ ଉପଯୋଗୀ ହୋଇପାରେ। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ନୂତନ ରିପୋର୍ଟ ବର୍ଜ୍ୟଜଳ ପରିବର୍ତ୍ତନ…

ଇତିହାସ ରଚିଲା ଭାରତୀୟ ରିଲେ ଟିମ୍‌

ବୁଦାପେଷ୍ଟ,୨୭।୮: ଭାରତର ପୁରୁଷ ୪x୪୦୦ ରିଲେ ଦଳ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଫାଇନାଲରେ ଯୋଗ୍ୟତା ଅର୍ଜନ କରି ଇତିହାସ ସୃଷ୍ଟି କରିଛି। ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲା। ଭାରତୀୟ ଦଳ ଏହି ଦୌଡ଼କୁ…

ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି ପଶ୍ଚିମବଙ୍ଗ: ଭାଜପା…

କୋଲକାତା,୨୭।୮ : ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସୁକାନ୍ତ ମଜୁମଦାର କହିଛନ୍ତି ପଶ୍ଚିମବଙ୍ଗର ବର୍ତ୍ତମାନର ସରକାର ହେଉଛନ୍ତି ପାକିସ୍ତାନ ପ୍ରେମୀ ସରକାର। ଆଇଏସଆଇ ଏଜେଣ୍ଟ ପରି…

ମୁନ ମିଶନ ଯୋଗ ଯୋଗୁ ଚନ୍ଦ୍ରପୃଷ୍ଠରେ ପଡି ରହିଛି ୨୦୦ଟନ୍‌ ଆବର୍ଜନା, ୧୦୦ ବ୍ୟାଗ ମାନବ ମଳ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୭।୮: ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରାୟାନ ୩। ଚନ୍ଦ୍ରାବତରଣ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସେମାନଙ୍କ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ତେବେ କେବଳ ରକେଟ୍‌ ନୁହେଁ ମାନବ ରକେଟ୍‌ ମଧ୍ୟ ୧୯୫୦ରୁ ମହାକାଶକୁ…

ଲଣ୍ଡନରେ ଥିବା ‘ଇଣ୍ଡିଆ କ୍ଲବ୍‌’ ସବୁଦିନ ପାଇଁ ହୋଇଯିବ ବନ୍ଦ, ସ୍ବାଧୀନତା ସଂଗ୍ରାମରେ ରହିଛି ଏହାର ସ୍ବତନ୍ତ୍ର ଯୋଗଦାନ

ଲଣ୍ଡନ,୨୭।୮: ଲଣ୍ଡନରେ 70 ବର୍ଷ ପୁରୁଣା ଐତିହାସିକ ‘ଇଣ୍ଡିଆ କ୍ଲବ’ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଏହାର ସ୍ବତନ୍ତ୍ର ଯୋଗଦାନ ରହିଛି। କୃଷ୍ଣ ମେନନଙ୍କ ସମେତ ଜାତୀୟତାବାଦୀ ସଂଗ୍ରାମୀଙ୍କ କେନ୍ଦ୍ର ଭାବରେ ଏହି କ୍ଲବ ଜଣାଶୁଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri