Home Middle

ଶତ୍ରୁଙ୍କ ପାଇଁ ସିଧାସଳଖ ଚେତାବନୀ ଜାରି କଲା ଆମେରିକା

ଓ୍ବାଶିଂଟନ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ଆମେରିକା ଏହାର ଶତ୍ରୁମାନଙ୍କୁ ସିଧାସଳଖ ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ଲୟର୍ଡ ଅଷ୍ଟିନ ରବିବାର କହିଛନ୍ତି ଯେ ଏହା ନିଶ୍ଚିତ ଯେ ଇରାନ ଏହାର ପରୋକ୍ଷ ଶକ୍ତି ମାଧ୍ୟମରେ…

ଆଜି ମହାନବମୀ, ପୂଜା ପାଉଛନ୍ତି ମା’ ଦଶଭୁଜା

ଭୁବନେଶ୍ୱର,୨୩ା୧୦: ଆଜି ଅର୍ଥାତ୍‌ ସୋମବାର ମା’ ଦୁର୍ଗାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଲାଣି। ରସୁଲଗଡ଼, ବମିଖାଲ, ଶହୀଦନଗର, ନୟାପଲ୍ଲୀ…

ଗାଜା, ସିରିଆରେ ଇସ୍ରାଏଲ୍‌ର ବୋମାମାଡ଼

ରାଫାହ(ଗାଜା ଷ୍ଟ୍ରିପ୍‌)/ତେଲ୍‌ ଆଭିଭ୍‌,୨୩ା୧୦: ଇସ୍ରାଏଲ୍‌ ଯୁଦ୍ଧବିମାନଗୁଡ଼ିକ ଶନିବାର ରାତିରୁ ଗାଜା ଉପରେ ବୋମାମାଡ଼ ଜାରି ରଖିଥିବାବେଳେ ରବିବାର ସିରିଆର ଦୁଇଟି ବିମାନବନ୍ଦର ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ମସ୍‌ଜିଦ ଉପରେ ଆକ୍ରମଣ କରିଛି। ଫଳରେ ଯୁଦ୍ଧ କେବଳ ଇସ୍ରାଏଲ୍‌ ଏବଂ…

ଅପରେଶନ ଅଜୟ: ୬ ନମ୍ବର ବିମାନରେ ଇସ୍ରାଏଲରୁ ଦିଲ୍ଲୀ ପହଞ୍ଚିଲେ ୧୪୩ ନାଗରିକ, ଅଛନ୍ତି ୨ ନେପାଳି ନାଗରିକ

ନୂଆଦିଲ୍ଲୀ/ତେଲ ଆଭିବ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ‘ଅପରେସନ ଅଜୟ’ ଅଧୀନରେ ନେପାଳର ଦୁଇ ନାଗରିକଙ୍କ ସମେତ ୧୪୩ ଜଣ ବ୍ୟକ୍ତି ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ଭାରତ ଫେରିଛନ୍ତି। ଏକ୍ସରେ ପୋଷ୍ଟ କରିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ…

ଯୁଦ୍ଧର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଉଦାହରଣ ଦେଲେ ସାଉଦି ପ୍ରିନ୍ସ, ଭାଇରାଲ ହେଉଛି ଭାଷଣର ଭିଡିଓ…

ଓ୍ବାଶିଂଟନ,୨୩ା୧୦: ହମାସ୍‌-ଇସ୍ରାଏଲ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଗାଜା ଉପରେ ହେଉଥିବା ଆକ୍ରମଣକୁ ନେଇ ସାଉଦି ଆରବର ପ୍ରିନ୍ସ ତୁର୍କି ଅଲ୍‌ ଫୈଜଲ ଉଭୟ ହମାସ୍‌ ଓ ଇସ୍ରାଏଲକୁ ଦାୟୀ କରିଛନ୍ତି। ଉଭୟ ପକ୍ଷକୁ ସମାଲୋଚନା କରିବା ସହିତ ସେ କହିଛନ୍ତି,…

ଫୋନ ଯୋଗେ ନେତାନ୍ୟାହୁଙ୍କ ସହ କଥା ହେଲେ ଜୋ ବାଇଡେନ

ଓ୍ବାଶିଂଟନ,୨୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ,…

ତ୍ରିପାକ୍ଷିକ ସମରାଭ୍ୟାସ କଲେ ୩ ଦେଶ

ସିଓଲ,୨୩ା୧୦: ଉତ୍ତର କୋରିଆରୁ ବଢୁଥିବା ଆଣବିକ ବିପଦକୁ ଦୃଷ୍ଟିରେ ରଖି ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନର ବାୟୁସେନା ପ୍ରଥମ ଥର ପାଇଁ ତ୍ରିପାକ୍ଷିକ ସମରାଭ୍ୟାସ କରିଛନ୍ତି। ଦକ୍ଷିଣ କୋରିଆର ବାୟୁସେନା କହିଛି, ଏହା କୋରିଆ ଉପଦ୍ୱୀପ ନିକଟରେ ଘଟିଛି। ତିନି…

ଲେବାନନ୍‌ର ଦୁଇ ହିଜ୍‌ବୁଲ ସେଲ୍‌ରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ୍‌,୨୩ା୧୦: ସୋମବାର ସକାଳେ ଲେବାନନ୍‌ରେ ଦୁଇଟି ହିଜ୍‌ବୁଲ ସେଲ୍‌ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଏନେଇ ସ୍ଥାନୀୟ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି। ତେବେ ଇସ୍ରାଏଲ ଆକ୍ରମଣରେ କେତେ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସିସୂଚନା ମିଳିନାହିଁ। ଇସ୍ରାଏଲ ସୈନ୍ୟ କହିଛନ୍ତି ଯେ,…

ବାତ୍ୟା ଆଶଙ୍କା: ଓଡ଼ିଶାରେ ପବନ, ବର୍ଷା

ଭୁବନେଶ୍ୱର, ୨୩।୧୦(ଅସମାପିକା ସାହୁ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହା ପାରାଦୀପଠାରୁ ଦକ୍ଷିଣରେ ୫୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ପରେ…

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଟିମ୍‌ ଇଣ୍ଡିଆ

ଧର୍ମଶାଳା,୨୨।୧୦: ବିଶ୍ୱକପ୍‌ର ୨୧ତମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି। ୨୭୪ ରନ୍‌ର ପିଛା କରି ଭାରତ କିଓ୍ବି ଟିମ୍‌କୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ କୋହଲି ସର୍ବାଧିକ ୯୫ ରନ୍‌ର ପାଳି ଖେଳି…

ଗାଜା, ସିରିଆ, ଓ୍ବେଷ୍ଟ ବ୍ୟାଙ୍କକୁ ଟାର୍ଗେଟ କରୁଛି ଇସ୍ରାଏଲ, ଘର ଛାଡିଲେ ୨୩ ଲକ୍ଷ ଲୋକ

ରାଫା,୨୨।୧୦: ଇସ୍ରାଏଲ-ହମାସ ଯୁଦ୍ଧର ୧୫ଦିନ ବିତିଗଲାଣି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ପ୍ରତିଶୋଧ ପରାୟଣ ଆକ୍ରମଣ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉ ନାହିଁ। ଶନିବାର ଏବଂ ରବିବାର ରାତିରେ ଇସ୍ରାଏଲର ଯୁଦ୍ଧ ବିମାନ ଗାଜା ଶିବିର ଉପରେ ଆକ୍ରମଣ…

ଶାମିଙ୍କ ଘାତକ ବୋଲିଂ: ଭାରତକୁ ୨୭୪ ରନ୍‌ର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ଧର୍ମଶାଳା,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ୨୭୪ ରନ୍‌ର ଟାର୍ଗେଟ୍‌ ଦେଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ସମସ୍ତ ଉଇକେଟ ହରାଇ ୨୭୩ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ ଜିତିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri