Home Middle

ଭାରତ ସୈନ୍ୟଙ୍କୁ ଦେଶରୁ ହଟାଇବା ବିବାଦ: ନରମିଲେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ, କହିଲେ ବିବାଦ ପାଇଁ ଆମେ ଛୋଟ ଦେଶ

ମାଲେ,୧୬।୧୧: ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଭାରତୀୟ ସୈନିକଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ବୟାନ ଭାରତ ଓ ମାଳଦ୍ୱୀପର ବିବାଦ ବଢିବାର ଆଶଙ୍କା ଥିଲା। କିନ୍ତୁ ନିକଟରେ ତାଙ୍କ…

ପୋଷା କୁକୁର ପଡ଼ୋଶୀଙ୍କୁ କାମୁଡିବାରୁ ବିଚାରପତି ପଦରେ ନିଯୁକ୍ତି ନ ଦେବା ଅନ୍ୟାୟ: ମହିଳାଙ୍କ ସପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୬।୧୧ : ମଧ୍ୟପ୍ରଦେଶ ସିଭିଲ ଜଜ (ଜୁନିଅର ଡିଭିଜନ) ପଦବୀରେ ଦୁଇଥର ନିଯୁକ୍ତିରୁ ବଞ୍ଚିତ ହୋଇଥିବା ମହିଳା ପ୍ରାର୍ଥୀଙ୍କୁ ସୁପ୍ରିମକୋର୍ଟ ଏକ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ବେଞ୍ଚ ମଧ୍ୟପ୍ରଦେଶ…

ଗର୍ଭନାଳ କାଟିବାରେ ବିଳମ୍ବ ନବଜାତକ ମୃତ୍ୟୁ ହାରକୁ ହ୍ରାସ କରିପାରେ…

ମେଲବୋର୍ନ,୧୬।୧୧ : ଜନ୍ମ ପରେ ସଙ୍ଗେ ସଙ୍ଗେ ଗର୍ଭନାଳ କାଟିବା ସାଧାରଣ କଥା, କିନ୍ତୁ ତୁରନ୍ତ ଗର୍ଭନାଳ ନ କାଟିବା ଦ୍ୱାରା ନବଜାତକର ମୃତ୍ୟୁ ହେବାର ଆଶଙ୍କା ଅଧାକୁ ହ୍ରାସ କରିପାରେ। ଦ ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ଏହା…

ପ୍ରତିବର୍ଷ ଭୂତଳ ଜଳ ହ୍ରାସ ପାଉଛି ୧୭ ଘନ କିଲୋମିଟର: ଭାରତ-ବାଂଲାଦେଶ-ଭିଏତନାମରେ…

କଲୋରାଡୋ ,୧୬।୧୧ : ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସମଗ୍ର ବିଶ୍ୱରେ ଜଳ ଉତ୍ସଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି। ଚାଷ ଏବଂ ସହରଗୁଡ଼ିକ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଭୂତଳ ଜଳ ଆଡକୁ ମୁହାଁଇଛନ୍ତି। ଭୂତଳ ଜଳକୁ…

ଘରେ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ଆବେଦନ ସଂଖ୍ୟାରେ ବୃଦ୍ଧି…

ଜେରୁଜେଲମ,୧୬।୧୧ : ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲରେ ଘରେ ବନ୍ଧୁ ରଖିବା ପାଇଁ ଲାଇସେନ୍ସ ଆବେଦନ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ବନ୍ଧୁକ ଲାଇସେନ୍ସ ଚାହିଦା ବଢ଼ିବାରେ ଲାଗିଛି। ଇସ୍ରାଏଲ ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ୭…

ଅଲ-ଶିଫା ହସ୍ପିଟାଲ ଇସ୍ରାଏଲ ନିୟନ୍ତ୍ରଣରେ, ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଜେରୁଜେଲମ,୧୬।୧୧ : ଇସ୍ରାଏଲ ସେନା ଗାଜାର ସର୍ବବୃହତ ଅଲ-ଶିଫା ହସ୍ପିଟାଲ ଉପରେ ନିୟନ୍ତ୍ରଣ ହାସଲ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ହସ୍ପିଟାଲର ତଳ ମହଲାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଏହାପୂର୍ବରୁ ହସ୍ପିଟାଲର ଅନେକ ସ୍ଥାନରେ ହମାସ ଯୌଦ୍ଧାଙ୍କ…

ଗାଜା ଯୁଦ୍ଧ ବନ୍ଦ ପାଇଁ ଜାତିସଂଘରେ ପ୍ରସ୍ତାବ ପାରିତ, ଆମେରିକା-ରୁଷିଆ-ବ୍ରିଟେନ ଦେଲେନି ଭୋଟ…

ଜେନେଭା,୧୬।୧୧: ଜାରି ରହିଥିବା ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଗାଜାରେ ମାନବିକ ସହାୟତା ପାଇଁ ଯୁଦ୍ଧ ବନ୍ଦ କରିବାକୁ ଦାବି କରି ଏକ ପ୍ରସ୍ତାବ ଅନୁମୋଦନ କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୁଧବାର ସ୍ବତନ୍ତ୍ର ଅଧିବେଶନରେ…

ଓଡ଼ିଶା ଉପକୂଳ ଦେଇ ଯିବ ବାତ୍ୟା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୧୫ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଛି। ଏହା କ୍ରମେ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଅବପାତ କ୍ରମେ ଘନୀଭୂତ…

ଶାମିଙ୍କ ଚମତ୍କାର ବୋଲିଂ: ବିଶ୍ୱକପ୍‌ ଫାଇନାଲରେ ଭାରତ

ମୁମ୍ବାଇ,୧୫।୧୧: ବିଶ୍ୱକପ୍‌ ୨୦୨୩ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ମହମ୍ମଦ ଶାମିଙ୍କ ଚମତ୍କାର ବୋଲିଂ ଜରିଆରେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନ୍‌ରେ ପରାସ୍ତ କରିଛି। ଏହା ସହ ଟିମ ଇଣ୍ଡିଆ ଚତୁର୍ଥ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ…

ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀ ନିକଟ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି। ନୋଏଡାର ସେକ୍ଟର ୯୬ରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ବସ୍‌ରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ…

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଲାଗିଛି ଭୟଙ୍କର ନିଆଁ, ହୁତହୁତ୍‌ ହୋଇ ଜଳୁଛି ବଗି

ଲକ୍ଷ୍ନୌ,୧୫।୧୧: ନୂଆଦିଲ୍ଲୀ-ଦରଭଙ୍ଗା(୦୨୫୭୦) ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଉତ୍ତରପ୍ରଦେଶ ଇଟାଓ୍ବାର ସରାୟ ଭୂପତ ରେଳ ଷ୍ଟେଶନ ନିକଟରେ ଏକ୍ସପ୍ରେସ୍‌ର ୩ ବଗି ହୁତହୁତ୍‌ ହୋଇ ଜଳୁଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚୁଛନ୍ତି। ତେବେ ଖବର…

ପଡ଼ିଆରେ ବିରୁଷ୍କାଙ୍କ ଚୁମ୍ବନ ସିନ୍‌: ଭିଡ଼ିଓ ଭାଇରାଲ

ମୁମ୍ବାଇ,୧୫।୧୧: ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ଜବରଦସ୍ତ ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲିଙ୍କ ଶତକ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ ଅନୁଷ୍କା ଶର୍ମା ଖୁସିରେ ଝୁମି ଉଠିଛନ୍ତି। ସେ ଷ୍ଟାଡିୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?