Home Middle

ଆଜି କଂଗ୍ରେସର ସିଇସି ବୈଠକ, ତେଲଙ୍ଗାନା ବିଧାନସଭାରେ ୬୦ ଆସନ ପାଇଁ ହେବ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨୫।୧୦: ନଭେମ୍ବର୨୦୨୩ରେ ତେଲଙ୍ଗାନା ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଏ ସମ୍ପର୍କରେ ବୁଧବାର ଦିଲ୍ଲୀରେ କଂଗ୍ରେସ ଦଳର କେନ୍ଦ୍ରୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସ ପାର୍ଟି ତେଲଙ୍ଗାନାର ୬୦…

‘ମୁଁ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବି’, କାନାଡିୟ ବିରୋଧୀ ଦଳର ନେତାଙ୍କ ବୟାନ

ଓଟାଓ୍ବା,୨୫।୧୦: ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଇତି ମଧ୍ୟରେ କାନାଡା ସଂସଦରେ ବିରୋଧୀଦଳର ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। କାନାଡାର କନଜରଭେଟିଭ୍‌ ପାର୍ଟିର ମୁଖ୍ୟ ତଥା ବିରୋଧୀ ଦଳର…

୧୪୯ ରନରେ ବାଂଲାଦେଶକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା…

ମୁମ୍ବାଇ,୨୪।୧୦ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟରେ ବାଂଲାଦେଶକୁ ପରାଜିତ କରିଛି। ଧାର୍ଯ୍ୟ ୩୮୩ ରନର ପିଛା କରି ବାଂଲାଦେଶ ୪୬.୪ ଓଭରରେ ୧୦ ଓ୍ବିକେଟ ହରାଇ ୨୩୩…

ଏହି ରାଜ୍ୟର ଲୋକଙ୍କ ପାଖରେ ଭାରତ ସହିତ ନେପାଳର ନାଗରିକତ୍ୱ ପ୍ରମାଣ ପତ୍ର…

ଡେରାଡୁନ,୨୪।୧୦ : ଭାରତ ସହିତ ନେପାଳର ନାଗରିକତ୍ୱ ପ୍ରମାଣ ପତ୍ର ଥିବା ଲୋକଙ୍କୁ ନେଇ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ଅନ୍ତର୍ଜାତୀୟ ସୀମାରେ ରହୁଥିବା ଉତ୍ତରାଖଣ୍ଡର ପିଥୋରାଗଡ ଏବଂ ଚମ୍ପୱାତ ଜିଲାର ବହୁ ଲୋକଙ୍କର ନେପାଳ ଏବଂ ଭାରତର ଦ୍ୱୈତ ନାଗରିକତା…

ଶିକ୍ଷକଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପାଟନା,୨୪।୧୦ : ଶିକ୍ଷକମାନଙ୍କୁ ଉଚ୍ଚ ପଦବୀର ଦାୟିତ୍ୱ ଦେବା ସହିତ ସେମାନଙ୍କ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ବେତନ ସ୍କେଲରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କର ବରିଷ୍ଠତା ତାଲିକା ପ୍ରକାଶ ପାଇଛି। ଏହା ସହିତ ବିଭାଗ ସେମାନଙ୍କୁ ଆପତ୍ତି ଦାଖଲ କରିବାକୁ…

ଜଣଙ୍କୁ ବନ୍ଧକ ରଖିଲେ ୧୦ ହଜାର ଡଲାର ସହ ମିଳୁଛି ଘର, ହମାସ ଆତଙ୍କବାଦୀ କଲେ ସ୍ବୀକାର…

ଜେରୁଜେଲମ,୨୪।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ଇସ୍ରାଏଲର ସୁରକ୍ଷା ଏଜେନ୍ସି ଦାବି କରିଛି ହମାସ ଆତଙ୍କବାଦୀଙ୍କୁ ଯଥାସମ୍ଭବ ଇସ୍ରାଏଲର ଲୋକଙ୍କୁ ବନ୍ଧକ ରଖିବା ପାଇଁ ଟାର୍ଗେଟ ଦିଆଯାଇଛି। ଜଣେ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖିବା…

ଭୋଟ ମାଗିଲେ ମିଳିବ ଗୁଳି, ଭାଜପା ନେତାଙ୍କ ହତ୍ୟା ପରେ ମାଓବାଦୀଙ୍କ ଚେତାବନୀ…

ରାୟପୁର,୨୪।୧୦ : ଭାଜପା ନେତା ବିରଜୁ ତାରମଙ୍କ ହତ୍ୟା ମାମଲାରେ ମାଓବାଦୀମାନେ ଛତିଶଗଡର ମୋହଲା ମନପୁର ଅମ୍ବାଗଡ ଚୌକି ଜିଲା ଅନ୍ତର୍ଗତ ସୀତାଗାଓଁ-ଔନ୍ଧି ରାସ୍ତାରେ ମାଓବାଦୀ ଚେତାବନୀ ଲେଖା ଥିବା କାଗଜ ପକାଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ମାଓବାଦୀମାନେ ନିଜକୁ ଦାୟୀ…

ଭୋ ଭୋ କାନ୍ଦିଲେ ଭାଜପା ବିଧାୟକ, କହିଲେ ମୋ ଟିକେଟ କାହିଁକି କଟିଲା…

ଭୋପାଳ,୨୪।୧୦ : ଟିକେଟ ବଣ୍ଟନ ପରେ ମଧ୍ୟପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ଛତ୍ରପୁର ଜିଲାର ଚାନ୍ଦ ଆସନରୁ ବିଧାୟକ ରାଜେଶ ପ୍ରଜାପତିଙ୍କ ଟିକେଟ ରଦ୍ଦ କରିଛି। ଏଥିରେ ଅସନ୍ତୁଷ୍ଟ ହୋଇ ପ୍ରଜାପତି ନିଜ ଦଳର…

ଏସବୁ ଫୋନରେ ହ୍ବାଟସଆପ ବନ୍ଦ, ଜାଣନ୍ତୁ ଅଛି କି ଆପଣଙ୍କ ହ୍ୟାଣ୍ଡସେଟ…

ନୂଆଦିଲ୍ଲୀ,୨୪।୧୦ : ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବାକୁ ଯାଉଛି। ହ୍ବାଟସଆପ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଏହା ମନୋନୀତ ଉପଭୋକ୍ତାଙ୍କ ପାଇଁ ସେବା ଶେଷ କରିବ। କମ୍ପାନୀ ଏହାର ଆପ ଡାଉନଲୋଡ କରିବାର ଯୋଗ୍ୟତା ସମ୍ବନ୍ଧରେ…

ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ,ଏସଆଇ-ଏଏସଆଇ-ହାବିଲଦାର ସମେତ ୩୭୨ ପୋଲିସ ନିଲମ୍ବିତ…

ଚଣ୍ଡିଗଡ଼,୨୪।୧୦ : ହରିୟାନା ରାଜ୍ୟ ସରକାର ୩୭୨ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ କରିବାର ଏହି ନିଷ୍ପତ୍ତି ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜ ନେଇଛନ୍ତି। ଏହି କାରଣରୁ ମନ୍ତ୍ରୀ ଅନିଲ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି। ତାଙ୍କ ନିର୍ଦ୍ଦେଶ ପୋଲିସ…

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୩୮୩ ରନ…

ମୁମ୍ବାଇ,୨୪।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବାଂଲାଦେଶ ଅଧିନାୟକ…

କରୋନା ସମୟରେ ଆମେ କରିନୁ ଖେଚୁଡି ଚୋରି: ଉଦ୍ଧବଙ୍କୁ ଶିନ୍ଦେଙ୍କ କଟାକ୍ଷ…

ମୁମ୍ବାଇ,୨୪।୧୦ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୂର୍ବତନ ପ୍ରତିପକ୍ଷ ଉଦ୍ଧବ ଠାକରେଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଆମେ କରୋନା ମହାମାରୀ ସମୟରେ ଅନ୍ୟ କାହା ଭଳି ଖେଚୁଡି ଚୋରି କରି ନାହୁଁ। ଉଦ୍ଧବ ୩୦୦ ଗ୍ରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri