ହ୍ବିସ୍କି ପିଉଥିବା ଲୋକ ଶିକ୍ଷିତ ଓ ସମୃଦ୍ଧ ବର୍ଗର ଅଟନ୍ତି: ହାଇକୋର୍ଟ
ଭୋପାଳ,୧୭।୧୧: ଲୋକପ୍ରିୟ ହ୍ବିସ୍କି ବ୍ରାଣ୍ଡ ବ୍ଲେଣ୍ଡର୍ସ ପ୍ରାଇଡ, ଏମ୍ପାୟଲ ବ୍ଲୁ ଓ ଲଣ୍ଡନ ପ୍ରାଇଡକୁ ନେଇ ଜଡିତ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଶୁଣାଣି ସମୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି, ସ୍କଚ ହ୍ବିସ୍କି ପିଉଥିବା ଲୋକ…
ବିଶ୍ୱକପରେ ଭାରତ ଜିତିଲେ ବିସିସିଆଇ କମେଇବ ଏତିକି କୋଟି ଟଙ୍କା
ନୂଆଦିଲ୍ଲୀ,୧୭।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲ ମ୍ୟାଚରେ ଅହମ୍ମଦବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟେଇ…
ମଧ୍ୟପ୍ରଦେଶରେ ନିର୍ବାଚନୀ ହିଂସା: କାର ଚଳାଇ କଂଗ୍ରେସ ସମର୍ଥକ ସଲମାନଙ୍କୁ ହତ୍ୟା
ଭୋପାଳ,୧୭।୧୧: ନିର୍ବାଚନ ପ୍ରଚାର ପରେ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା। ଶୁକ୍ରବାର ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ ହୋଇଛି। ନିର୍ବାଚନ ପ୍ରଚାର ଶାନ୍ତିପୂର୍ଣ୍ଣ ହୋଇଥିବାବେଳେ ଭୋଟିଂ ଦିନ ମଧ୍ୟପ୍ରଦେଶର କେତେକ ସ୍ଥାନରେ ହିଂସା ଦେଖାଦେଇଛି। ଏପରିକି ହିଂସା ଯୋଗୁ ଜଣେ କଂଗ୍ରେସ…
ସଙ୍କଟରେ ଭାରତୀୟ ଚା’
ନୂଆଦିଲ୍ଲୀ,୧୭।୧୧: କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତୀୟ ଚା’ର ଚାହିଦା କମ ନୁହେଁ। ଧନୀ ହେଉ କି ମଧ୍ୟବିତ୍ତ ହେଉ ଅବା ଗରିବ ସମସ୍ତେ ଚା’ର ଗୋଟିଏ ଚୁସକି ସକଳ ଯାବତୀୟ କଷ୍ଟ ଭୁଲି ଯାଆନ୍ତି। ଔଷଧ ପରି ଦେହପୀଡା…
ଗାଜାର ଅଲ ଶିଫା ହସ୍ପିଟାଲ ନିକଟରୁ ମିଳିଲା ଇସ୍ରାଏଲ ମହିଳା ସେନାଙ୍କ ମୃତଦେହ, ହମାସ କରିଥିଲା ଅପହରଣ
ତେଲ ଆଭିବ,୧୭।୧୧: ଗାଜାର ଅଲ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲର ଜଣେ ମହିଳା ସେନାଙ୍କର ମୃତଦେହ ମିଳିଛି। ଇସ୍ରାଏଲ ସେନା ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି। ଇସ୍ରାଏଲ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି…
ପୁଣି କରଜ କରିବ ପାକିସ୍ତାନ
ଇସଲାମବାଦ,୧୭।୧୧: ପାକିସ୍ତାନର ଅର୍ଥନୀତି ଅଚଳାବସ୍ଥାଦେଇ ଗତି କରୁଥିବାବେଳେ ସେଥିରେ ଦାଉ ସାଧିଛି ଇସ୍ରାଏଲ-ହମାସ ଯୁଦ୍ଧ। ଯୁଦ୍ଧର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡିଛି। ତେବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ରୁ ପାକିସ୍ତାନ କରଜ ଆଣିବା ପାଇଁ…
ସମ୍ପର୍କୀୟଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କଲେ ପରିବାର ଲୋକେ
ଜେରୁଜେଲମ୍,୧୭ା୧୧: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରିବାର ନାଁ ନେଉନି। ବରଂ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଇସ୍ରାଏଲ ଏବଂ ୧୧ ହଜାରରୁ…
ଗାଜାର ଶରଣାର୍ଥୀ ଶିବିର ଉପରେ ଏୟାର ଷ୍ଟ୍ରାଇକ, ୧୮ ମୃତ
ଜେରୁଜେଲମ,୧୭।୧୧: ଗାଜାର ଜବାଳିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ କରିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ୱାଫା ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଆବାସିକ କୋଠାକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣରେ ଅତି କମରେ ୧୮…
ଫିଲିପାଇନ୍ସରରେ ଭୂକମ୍ପ ଝଟକା
ମାନିଲା,୧୭।୧୧: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟକା। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫ୍ଜି) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର (୬.୨ମାଇଲ) ଗଭୀରରେ ଥିଲା।…
ଓଡ଼ିଶାକୁ ବାତ୍ୟା ବିପଦ ନାହିଁ
ଭୁବନେଶ୍ୱର,୧୭ା୧୧(ଅନିଲ ଦାସ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଗଭୀର ଅବପାତ(ଡିପ୍ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୫୦କି.ମି., ପାରାଦୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୨୮୦କି.ମି. ଏବଂ ପଶ୍ଚିମବଙ୍ଗର ଦିଘାଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୨୦କି.ମି. ଦୂର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ…
‘ଡିପ୍ଫେକ୍’ ଭାରତ ପାଇଁ ସବୁଠାରୁ ବଡ ବିପଦ, ସୃଷ୍ଟି କରିପାରେ ଗଭୀର ବିଶୃଙ୍ଖଳା: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ,୧୭।୧୧: ଡିପ୍ଫେକ୍ ଭିଡିଓ ଉପରେ ଏବେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସମାଜ ପାଇଁ ଡିପ୍ଫେକ୍ ଏକ ବଡ଼ ବିପଦ, ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ…
ଗାଜାରେ ଲୋକଙ୍କୁ ବଞ୍ଚାଇବାରେ ସଫଳ ନ ହେବାରୁ ଦୁଃଖ ପ୍ରକାଶ କଲେ ନେତାନ୍ୟାହୁ
ଜେରୁଜେଲମ,୧୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି। ଏପରିକି ପଳାୟନ ପାଇଁ ଚେତାବନୀ ଲିଫଲେଟ ବଣ୍ଟନ କରାଯାଇଥିଲା,…

