Posted inଜାତୀୟ

ହ୍ବିସ୍କି ପିଉଥିବା ଲୋକ ଶିକ୍ଷିତ ଓ ସମୃଦ୍ଧ ବର୍ଗର ଅଟନ୍ତି: ହାଇକୋର୍ଟ

ଭୋପାଳ,୧୭।୧୧: ଲୋକପ୍ରିୟ ହ୍ବିସ୍କି ବ୍ରାଣ୍ଡ ବ୍ଲେଣ୍ଡର୍ସ ପ୍ରାଇଡ, ଏମ୍ପାୟଲ ବ୍ଲୁ ଓ ଲଣ୍ଡନ ପ୍ରାଇଡକୁ ନେଇ ଜଡିତ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଶୁଣାଣି ସମୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି, ସ୍କଚ ହ୍ବିସ୍କି ପିଉଥିବା ଲୋକ ଶିକ୍ଷିତ ଓ ସମୃଦ୍ଧ ବର୍ଗର ଅଟନ୍ତି। ମଦ ପ୍ରସ୍ତୁତ କରୁଥିବା କମ୍ପାନୀ ପରନୋଡ ରିକାର୍ଡ ଇନ୍ଦୋରର କମ୍ପାନୀ ଜେକେ ଏଣ୍ଟରପ୍ରାଇଜ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ମଧ୍ୟପ୍ରଦେଶର ଏହି କମ୍ପାନୀକୁ ଲଣ୍ଡନ ପ୍ରାଇଡ ନାମରେ ପାନୀୟ ବିକ୍ରି କରିବାକୁ ବନ୍ଦ କରାଯାଉ ବୋଲି ଆବେଦନରେ କୁହାଯାଇଥିଲା।

ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ, ପରନୋଡ ରେଫାର୍ଡ ଅଭିଯୋଗ ଆଣିଛି କି ଜେକେ ଏଣ୍ଟରପ୍ରାଇଜ ସେମାନଙ୍କ ଟ୍ରେଡମାର୍କ ବ୍ଲେଣ୍ଡର୍ସ ପ୍ରାଇଡ ଇମ୍ପାରିୟଲ ବ୍ଲୁର ଟ୍ରେଡକୁ ଉଲଘଂନ କରିଛି। ଜଷ୍ଟିସ ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଓ ଜଷ୍ଟିସ ପ୍ରଣୟ ବର୍ମାଙ୍କର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।
ଖଣ୍ଡପୀଠ କହିଛନ୍ତି, ବ୍ରାଣ୍ଡସର ଉତ୍ପାଦରେ ପ୍ରିମିୟମ ଓ ଅଲଟ୍ରା ପ୍ରିମିୟମ ସାମିଲ ଅଛି।ଏହି ବ୍ରାଣ୍ଡ ପିଉଥିବା ଗ୍ରାହକମାନେ ଅଧିକାଂଶ ଶିକ୍ଷିତ ଅଟନ୍ତି। ସେମାନେ ବ୍ଲେଣ୍ଡର୍ସ ପ୍ରାଇଡ, ଏମ୍ପରିଅଲ ବ୍ଲୁ ଓ ଲଣ୍ଡନ ପ୍ରାଇଡର ବୋତଲ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଚୂରମାର୍‌! ବଡ଼ ଚାଲ୍‌ ଖେଳିଲେ ଷ୍ଟାଲିନଙ୍କ ପୁଅ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ଏପରି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠାରେ ପ୍ରତି ଘଣ୍ଟାରେ କ୍ଷମତା ଗତିଶୀଳତା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଅଭିନେତାରୁ ରାଜନେତା ହୋଇଥିବା…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

ବଙ୍ଗଳାରେ ମନ୍ତ୍ରିମଣ୍ଡଳକୁ ନେଇ ବଡ଼ ଖବର: ଓଡ଼ିଶା ଫର୍ମୂଲା ପକାଇବ ଭାଜପା! ଦେବ ମହିଳା ଉପମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…

କୋଲକାତା, ୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଆଜି ଅପରାହ୍ନ ୪ଟାରେ କୋଲକାତାରେ ଭାଜପା ବିଧାୟକ…

ଥାଲାପତି ବିଜୟଙ୍କ ସହ ୧୦୮ ବିଧାୟକ ଇସ୍ତଫା ଦେଲେ ମିଳିବ କି ପେନଶନ? ଜାଣନ୍ତୁ କଣ ରହିଛି ନିୟମ…

ଚେନ୍ନାଇ,୮।୫: ନିର୍ୱାଚନ ଫଳାଫଳ ପରେ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ଏବେ ଏକ ନାଟକୀୟ ମୋଡ଼ରେ ପହଞ୍ଚିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି…

ଅଖିଳେଶଙ୍କୁ ଭାଜପା ନେତାଙ୍କ ଭୟଙ୍କର ଚେତାବନୀ: ମମତା ବାନାର୍ଜୀଙ୍କୁ ଯିଏ ଯିଏ ଭେଟିବାକୁ ଯିବେ…

ନୂଆଦିଲ୍ଲୀ,୮।୫: ପଶ୍ଚିମବଙ୍ଗ ନିର୍ବାଚନରେ ଏକ ବଡ଼ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମନା କରିଦେଇଥିଲେ। ଏହି ନିଷ୍ପତ୍ତି ବଙ୍ଗଳା ବିଧାନସଭା ଭାଙ୍ଗି ଦେଇଥିଲା।…

ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍‌ଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି…

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରିବାକୁ ବିହାରରୁ ଆସିଥିଲେ ଶାର୍ପସୁଟର, ମର୍ଡର ପାଇଁ ହୋଇଥିଲା ଏତିକି ଟଙ୍କାର ଡିଲ୍‌

କୋଲକାତା,୮ା୫: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ(ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡର ତଦନ୍ତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଶୁଭେନ୍ଦୁ ନିଜେ କହିଛନ୍ତି ଯେ, ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri