ବଜାରରେ ବିକ୍ରି ହେଉଛି ନକଲି ଔଷଧ: ଡବ୍ଲୁଏଚଓ ଚେତାବନୀ ପରେ ଡିସିଜିଆଇ ସତର୍କ…
ନୂଆଦିଲ୍ଲୀ,୧୦।୯ : କର୍କଟ ଏବଂ ଯକୃତ ପାଇଁ ନକଲି ଔଷଧ ସମ୍ବନ୍ଧରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ ) ଚେତାବନୀ ଦେବା ପରେ ଭାରତ ସତର୍କ ହୋଇ ନିଜର କଠୋରତା ବୃଦ୍ଧି କରିଛି। ଔଷଧ ନିରାପତ୍ତା ଚେତାବନୀ ନେଇ ଡବ୍ଲୁଏଚଓ କର୍କଟ…
ୟୁକ୍ରେନରେ ଶାନ୍ତିର ମଧ୍ୟସ୍ଥତାକୁ ନେଇ ରାଗିଲା ରୁଷିଆ, କହିଲା କ୍ୱିଭ ନିଜ ହାତରେ ନିଜକୁ ନଷ୍ଟ କରିଛି, ଭାରତକୁ କଲା ପ୍ରଶଂସା
ମସ୍କୋ,୧୦।୯: ବର୍ତ୍ତମାନ ଭାରତରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଦୃଷ୍ଟି ସ୍ଥିର ହୋଇଛି। ଏହି ଶିଖର ସମ୍ମିଳନୀରେ ନେତାଙ୍କ ମିଳିତ ଘୋଷଣା ଜାରି କରାଯାଇଥିଲା, ଯାହା ୟୁକ୍ରେନରେ ଶାନ୍ତି ପାଇଁ ଆହ୍ବାନ କରିଥିଲା। ସଦସ୍ୟ ଦେଶମାନଙ୍କୁ…
ଭାରତ-ୟୁରୋପ ରେଳ ଲିଙ୍କ ପରିଯୋଜନାକୁ ନେଇ ଇସ୍ରାଏଲ ଖୁସି, ପ୍ରଧାନମନ୍ତ୍ରୀ କହିଲେ ଇତିହାସର ସବୁଠାରୁ ବଡ ପ୍ରୋଜେକ୍ଟ
ଜେରୁଜେଲମ,୧୦।୯: ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଏକ ବଡ ଘୋଷଣା କରାଯାଇଥିଲା। ଏହା ଅଧୀନରେ ଭାରତ-ମଧ୍ୟ ପୂର୍ବ-ୟୁରୋପ ମଧ୍ୟରେ ଏକ ଆର୍ଥିକ କରିଡର (IMEC) ନିର୍ମାଣ ହେବ। ଏହା ଅଧୀନରେ ଭାରତ ରେଳ ଏବଂ ପରିବହନ ମାଧ୍ୟମରେ ୟୁରୋପ…
ଇଣ୍ଡିଆର ନାମ ପରିବର୍ତ୍ତନ ହେବ, ଯାହାକୁ ପସନ୍ଦ ନୁହେଁ ସେ ଦେଶ ଛାଡ଼ିବାକୁ ସ୍ବତନ୍ତ୍ର: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…
କୋଲକାତା,୧୦।୯ : ଭାରତର ନା ପରିବର୍ତ୍ତନ ନେଇ ବିବାଦ ଜାରି ରହିଛି। ଏହି ମର୍ମରେ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି (ଭଜାପା) ନେତା ଦିଲୀପ ଘୋଷ କହିଛନ୍ତି ଇଣ୍ଡିଆର ନାମ ଭାରତ ହେବ ଏବଂ ନାମ ପରିବର୍ତ୍ତନକୁ ବିରୋଧ କରୁଥିବା ବ୍ୟକ୍ତିମାନେ…
ମୁଁ ସୋନିଆଙ୍କୁ ଭେଟିନି, ଏସବୁ ଗୁଜବ: ଅମରିନ୍ଦର…
ଚଣ୍ଡିଗଡ଼,୧୦।୯ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଦୁଇଥର ହୋଇଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ ହେବାର ଗୁଜବକୁ ଭିତ୍ତିହୀନ ବୋଲି କହିଛନ୍ତି। ସୋସିଆଲ…
ଜାନୁୟାରୀ ୨୦୨୪ରେ ଆସିବେ ବାଇଡେନ, ‘କ୍ୱାଡ’ ବୈଠକ ହେଲେ ପୁଣିଥରେ ସଜାଇ ହେବ ଭାରତର ବିଶ୍ୱ ମଞ୍ଚ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭିଏତନାମ ଗସ୍ତ କରିଛନ୍ତି ସତ ହେଲେ ସେ ଆସନ୍ତା ବର୍ଷ ଜାନୁୟାରୀରେ ପୁଣିଥରେ ଭାରତ ଆସିବାକୁ ଅପେକ୍ଷା ରଖିଛନ୍ତି। ଜାନୁୟାରୀ ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସମସ୍ତ ରାଜନୈତିକ ଦଳଙ୍କୁ ମିଳିବ ସୁରକ୍ଷା…
ରାୟପୁର,୧୦।୯ : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଭାରତୀୟ ଜନତା ପାର୍ଟି ର ପରିବର୍ତ୍ତନ ଯାତ୍ରା ପାଇଁ ସୁରକ୍ଷା ବୃଦ୍ଧି ଅନୁରୋଧକୁ ଦୃଷ୍ଟିରେ ରଖି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଘୋଷଣା କରିଛନ୍ତି ରାଜ୍ୟର ମାଓବାଦୀ ମାଓବାଦୀ ପ୍ରଭାବିତ ଅଞ୍ଚଳରେ…
ସବୁଜ ଜଳବାୟୁ ପାଣ୍ଠିକୁ ୨୦୦ କୋଟି ଟଙ୍କା ଦେବ ବ୍ରିଟେନ
ନୂଆଦିଲ୍ଲୀ/ଲଣ୍ଡନ,୧୦ା୯: ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ବଡ଼ ଘୋଷଣା କରିଛନ୍ତି। ବ୍ରିଟେନ ସବୁଜ ଜଳବାୟୁ ପାଣ୍ଠି (ଜିସିଏଫ)କୁ ୨ ବିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୦୦ କୋଟି ଟଙ୍କା…
ମହଙ୍ଗା ହେଲା ଅଲିଭ ଅଏଲ
ନୂଆଦିଲ୍ଲୀ,୧୦।୯: ଅଲିଭ ଅଏଲ ହୃଦରୋଗ ପାଇଁ ଲାଭକାରୀ ହୋଇଥିବାବେଳେ ବିଭିନ୍ନ ପ୍ରକାର ହୋମ ରିମେଡି ପାଇ ବ୍ୟବହୃତ ହୋଇଥାଏ। ଦେଶରେ ଅଲିଭ ଅଏଲ ମହଙ୍ଗା ହୋଇଯାଇଛି। ଦେଶର ଅନେକ ଲୋକ ଅଲିଭ ଅଏଲରେ ଖାଦ୍ୟ ରାନ୍ଧବା ସହ ଏହି ତେଲ ପିଜା,…
ଭାରତ-ପାକିସ୍ତାନ ମହାମୁକାବିଲା: ଟସ୍ ଜିତିଲା ପାକିସ୍ତାନ
କଲମ୍ବୋ,୧୦।୯: ଏସିଆ କପ ସୁପର୍-୪ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଥି ସହ ଭାରତୀୟ…
ଭାରତର ଚାଇନାକୁ ବଡ ବାର୍ତ୍ତା! ଲଦ୍ଦାଖର ନ୍ୟୋମାରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ଫାଇଟର ଏୟାରଫିଲ୍ଡ
ନୂଆଦିଲ୍ଲୀ,/ବେଜିଂ,୧୦।୯: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ ମଧ୍ୟରେ ଭାରତ ଚାଇନାକୁ ଏକ ବଡ ବାର୍ତ୍ତା ଦେଇଛି। ଲଦ୍ଦାଖର ନ୍ୟୋମା ଠାରେ ଭାରତ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ ବିମାନ କ୍ଷେତ୍ର ବା ଫାଇଟର ଏୟାରଫିଲ୍ଡ ନିର୍ମାଣ କରିବ। ପ୍ରତିରକ୍ଷା…
ନାସାରେ ସ୍ପେସ ବୈଜ୍ଞାନିକ ହେଲେ ଭାରତର ୨୧ ବର୍ଷିୟ ଛାତ୍ର
ଇନ୍ଦୋର,୧୦।୯: ଭାରତ ପାଇଁ ଗର୍ବ ଆଣିଛନ୍ତି ଇନ୍ଦୋରର ୨୧ବର୍ଷିୟ ଆଗମ। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ରହୁଥିବା ୨୧ ବର୍ଷିୟ ଆଗମ ଜୈନ ଆମେରିକାର ସ୍ପେସ ଏଜେନ୍ସି ନାସାପାଇଁ ମନୋନୀତ ହୋଇଛନ୍ତି। ଆଗାମ ନାସାରେ ଇଣ୍ଟରନାଶନାଲ ଏୟାର ଆଣ୍ଡ ସ୍ପେସ୍ ପ୍ରୋଗ୍ରାମ ପାଇଁ…
Archives


