ଇସ୍ରାଏଲ ଗଣମାଧ୍ୟମ ଉପରେ ସାଇବର ଆଟାକ୍
ଜେରୁଜେଲମ୍,୮ା୧୦: ଇସ୍ରାଏଲର ଦୈନିକ ଖବରକାଗଜ ‘ଇସ୍ରାଏଲୀ ଡେଲି ଜେରୁଜେଲମ୍ ପୋଷ୍ଟ’ ଉପରେ ଏକାଧିକ ସାଇବର ଆଟାକ୍ ହୋଇଛି। ରବିବାର ସକାଳେ ସାଇବର ଆଟାକ୍ ଦ୍ୱାରା ଜେରୁଜେଲମ ପୋଷ୍ଟକୁ ଟାର୍ଗେଟ କରାଯାଇଛି। ଆକ୍ରମଣକାରୀମାନେ ଏହି ଖବରକାଗଜ ସାଇଟ୍କୁ ହ୍ୟାକ୍ କରିଦେଇଛନ୍ତି। ଅନ୍ୟପକ୍ଷରେ ଦୈନିକ…
ହମାସ ଆକ୍ରମଣ ପାଇଁ ଆମେରିକା ଦାୟୀ, ଇରାନକୁ ମିଳିଥିବା ୬ ବିଲିୟନ ପାଣ୍ଠି ନେଇ ଉଠିଲା ପ୍ରଶ୍ନ…
ଓ୍ବାଶିଂଟନ,୮।୧୦ : ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା କରାଯାଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ବହୁ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ, ୟୁରୋପ ଏବଂ ଆମେରିକା ସମେତ ଅନେକ ଦେଶ ମଧ୍ୟ ଇସ୍ରାଏଲ ସହିତ…
ମହିଳାଙ୍କ ଉଲଗ୍ନ ମୃତଦେହ ଧରି ପରେଡ କଲା ହମାସ୍, ମୃତଦେହ ଫେରାଇବାକୁ ନିବେଦନ କଲେ ମା’
ତେଲ ଅଭିଭ,୮।୧୦: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍ ମଧ୍ୟରେ ଘମାଘୋଟ ଲଡେଇ ଲାଗି ରହିଛି। ଯୁଦ୍ଧକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣର ଭାଇରାଲ ହେଉଥିବା ଭିଡିଓଗୁଡିକ ବିସ୍ମୟଜନକ ଓ ଲୋମଟାଙ୍କୁରା। ଗୋଟିଏ ଭିଡିଓରେ ଦେଖାଯାଉଛି…
ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ଖର୍ଚ୍ଚ ହେବ ୩୦ କୋଟି ୫୮ ଲକ୍ଷ ଟଙ୍କା
ଭୁବନେଶ୍ୱର,୮ା୧୦(ଅସମାପିକା ସାହୁ): ବିଶିଷ୍ଟ ସଂଗ୍ରାମୀ, ସମାଜବାଦୀ ନେତା ସ୍ବର୍ଗତଃ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ-ଅନୁଗୋଳ ବସ୍ଷ୍ଟାଣ୍ଡ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧…
ମୃତ୍ୟୁର ୧୨୮ବର୍ଷ ପରେ ଚୋରଙ୍କର ଅନ୍ତିମ ସଂସ୍କାର
ଓ୍ବାଶିଂଟନ୍,୮।୧୦: ଆମେରିକାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶରେ ୧୨୮ ବର୍ଷ ପରେ ଏକ ଚୋରର ମୃତଦେହକୁ ଶନିବାର ସମାଧି ଦିଆଯାଇଛି। ଏହି ଚୋରଜଣଙ୍କର ୧୯ ନଭେମ୍ବର ୧୮୯୫ରେ ଆମେରିକାର ପେନସିଲଭାନିଆର ଏକ କାରାଗାରରେ କିଡନୀ ଫେଲ ଯୋଗୁ ମୃତ୍ୟୁ…
ପୃଥିବୀରୁ ଶେଷ ହେବ ମ୍ୟାଲେରିଆ: ଆସିଲା ନୂଆ ଟିକା…
ଓ୍ବାଶିଂଟନ,୮।୧୦ : ମ୍ୟାଲେରିଆ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ୬କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ। ମ୍ୟାଲେରିଆ ଏକ ବ୍ୟାପକ ମହାମାରୀ ନୁହେଁ କିମ୍ବା ସଂକ୍ରମଣ ଅତି ଶୀଘ୍ର ବିସ୍ତାର ହୁଏ ନାହିଁ କିମ୍ବା ଏହା ଆରୋଗ୍ୟଜନକ ନୁହେଁ। କିନ୍ତୁ ସବୁ ସମୟରେ…
କାନାଡାରେ ହେଉଛି ଭାରତ ବିରୋଧୀ ଷଡଯନ୍ତ୍ର, ସତର୍କ କଲା ଗୁପ୍ତଚର ସଂସ୍ଥା
ଜଳନ୍ଧର,୮।୧୦: କାନାଡାରେ ଖଲିସ୍ତାନ ସମର୍ଥକ କଟ୍ଟରପନ୍ଥୀ ଷଡଯନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଅକ୍ଟୋବର ୯ରେ ପଞ୍ଜାବରେ କାନାଡା ଧନ୍ୟବାଦ ଦିବସ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସୂଚନା ପାଇବା ପରେ ପଞ୍ଜାବରେ କେନ୍ଦ୍ରୀୟ ଏବଂ ରାଜ୍ୟ ଗୁପ୍ତଚର ସଂସ୍ଥା…
ବଢୁଛି ଇସ୍ରାଏଲର ସମସ୍ୟା, ହମାସ ପରେ ଏବେ ଲେବାନନ ଉପରେ ଆକ୍ରମଣ କଲା ହିଜବୁଲ
ଜେରୁଜେଲମ,୮।୧୦: ଇସ୍ରାଏଲର ଅସୁବିଧା କମ ହେବାର କୌଣସି ସୂଚନା ଦେଖାଯାଉ ନାହିଁ। ସେ ଏହି ସମୟରେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମେ ଆତଙ୍କବାଦୀ ସଂଗଠନ ହାମାସ ଇସ୍ରାଏଲ ଉପରେ ପ୍ରାୟ ୫୦୦୦ ରକେଟ ଆକ୍ରମଣ କରିଥିଲା। ଏଥିସହିତ…
ଗଗନୟାନ ମିଶନର ପରୀକ୍ଷା ଆରମ୍ଭ କରିବ ଇସ୍ରୋ, ନୌସେନାର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ହାଇଦ୍ରାବାଦ,୮।୧୦ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କହିଛି ଗଗନୟାନ ମିଶନ ପାଇଁ ମହାକାଶ ଏଜେନ୍ସି ଖୁବ ଶୀଘ୍ର ମାନବ ବିହୀନ ବିମାନ ପରୀକ୍ଷା ଆରମ୍ଭ କରିବ। ଭାରତର ପ୍ରଥମ ମାନବ ବିହରନ ମହାକାଶ ଏବୋର୍ଟ ଉଡ଼ାଣ ପ୍ରକଳ୍ପର ପରୀକ୍ଷା…
ଇସ୍ରାଏଲରେ ଆତଙ୍କିତ ଅବସ୍ଥାରେ ଭାରତୀୟ ଛାତ୍ରୀଛାତ୍ର
ଜେରୁଜେଲମ,୮।୧୦: ଇସ୍ରାଏଲ ଓ ପାଲେଷ୍ଟାଇନ୍ ଆତଙ୍କବାଦୀ ହମାସ୍ ଘମାଘୋଟ ଲଢେଇ ଭିତରେ ଫଶି ରହିଛନ୍ତି ଅନେକ ଭାରତୀୟ ଛାତ୍ର। ଭାରତୀୟ ଦୂତାବାସ ଇସ୍ରାଏଲରେ ଥିବା ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଯଦିଓ ସେମାନେ ଭାରତୀୟ ଦୂତାବାସ ସହିତ ନିରନ୍ତର…
ଆମେରିକାରେ ଆଜି ଉଦ୍ଘାଟନ ହେବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର
ନୂଆଦିଲ୍ଲୀ,୮।୧୦: ଆମେରିକାର ନ୍ୟୁ ଜର୍ସିରେ ରବିବାର ସ୍ବାମୀନାରାୟଣ ଅକ୍ଷରକ୍ଷାମ ମନ୍ଦିରର ଉଦ୍ଘାଟନ ହେବାକୁ ଯାଉଛି। ଏହି ମନ୍ଦିର ଭାରତ ବାହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ। ଏହି ମନ୍ଦିରର ଉଦଘାଟନୀ ଉତ୍ସବ ୩୦ ସେପ୍ଟେମ୍ବରରୁ ଆରମ୍ଭ…
ଉପରାଷ୍ଟ୍ରପତି-ଗେହଲଟ ମୁହାଁମୁହିଁ…
ଜୟପୁର,୮।୧୦ : ରାଜସ୍ଥାନ ବିଧାନସଭା ନିର୍ବାଚନର ପରିବେଶ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ ଯୁଦ୍ଧ ତୀବ୍ର ହୋଇଛି। ଉଭୟ ନେତା ପରସ୍ପର ବିରୋଧରେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେବା ଆରମ୍ଭ…
Archives


