ରାତି ୮ଟା ପରେ ବାଣ ଫୁଟାଇବା ପଡିଲା ମହଙ୍ଗା, ୫୫୪ ମାମଲା ରୁଜୁ କଲା ପୋଲିସ…
ଚେନ୍ନାଇ,୧୩।୧୧ : ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଉଥିବା ନେଇ ତାମିଲନାଡୁ ପୋଲିସ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଚେନ୍ନାଇ ପୋଲିସ କହିଛି, ଦୀପାବଳିରେ ୫୫୪ ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟ ବାଣ ଫୁଟାଇବା ପାଇଁ ଦୁଇ…
କାଲି ଲଘୁଚାପ, ୧୫ରୁ ବର୍ଷିବ
ଭୁବନେଶ୍ୱର,୧୩ା୧୧: ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘ଏକ୍ସ’ ଯୋଗେ ସୂଚନା ଦିଆଯାଇଛି।…
ଭୋଟ ପୂର୍ବରୁ ତେଲଙ୍ଗାନା ରଚିଲା ଇତିହାସ, ରାଜ୍ୟରେ ପୁରୁଷଙ୍କୁ ଟପିଲେ ମହିଳା ଭୋଟର…
ହାଇଦ୍ରାବାଦ,୧୩।୧୧ : ତେଲଙ୍ଗାନା ବିଧାନସଭା ନିବ;ାଚନ ପୂର୍ବରୁ ବଡ ଖବର ଆସିଛି। ରାଜ୍ୟରେ ଇତିହାସ ସୃଷ୍ଟି ହୋଇଛି। ତେଲଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ମହିଳା ଭୋଟର ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ଅଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଭୋଟ…
ଦୀପାବଳିରେ ଦିଲ୍ଲୀର ବାୟୁ ସବୁଠୁ ଭଲ ଥିଲା
ନୂଆଦିଲ୍ଲୀ,୧୩ା୧୧: ଦିଲ୍ଲୀରେ ଯେଉଁଭଳି ଭାବରେ ବାୟୁ ପ୍ରଦୂଷଣ ହେଉଛି ତାହା ପରିବେଶବିତ୍ଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସବୁବର୍ଷ ଦୀପାବଳି ପରଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସର୍ବାଧିକ ରେକର୍ଡ କରାଯାଇଥାଏ। ମାତ୍ର ଚଳିତ ବର୍ଷ ପ୍ରଦୂଷଣର ମାତ୍ରା କମ୍ ରହିଛି। ଯାହାକି…
ଆଣବିକ ଅସ୍ତ୍ରଶସ୍ତ୍ରର ରେଞ୍ଜ ବୃଦ୍ଧି କରୁଛି ଭାରତ, ଚାଇନାକୁ ମିଳିବ କଡ଼ା ଜବାବ…
ନୂଆଦିଲ୍ଲୀ,୧୩।୧୧ : ଆଣବିକ ଅସ୍ତ୍ର ଯେକୌଣସି ଦେଶର ଶକ୍ତି କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଅଟେ । ବର୍ତ୍ତମାନ ଭାରତ ସମେତ ବିଶ୍ୱର ୯ ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି। ଗତ ବର୍ଷ, ୨୦୨୨ ସୁଦ୍ଧା, ଭାରତ ପାଖରେ…
ସିରିଆରେ ଆମେରିକାର ବୋମାମାଡ, ଇରାନ ଶିବିର ଧ୍ୱଂସ…
ଦାମାସକସ,୧୩।୧୧ : ହମାସ ଏବଂ ଇସ୍ରାଏଲ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ କ୍ରମାଗତ ଭାବରେ ହମାସ ଶିବିର ଉପରେ ଆକ୍ରମଣ କରୁଛି। ଏହି ସମୟରେ ଆମେରିକା ସିରିଆରେ ଇରାନ ଶିବିରକୁ ଟାର୍ଗେଟ କରିଛି। ଏହି ବେସଗୁଡିକ ଉପରେ ଏହା…
ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରେ ମାତ୍ର ୫୭୪ ଟଙ୍କା, ନିଜ ନାମରେ ନାହିଁ କାର…
ନୂଆଦିଲ୍ଲୀ,୧୩।୧୧ : ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟରେ ମାତ୍ର ୫୭୪ ଟଙ୍କା ଅଛି। ଏହା ହାସ୍ୟାସ୍ପଦ ନୁହେଁ ଏହା ସତ୍ୟ। ବାସ୍ତବରେ, ୩୧ ମାର୍ଚ୍ଚ, ୨୦୨୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଘୋଷିତ ସମ୍ପତ୍ତି ଦର୍ଶାଉଛି ସେ କୌଣସି ଶେୟାରରେ କିମ୍ବା ମ୍ୟୁଚୁଆଲ…
ପୋଲିସଙ୍କ ଉପରେ ଆକ୍ରମଣ: ଗୁପ୍ତ ଅପରେଶନରେ ୪ ଆତଙ୍କବାଦୀଙ୍କ ମୁଣ୍ଡଗଡିଲା…
ଇସଲାମାବାଦ,୧୩।୧୧ : ଖାଇବର ପାସ୍ତୁନଖ୍ବାର ଡେରା ଇସମାଇଲ ଖାନ ଜିଲାର କୁଲାଚି ତହସିଲରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନାନୁସାରେ, ଘରକୁ ଫେରୁଥିବା ବେଳେ ପୋଲିସ ଜାମିଲ ଶାହାଙ୍କ ଉପରେ ଆକ୍ରମଣ କରାଯାଇଥିଲା।…
ଇସ୍ରାଏଲ ଉପରେ ଲେବାନନର ରକେଟ ମାଡ: ୭ ସୈନ୍ୟ ଆହତ…
ଜେରୁଜେଲମ,୧୩।୧୧ : ଇସ୍ରାଏଲ ଉପରେ ଲେବାନନର ରକେଟ ଦୁଇଥର ରକେଟ ମାଡ କରିଛି। ଏଥିରେ୧୦ ଜଣ ଇସ୍ରାଏଲ ନାଗରିକ ଏବଂ ୭ଜଣ ସୈନିକ ଆହତ ହୋଇଛନ୍ତି। ଅନ୍ୟ ଏକ ଆକ୍ରମଣକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପଣ୍ଡ କରାଯାଇଛି। ପ୍ରଥମ ଆକ୍ରମଣରେ, ଇସ୍ରାଏଲ…
ହସ୍ପିଟାଲରେ ହମାସର ମାନବ ଢାଲ କାର୍ଯ୍ୟ: ଇୟୁ ପକ୍ଷରୁ ନିନ୍ଦା…
ଜେରୁଜେଲମ,୧୩।୧୧: ୟୁରୋପୀୟ ୟୁନିଅନ ଗାଜାରେ ହସ୍ପିଟାଲରେ ସାଧାରଣ ନାଗରିକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରିଥିବାରୁ ହମାସକୁ ନିନ୍ଦା କରିଛି। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲକୁ ସର୍ବାଧିକ ପ୍ରତିବନ୍ଧକ ଦେଖାଇବାକୁ ମଧ୍ୟ ଅନୁରୋଧ କରାଯାଇଛି। ମେଡିକାଲ କର୍ମଚାରୀଙ୍କ ଅନୁଯାୟୀ ପାଲେଷ୍ଟାଇନ…
ଖୁସି ଖବର: ପିଏଫ ଆକାଉଣ୍ଟକୁ ଆସିଲା ଟଙ୍କା, କିପରି କରିବେ ବାଲାନ୍ସ ଯାଞ୍ଚ୍ ଜାଣନ୍ତୁ…
ନୂଆଦିଲ୍ଲୀ,୧୩।୧୧: ଇପିଏଫଓ ହିତାଧିକାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପକ୍ଷରୁ ଏହାର ହିତାଧିକାରୀଙ୍କ ପାଇଁ ୨୦୨୨-୨୩ ପାଇଁ ସୁଧ ହାର ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଛି। ଇପିଏଫଓ ଆକାଉଣ୍ଟରେ ସୁଧ ହାର ହେଉଛି ୮.୨ ପ୍ରତିଶତ। ଯାହା…
କ୍ରମାଗତ ନବମ ବିଜୟ ସହ ରେକର୍ଡ ସୃଷ୍ଟି କଲା ଭାରତ
ବେଙ୍ଗାଲୁରୁ,୧୨।୧୧: ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍ର ଅନ୍ତିମ ଲିଗ୍ ତଥା ୪୫ତମ ମ୍ୟାଚ୍ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମ୍ଦାର ପ୍ରଦର୍ଶନ କରି ୧୬୦ ରନ୍ ବ୍ୟବଧାନରେ ବିଜୟ ହାସଲ କରିଛି। ଫଳରେ ଟିମ୍…
Archives


