ରାମ ମନ୍ଦିର ଉଦଘାଟନୀ ଉତ୍ସବ ରାମଲୀଳାରେ ଅଭିନୟ କରିବେ ପାକିସ୍ତାନୀ କଳାକାର…
ଅଯୋଧ୍ୟା,୩୦।୧୧ : ମନ୍ଦିରର ଉଦଘାଟନୀ ଉତ୍ସବ ଜାନୁୟାରୀ ୨୦୨୪ରେ ପାଳନ ହେବ। ଏହି ଅବସରରେ ଚଳଚ୍ଚିତ୍ର କଳାକାରଙ୍କୁ ରାମଲୀଳାରେ ଏଥର ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ଏଥିରେ ପାକିସ୍ତାନ ସମେତ ୧୪ ଟି ଦେଶର କଳାକାରମାନେ ରାମଙ୍କ କାହାଣୀକୁ ଜୀବନ୍ତ…
ମା’ଙ୍କ ମୃତ ଦେହ ସହିତ ଏକ ବର୍ଷ ରହୁଥିଲେ ଦୁଇ ଝିଅ, ମୃତ ଦେହରୁ ପୋକ ବାହାର କରି ଫିଙ୍ଗୁଥିଲେ,କଙ୍କାଳକୁ ରଖିଥିଲେ ରେଜେଇ ଘୋଡାଇ…
ବାରାଣସୀ,୩୦।୧୧ : ବାରାଣାସୀର ଲଙ୍କା ପୋଲିସ ଷ୍ଟେଶନ ପରିସରର ମଦରଭାନରେ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଅସୁସ୍ଥତା ଯୋଗୁ ୮ ଡିସେମ୍ବର ୨୦୨୨ ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ଦୁଇ ଝିଅ ଅନ୍ତିମ ସଂସ୍କାର କରି ନ…
Tata Tech IPO Listing: ନିବେଶକ ହେଲେ ମାଲାମାଲ, ୧୪୦% ପ୍ରିମିୟମ ସହ ଲିଷ୍ଟିଂ ଟାଟା ଟେକ୍ନୋଲୋଜି
ମୁମ୍ବାଇ,୩୦ା୧୧: ଦେଶର ଅନ୍ୟତମ ସମ୍ମାନଜନକ ବ୍ୟବସାୟ ଗୋଷ୍ଠୀ ଟାଟା ଗ୍ରୁପର ଆଇପିଓ ଗୁରୁବାର ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ, ଟାଟା ଗ୍ରୁପ୍ ଏହାର କମ୍ପାନୀ ଟାଟା ଟେକ୍ନୋଲୋଜିର ଆଇପିଓ ଆଣିଛି। ସେୟାର…
ସହର ଛାଡି ପଳାଇବାକୁ ଚାହୁଁଛନ୍ତି ଦିଲ୍ଲୀ-ମୁମ୍ବାଇ ବାସିନ୍ଦା, ୬୦ ପ୍ରତିଶତ ରାଜି…
ନୂଆଦିଲ୍ଲୀ/ମୁମ୍ବାଇ,୩୦।୧୧ : ବାୟୁ ଗୁଣବତ୍ତା ସୂଚକାଙ୍କ ପ୍ରଦୂଷଣର ସ୍ତରକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଅନେକ ବଡ ସହରରେ ଲୋକମାନେ ପ୍ରାୟ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଅଧାରୁ ଅଧିକ ଦିଲ୍ଲୀ-ମୁମ୍ବାଇ…
ଗୋଲ୍ଡ ଇଜ୍ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍
ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର ପାର୍ କରିଛି। ସୁନା ଦର ଆକାଶଛୁଆଁ ହେବାରୁ ସୁନା କିଣିବା କଷ୍ଟକର ହୋଇପଡିଛି। ଏଭଳି…
ରାହୁଲ-ନୀତୀଶ ନୁହେଁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ହେବେ ଖାର୍ଗେ: ସୋନିଆ ଦେଲେ ସଙ୍କେତ…
ନୂଆଦିଲ୍ଲୀ,୩୦।୧୧ : ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ଡିସେମ୍ବର ୩ରେ ହେବାକୁ ଯାଉଛି। ଏହା ପରେ ସମସ୍ତ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଭାରତୀୟ ଜନତା ପାର୍ଟିର ଏନଡିଏ ମିଳିତ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ସ୍କୁଲରେ ଲଗାତାର ଅନୁପସ୍ଥିତ ରହିଲେ ହେବେ ଡ୍ରପ ଆଉଟ, ସରକାର ଦେଖିବେ ଆଟେଣ୍ଡାନ୍ସ ରିପୋର୍ଟ
ରାଞ୍ଚି,୩୦।୧୧: ଆପଣଙ୍କ ପିଲା ସ୍କୁଲକୁ ପ୍ରତିଦିନ ଯାଉ ନାହାନ୍ତି କି? ସପ୍ତାହକ ମଧ୍ୟରେ ଲଗାତାର ଛୁଟି ନେଉଛନ୍ତି। ଏନେଇ ନିୟମ କଡାକଡି କରିଛନ୍ତି ସରକାର। ମାସକରେ ଲଗାତାର ଛୁଟି ନେଉଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲରୁ ଡପ୍ରଆଉଟ୍ କରାଯିବ। ଏପରି ନିୟମ ଆଣିଛନ୍ତି ଝାଡଖଣ୍ଡ…
ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ, ତାପରେ…
ଲକ୍ଷ୍ନୌ,୩୦।୧୧ : ଉତ୍ତରପ୍ରଦେଶରେ ବାରବାଙ୍କି ଜିଲାର ବୁରୱାଲ ଜଙ୍କଶନରେ ଦୁଇଟି ଏକ୍ସପ୍ରେସ ଟ୍ରେନର ୨୫୦୦ରୁ ଅଧିକ ଯାତ୍ରୀ ଅଟକି ରହିଥିଲେ। ଲୋକୋ ପାଇଲଟ ତାଙ୍କ ଡ୍ୟୁଟି ଶେଷ ହୋଇଛି ବୋଲି କହି ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ପଳାଇ…
ନେପାଳରେ ବିବାହ କଲେ ସମଲିଙ୍ଗୀ: ଦକ୍ଷିଣ ଏସିଆରେ ପ୍ରଥମ…
କାଠମାଣ୍ଡୁ,୩୦।୧୧ : ସମଲିଙ୍ଗୀ ବିବାହ ପଞ୍ଜିକରଣ କରିଥିବା ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ହୋଇଛି। ବ୍ଲୁ ଡାଇମଣ୍ଡ ସୋସାଇଟି ନାମକ ଏକ ସଂସ୍ଥାର ସଭାପତି ସଞ୍ଜୀବ ଗୁରୁଙ୍ଗ (ପିଙ୍କି) ଙ୍କ ଅନୁଯାୟୀ ୩୫ ବର୍ଷିୟ ଟ୍ରାନ୍ସଜେଣ୍ଡର ମାୟା ଗୁରୁଙ୍ଗ ଏବଂ…
ପୂର୍ବତନ ଆମେରିକା ବିଦେଶମନ୍ତ୍ରୀଙ୍କ ପରଲୋକ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଥିଲା ବିବାଦୀୟ ଭୂମିକା…
ଓ୍ବାଶିଂଟନ,୩୦।୧୧ : ଆମେରିକାର ପ୍ରସିଦ୍ଧ ରାଜନେତା ତଥା କୂଟନୀତିଜ୍ଞ ହେନେରୀ କିସିଙ୍ଗରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। କୁହାଯାଉଛି ବୁଧବାର କନେକ୍ଟିକଟରେ ଥିବା ତାଙ୍କ ଘରେ ତାଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଏବଂ ଜେରାଲ୍ଡ ଫୋର୍ଡଙ୍କ କାର୍ଯ୍ୟକାଳ…
ହମାସର ନୁଆ ପ୍ରସ୍ତାବ: ଇସ୍ରାଏଲ ସୈନ୍ୟଙ୍କୁ ଛାଡ଼ିବାକୁ ସର୍ତ୍ତ…
ଜେରୁଜେଲମ,୩୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ବିବାଦରେ ବର୍ତ୍ତମାନ ଏକ ବିରାମ ଆସିଛି। ଅକ୍ଟୋବର ୭ ରେ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ଏବଂ ସୈନିକଙ୍କ ସମେତ ଶହ ଶହ ଲୋକଙ୍କୁ…
ସୁଡ଼ଙ୍ଗ ଭିତର ଅନୁଭୂତି ବଖାଣିଲେ ଓଡ଼ିଆ ଶ୍ରମିକ: କହିଲେ ‘ମୁଢ଼ି ବଞ୍ଚାଇଥିଲା ୧୦ ଦିନ’
ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଙ୍ଗିରିପୋଷି(ସଞ୍ଜୟ ଅଗ୍ରଓ୍ବାଲ),୩୦ା୧୧: ଓଡ଼ିଆ ଶ୍ରମିକ ଧୀରେନ ନାଏକ ଓ ଅନ୍ୟ ୪ ଓଡ଼ିଆଙ୍କ ସମେତ ମୋଟ ୪୧ ଶ୍ରମିକ ସୁଡ଼ଙ୍ଗ ଭିତରୁ ବାହାରକୁ ବାହାରିବା ପରେ ପୁନର୍ଜନ୍ମ ପାଇଥିବା ଅନୁଭବ କରିଛନ୍ତି। ବାହାରର ଆଲୋକ ଦେଖିବା ପରେ…
Archives


