ଚିନ୍ତା ବଢାଇଲାଣି କରୋନା: କର୍ନାଟକରେ ଗଲା ଜଣଙ୍କ ଜୀବନ
ବେଙ୍ଗାଲୁରୁ,୨୦।୧୨: କର୍ନାଟକରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍. ୧ ଚିନ୍ତା ବଢାଇଦେଇଛି। ଏଠାରେ କରୋନା କାରଣରୁ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ, ତାଙ୍କ ରକ୍ତ ନମୁନାକୁ ଯାଞ୍ଚ ପାଇଁ…
ନିର୍ବାଚନ ଲଢିବେ କଙ୍ଗନା
ନୂଆଦିଲ୍ଲୀ,୨୦।୧୨: ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ କିଛିଦିନ ହେବ ନିର୍ବାଚନ ଲଢିବେ କି ନାହିଁ ସେ ନେଇ ଚର୍ଚ୍ଚାରେ ଥିଲେ। ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବାପା…
୯ ଦିନରେ ଦୁଇଗୁଣା କରୋନା ସଂକ୍ରମଣ ନେଇ ରାଜ୍ୟଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ: ସତର୍କ ରୁହ, ରାଜନୀତିଠାରୁ ରୁହ ଦୂରେଇ…
ନୂଆଦିଲ୍ଲୀ,୨୦।୧୨ : ଦେଶରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜନୀତିର ଉର୍ଦ୍ଧ୍ୱକୁ ଉଠି ଏକାଠି କାମ କରିବାକୁ ସେ ରାଜ୍ୟ ସରକାରଙ୍କୁ…
ଟିକେଟ କଟିବ ନା ରହିବ: ଭାଜପା ଏମପିଙ୍କ ବଢ଼ିଲା ଚିନ୍ତା, ଲୋକଙ୍କ ମତାମତ ନେବେ ସରକାର…
ନୂଆଦିଲ୍ଲୀ,୨୦।୧୨ : ଲୋକସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ଏମପି ପ୍ରାର୍ଥୀଙ୍କ ପାଇଁ ଭାଜପା ବିଚାର ବିମର୍ଷ ଆରମ୍ଭ କରିଛି। ଏଥିପାଇଁ ନମୋ ଆପ୍ରେ ଜନ-ମନ ସର୍ଭେ ଆରମ୍ଭ ହୋଇଛି। ଯେଉଁଥିରେ ସିଧାସଳଖ ଜନସାଧାରଣଙ୍କଠାରୁ…
ସିଙ୍ଗାପୁରରେ କରୋନା ଅଣାୟତ ମୁହାଁ: ସପ୍ତାହ ମଧ୍ୟରେ ୫୬ ହଜାରରୁ ଅଧିକ ଆକ୍ରାନ୍ତ, ମାସ୍କ ପିନ୍ଧିବାକୁ ସରକାରଙ୍କ ନିର୍ଦ୍ଦେଶ…
ସିଙ୍ଗାପୁର,୨୦।୧୨ : କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ପୃଥିବୀର ୧୧ଟି ଦେଶରେ ବ୍ୟାପିବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିଙ୍ଗାପୁରରେ ସବୁଠାରୁ ଖରାପ ପରିସ୍ଥିତି ଦେଖାଦେଇଛି। ଏଠାରେ କରୋନା ଅଣାୟତ ମୁହାଁ ହେବାରେ ଲାଗିଛି। ଯେଉଁଠାରେ ଏକ ସପ୍ତାହ…
ଭାରତରେ ପୁଣି କରୋନାକୁ ନେଇ ଆତଙ୍କ: ସରକାରଙ୍କ ଚିନ୍ତା ବଢ଼ିଲା, ସ୍ବାସ୍ଥ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ…
ନୂଆଦିଲ୍ଲୀ,୨୦।୧୨: ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନାର ଜେଏନ.୧ ନୂଆ ଭ୍ୟାରିଆଣ୍ଟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଏବଂ ଶ୍ୱାସ ସମସ୍ୟାରେ ପୀଡିତ ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର…
ସିମ କାର୍ଡ ଆଉ ସହଜରେ ହେବ ନାହିଁ କିଣି, ପୁରୁଣା ନିୟମ ବଦଳାଇଲେ ସରକାର…
ନୂଆଦିଲ୍ଲୀ,୨୦।୧୨ : ମୋବାଇଲ ଏବଂ ସିମ କାର୍ଡ ସହ ଜଡିତ ନିୟମକୁ ସରକାର ପରିବର୍ତ୍ତନ କରିଛନ୍ତି। ପୁରୁଣା ନିୟମରେ ସହଜ ଥିଲା, ଯାହା ଦ୍ୱାରା ବେଆଇନ ସିମ କାର୍ଡ କିଣି ବିଭିନ୍ନ ଅପରାଧ କରାଯାଇ ପାରୁଥିଲା। ତେବେ ବର୍ତ୍ତମାନ ଏକ ସିମ…
ଏଆଇ ଫୋନ କଲ: ନିମିଷକେ ଖାଲି କରିଦେବ ବ୍ୟାଙ୍କ ଆକାଉଣ୍ଟ…
ନୂଆଦିଲ୍ଲୀ,୨୦।୧୨ : ସ୍ମାର୍ଟଫୋନ ଯୋଗୁ ଲୋକଙ୍କ ପାଇଁ ଅନେକ ଜିନିଷ ସହଜ ହୋଇଯାଇଛି । କିନ୍ତୁ କିଛି ଜିନିଷ ମଧ୍ୟ କଷ୍ଟସାଧ୍ୟ ହୋଇଛି । ଏକ ଫୋନ କଲ ଗ୍ରାହକଙ୍କୁ ବିଚଳିତ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନିମିଷକେ ଖାଲି…
ଆପଣ ଯାହା ଶୁଣିଲେ ମୁଁ ତାହା ୨୦ ବର୍ଷ ହେବ ଶୁଣୁଛି, ଧନଖଡଙ୍କ ସହ ଫୋନ ଯୋଗେ କଥା ହେଲେ ମୋଦି
ନୂଆଦିଲ୍ଲୀ,୨୦।୧୨: ତ୍ରୁଣମୂଳ କଂଗ୍ରେସ (ଟିଏମସି)ଏମପି କଲ୍ୟାଣ ବାନାର୍ଜୀ ତାଙ୍କୁ ଅନୁକରଣ କରି ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ପରିହାସ କରିଥିଲେ। ଅଧ୍ୟକ୍ଷ ଧନଖଡ ମଧ୍ୟ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ। ଏଥି ସହ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଜଗଦୀପ ଧନଖଡଙ୍କୁ ମିମିକ୍ରି ପଡିଲା ମହଙ୍ଗା, କଲ୍ୟାଣ ବାନାର୍ଜୀଙ୍କ ନାଁରେ ମାମଲା ରୁଜୁ
ନୂଆଦିଲ୍ଲୀ,୨୦।୧୨: ବିରୋଧୀ ଏମପିଙ୍କ ନିଲମ୍ବନ ପରେ ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମିମିକ୍ରିକରିଥିବା ଟିଏମସି ଏମପି କଲ୍ୟାଣ ବାନାର୍ଜୀଙ୍କ ପାଇଁ ସମସ୍ୟା ବଢିପାରେ। ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଷେକ ଗୌତମ ନାମକ ଜଣେ…
ଜଗଦୀପ ଧନଖଡଙ୍କ ମିମିକ୍ରିକୁ ନେଇ ବଢିଲା ବିବାଦ, ସରକାର କହିଲେ ଦୁର୍ଭାଗ୍ୟପୂର୍ଣ୍ଣ
ନୂଆଦିଲ୍ଲୀ,୨୦।୧୨: ଲୋକ ସଭା ଓ ରାଜ୍ୟ ସଭାରେ ମଙ୍ଗଳବାର ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଆହୁରି ବଢିଛି। ଏମ୍ପିଙ୍କ ନିଲମ୍ବନକୁ ବିରୋଧ କରୁଥିବା ବିରୋଧୀ ପ୍ରଦର୍ଶନ ସମୟରେ କରାଯାଇଥିବା ଅନୁକରଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଭାଜପା…
ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ଫ
ଓ୍ବାଶିଂଟନ,୨୦।୧୨: ହ୍ବାଇଟ ହାଉସ ରେସ ପାଇଁ ପ୍ରଚାର କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର କଲରାଡୋ ରାଜ୍ୟର ମୁଖ୍ୟ କୋର୍ଟ କ୍ୟାପିଟାଲ ହିଂସା ମାମଲାରେ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି…
Archives


