Home Middle

ଦକ୍ଷିଣ ଆଫ୍ରିକା ଜିତିଲା

ଜିକ୍ୱେବେରା, ୧୯।୧୨: ଟୋନି ଡି ଜର୍ଜିଙ୍କ ଶତକ ସହିତ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଭାରତ ୪୬.୨ ଓଭରରେ ୨୧୧ ରନକରି ଅଲ୍‌ଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୨.୩…

ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ: ଡବ୍ଲୁଏଚଓର ଚେତାବନୀ, ଜେଏନ.୧କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ…

ଜେନେଭା/ନୂଆଦିଲ୍ଲୀ,୧୯।୧୨ : କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ.୧ ଷ୍ଟ୍ରେନ କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ କରିଛି । ଏହା ମଧ୍ୟ କୁହାଯାଇଛି ଏହା ଜନସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି…

ଆଇପିଏଲ୍‌ ଅକ୍ସନ ପରେ ବଦଳିଲା ଚିତ୍ର: ୨୩୦ କୋଟିରେ କିଣାହେଲେ ୭୨ ଖେଳାଳି, ଦେଖନ୍ତୁ କିଏ ଗଲେ କେଉଁ ଦଳକୁ

ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ମିନି ଅକ୍ସନ ଶେଷ ହୋଇଛି। ପ୍ରଥମ ଥର ଲାଗି ବିଦେଶରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୨ ଖେଳାଳିଙ୍କ ଉପରେ ୧୦ ଟିମ୍‌ ୨୩୦ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଶେଷକରି ବିଦେଶୀ…

ଥରିଲା ଘର କାନ୍ଥ, ଭାଙ୍ଗିଲା କୋଠା: ଚାଇନାର ଭୂକମ୍ପ ଭିଡିଓ ଭାଇରାଲ…

ବେଜିଂ୧୯।୧୨ : ହଠାତ ଜୋରରେ ଝଟକା ଲାଗି ଘରର କାନ୍ଥଗୁଡ଼ିକ ଥରିବାରେ ଲାଗିଲା। ଏହା ସହିତ ବଡ଼ ବଡ଼ କୋଠା ଗୁଡ଼ିକ ଭୁଶୁଡ଼ି ପଡ଼ିଲା। ଯାନବାହନ ଚଳାଚଳ ଆରମ୍ଭ କଲା, ଘରର କାନ୍ଥରେ ଫାଟ ସୃଷ୍ଟି ହେଲା । ଲୋକମାନେ ଭୟଭୀତ…

୧୪୧ ଏମପିଙ୍କୁ ନିଲମ୍ବନ: ଅପ୍ରତ୍ୟାଶିତ ନା ଯୋଜନାବଦ୍ଧ, ଦେଶର ରାଜନୈତିକ ମହଲ ଉଷ୍ଣ…

ନୂଆଦିଲ୍ଲୀ,୧୯।୧୨ : ଗୋଟିଏ ପଟେ ବିରୋଧୀ ଏମପିଙ୍କ ନିଲମ୍ବନକୁ ନେଇ ବିରୋଧ ପ୍ରଦର୍ଶନକୁ ଜୋରଦାର କରୁଥିବାବେଳେ ଏକ ସମୟରେ ପ୍ରଶ୍ନ ଉଠିଛି କି ବିରୋଧୀ ନିଜେ ଏହି ନିଲମ୍ବନ କରିଛନ୍ତି କି? ଯଦି ହଁ ତେବେ କାହିଁକି? ବାସ୍ତବରେ, ବିରୋଧୀ ଏମପିମାନେ…

କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଇଣ୍ଡିଆର ଚିନ୍ତା ବଢ଼ିଲା, ବୈଠକ ଶେଷ…

ନୂଆଦିଲ୍ଲୀ,୧୯।୧୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି। ଏହି ପରିପ୍ରେକ୍ଷୀରେ ଦଳ ମଙ୍ଗଳବାର ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟି ଗଠନ କରି  ସମ୍ଭାବ୍ୟ ମିଳିତ ମଞ୍ଚରେ ଆଲୋଚନା କରିଛି।…

ଫୋନ କଲ କରି ହଇରାଣ କଲେ ଦେବାକୁ ପଡିବ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୧୯।୧୨ : ଯଦି କେହି ବିନା କାରଣରେ କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ନୂତନ ଟେଲିକମ ବିଲ ଆଗତ…

ଶିଳ୍ପପତିଙ୍କ ଋଣ ଛାଡ କରୁଛନ୍ତି ସରକାର, ହେଲେ କୃଷକଙ୍କ ଋଣ ହେଉନି ଛାଡ…

ଲକ୍ଷ୍ନୌ,୧୯।୧୨ : ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଭାଜପା ସରକାରଙ୍କ ଭୁଲ ନୀତି ଯୋଗୁଁ ସମସ୍ତେ କଷ୍ଟ ପାଉଛନ୍ତି। କେନ୍ଦ୍ର ସରକାର ୧୦ଲକ୍ଷ କୋଟିରୁ ଅଧିକ ଶିଳ୍ପପତିଙ୍କ ଋଣ ଛାଡ କରିଥିଲେ ମଧ୍ୟ…

ନିଲମ୍ବନ ହେଲେ ବି ଏମପିଙ୍କୁ ମିଳିବ ଦରମା, ଏହା ହେଉଛି କାରଣ…

ନୂଆଦିଲ୍ଲୀ,୧୯।୧୨ : ମଙ୍ଗଳବାର, ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ, ଏମପିଙ୍କ ନିଲମ୍ବନକୁ ନେଇ ବିରୋଧୀମାନେ ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବିରୋଧୀ ଏମପିମାନେ ସଂସଦ ଭିତରୁ ଏବଂ ଗୃହର ଫାଟକ ଓ ପରିସରରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଲୋକସଭା…

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ…

ନୂଆଦିଲ୍ଲୀ,୧୯।୧୨ : ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି। ଭାଜପା  ବିଜୟରେ ବାଧା ସୃଷ୍ଟି କରି ଆସନ ହାତେଇବା ଲାଗି ଏହି ସ୍ବତନ୍ତ୍ର ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଦଳ ପକ୍ଷରୁ ଏକ ୫ ସଦସ୍ୟ…

୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୦୬ ସିଆରପିଏଫ ଯବାନ, କାରଣ ସମ୍ପର୍କରେ ସୂଚନା ଦେଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୨ : ୨୦୨୦ରୁ ୨୦୨୩ ଗତ ୩ ବର୍ଷ ମଧ୍ୟରେ ୨୦୬ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି। ବିବାଦ କାରଣରୁ ସିଆରପିଏଫ ଯବାନଙ୍କ ମୃତ୍ୟୁର ଆକଳନ ସେ ଉପସ୍ଥାପନ…

ପେଟ୍ରୋଲ ଦର ପୁଣି ହେବ ମହଙ୍ଗା,ଲୋହିତ ସାଗର ଦେଇ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି…

ନୂଆଦିଲ୍ଲୀ,୧୯।୧୨: ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜ ଡ୍ରୋନ ଆକ୍ରମଣ ଜାରି ରଖିଛନ୍ତି। ଫଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି ହୋଇଛି। କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳ ଦେଇ କାରବାର କରିବାକୁ ପଛ ଘୁଞ୍ଚା ଦେବାରେ ଲାଗିଛନ୍ତି। ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri