ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବ ଟାଟା ଗ୍ରୁପ୍
ନୂଆଦିଲ୍ଲୀ, ୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଚର୍ଚ୍ଚାରେ ଥିବା ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବାକୁ ଘୋଷଣା କରିଛି ଟାଟା ସମୂହର ଇଣ୍ଡିଆନ ହୋଟେଲ କମ୍ପାନୀ(ଆଇଏଚସିଏଲ)। କେନ୍ଦ୍ର ଶାସିତ ଅଞ୍ଚଳର ସୁହେଲୀ ଏବଂ କଦମତ ଦ୍ବୀପରେ…
ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢାଉ
ନୟାଗଡ଼,୯।୧(ଲୋକନାଥ ମିଶ୍ର):ଆୟ ବର୍ହିଭୂତ ସମ୍ପତ୍ତିର ମାଲିକାନା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ପଞ୍ଚାନନ ବେହେରାଙ୍କ ଏକକାଳୀନ ୭ଟି ଘର ଉପରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦେଶରେ ଚଢାଉ କରାଯାଇଛି। ଏନେଇ…
ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଗାଡି ନେଇ ହ୍ବାଇଟ ହାଉସ ଭିତରେ ପଶିଲେ ବ୍ୟକ୍ତି
ଓ୍ବାଶିଂଟନ,୯।୧: ଆମେରିକାର ହ୍ବାଇଟ ହାଉସର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ସୋମବାର ଜଣେ ଡ୍ରାଇଭର ତାଙ୍କ କାର ସହିତ ରାଷ୍ଟ୍ରପତି ବାଇଡେନଙ୍କ ଘରର ବାହାର ଫାଟକ ଦେଇ ପ୍ରବେଶ କରିଥିଲେ। ସିକ୍ରେଟ ସର୍ଭିସ ନିଶ୍ଚିତ କରିଛି…
ଦ୍ରୁତ ଗତିରେ ବିକଶିତ ହେଉଥିବା ସହରରେ ବଢୁଛି ମୃତ୍ୟୁସଂଖ୍ୟା, ଲୋକେ ଆତଙ୍କିତ
ଲଣ୍ଡନ,୯।୧: ଦ୍ରୁତ ବିକାଶଶୀଳ ସହରଗୁଡ଼ିକରେ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ବୃଦ୍ଧି ପାଇଛି । ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସୀୟ ସହରରେ ଏହି ସଂଖ୍ୟା ୧୫୦,୦୦୦ ରେ ପହଞ୍ଚିଛି। ଏସିଆର ଟ୍ରପିକାଲ ଅଞ୍ଚଳରେ ୧୮ ଟି ସହର ଅଛି ଯେଉଁଠାରେ ବିପଦ…
ଏୟାର ଷ୍ଟ୍ରାଇକରେ ହିଜବୁଲାର ଟପ କମାଣ୍ଡର ନିହତ
ଜେରୁଜେଲମ,୯।୧: ଇସ୍ରାଏଲ ଗତକାଲି ସୋମବାର ରାତିରେ ଗାଜାର ହମାସ ଏବଂ ଲିବାନାନର ହିଜବୁଲ ବେସରେ ଏୟାର ଷ୍ଟ୍ରାଇକ କରିଥିଲା। ସୋମବାର ଇସ୍ରାଏଲ ସିରିଆରେ ଅବସ୍ଥିତ ଇରାନ ଏବଂ ହିଜବୁଲାର ବେସ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ମଧ୍ୟ ଆକ୍ରମଣ କରିଛି। ସୋମବାର…
ରାଗରେ ନିଆଁବାଣ ଚାଇନା: ଭାରତକୁ ଦେଖାଇଲା ନାଲିଆଖି
ବେଜିଂ,୯।୧: ମାଳଦ୍ୱୀପ ସହ ବିବାଦରେ ଭାରତକୁ ଅନ୍ୟ ଦେଶ ସମର୍ଥନ ଦେବା ଚାଇନାକୁ ପସନ୍ଦ ଆସିନାହିଁ। ଏଥିପାଇଁ ରାଗରେ ନିଆଁବାଣ ହୋଇପଡିଛି ଚାଇନା। ଚାଇନା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତ ଖୋଲା ମନ ସହ ଚିନ୍ତା କରିବା…
ଆସନ୍ତା ମାସରେ ୟୁଏଇ ଯିବେ ମୋଦି, ‘ଅହଲାନ ମୋଦି’ କର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ
ଆବୁ ଧାବି,୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ଏହି ସମୟ ମଧ୍ୟରେ, ଏନଆରଆଇ ସମ୍ପ୍ରଦାୟ ତାଙ୍କୁ ୧୩ ଫେବୃଆରୀରେ ଆବୁଧାବିରେ ସ୍ବାଗତ କରିବ ଏବଂ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।…
ସପ୍ତାହକ ମଧ୍ୟରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ, ହାଇକୋର୍ଟରୁ ବିଏମ୍ସିକୁ ମିଳିଲା ଅନୁମତି
ଭୁବନେଶ୍ୱର, ୮।୧ (ବନ୍ଦନା ସେଠୀ): ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଖୁବ୍ଶୀଘ୍ର ଆରମ୍ଭ ହେବ। ଏନେଇ ସୋମବାର ହାଇକୋର୍ଟ ବିଏମ୍ସିକୁ ସବୁଜ ସଙ୍କେତ ଦେଇଛନ୍ତି। ରାଜ୍ୟରେ…
ଗାଜାରେ ସଂଘର୍ଷ ସମୟରେ ‘ଫୌଦା’ ଆକ୍ଟର ଗୁରୁତର ହସ୍ପିଟାଲରେ ଭର୍ତ୍ତି
ଜେରୁଜେଲମ,୯।୧: ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ସଂଘର୍ଷ ଜାରି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ୱେବ ସିରିଜ ‘ଫୌଦା’ରେ ନଜର ଆସିଥିବା ଅଭିନେତା-ଗାୟକ ଇଦାନ ଆମେଡି ଏହି ବିବାଦ ସମୟରେ ଗୁରୁତର ଆହତ ହୋଇଛନ୍ତି। ଟାଇମ୍ସ ଅଫ…
ପ୍ରବାସୀ ଭାରତୀୟ ଦିବସ: ବିଶ୍ୱର ୧୧୦ ଦେଶରେ ପ୍ରବାସୀ ଭାରତୀୟ
ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରବାସରେ ଥିବା ସମୟରେ ପ୍ରଥମ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅହିଂସା ଆନ୍ଦୋଳନ ସତ୍ୟାଗ୍ରହ ମାଧ୍ୟମରେ ଭାରତରେ ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶେଷରେ ଇଂରେଜମାନେ ଭାରତ ଛାଡ଼ିବାକୁ ବାଧ୍ୟ…
୫୨ ବର୍ଷ ପରେ ଇତିହାସ ରଚିଲା ଆମେରିକା,ଚନ୍ଦ୍ରକୁ ପଠାଇଲା ମାନବ ଅସ୍ଥି, ମିଶନର ଲିଡ କରୁଛନ୍ତି ଭାରତୀୟ
ଓ୍ବାଶିଂଟନ,୯।୧: ଆମେରିକା ଚନ୍ଦ୍ରକୁ ଯିବାର ୫୨ ବର୍ଷର ସ୍ବପ୍ନକୁ ପୂରଣ କରିଛି। ବିଶ୍ୱର ପ୍ରଥମ ପ୍ରାଇଭେଟ ମୁନ ମିଶନ ଅଧୀନରେ ପେରେଗ୍ରିନ ଲ୍ୟାଣ୍ଡର ଓ୍ବାନର ସଫଳତା ପୂର୍ବକ ପ୍ରକ୍ଷେପଣ କରିଥିବା ଦେଶ ହୋଇଛି ଆମେରିକା।ଆଷ୍ଟ୍ରୋବୋଟିକ ନାମକ ଏକ କମ୍ପାନୀ ଏହି ମିଶନକୁ…
ମୋଦିଙ୍କ ୩ କିଲୋମିଟର ରୋଡ ଶୋ’ରେ ଯୋଗ ଦେବେ ୟୁଏଇ ରାଷ୍ଟ୍ରପତି
ନୂଆଦିଲ୍ଲୀ,୯।୧: ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଭାଜପା ରାଜ୍ୟ ସଭାପତି ସିଆର ପାଟିଲ ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ଦିନିଆ…
Archives


