ବିନା ପାଇଲଟରେ ଉଡିଲା ବିମାନ, ବିଶ୍ୱରେ ପ୍ରଥମ…
କାଲିଫର୍ଣ୍ଣିଆ,୧୨।୧୨: ବିଶ୍ବରେ ପ୍ରଥମ ଥର ପାଇଁ ବିନା ପାଇଲଟରେ ବିମାନ ଉଡିଛି। ମାତ୍ର ୧୨ମିନିଟ ପାଇଁ Cessna 208B Caravan ବିମାନଟି କାଲିଫର୍ଣ୍ଣିଆର ହୋଲିଷ୍ଟର ମୁନିସପାଲ ବିମାନବନ୍ଦରରେ ସଫଳତାର ସହ ଟେକଅଫ୍ କରିବା ପରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ ବି କରିଛି…
ଭଜନଲାଲ୍ ଶର୍ମା କିଏ? ୨୦୦୮ରେ ସ୍ବାଧୀନ ଭାବେ ଲଢ଼ିଥିଲେ, ପ୍ରଥମ ଥର ନିର୍ବାଚନ ଜିତିବା ସତ୍ତ୍ୱେ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ଜୟପୁର,୧୨।୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ଭାଜପା ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚମକାଇଛି। ଦଳ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ମଙ୍ଗଳବାର ଜୟପୁରରେ ହୋଇଥିବା ବିଧାୟକ ଦଳର ବୈଠକରେ ତାଙ୍କ…
ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରି ପାରିବେନି ପୁରୁଷ ଅଧିକାରୀ: ହାଇକୋର୍ଟ…
କୋଲକାତା,୧୨।୧୨ : ବଳାତ୍କାର ପୀଡିତାଙ୍କୁ ପଚରାଉଚରା ଉପରେ କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୁରୁଷ ଅଧିକାରୀ କୌଣସି ପରିସ୍ଥିତିରେ ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରିବା ଗ୍ରହଣୀୟ ନୁହେଁ। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ପୁରୁଷ…
ବିଷ୍ଣୁ, ମୋହନଙ୍କ ପରେ ଏବେ ଭଜନ: ୩ ରାଜ୍ୟରେ ୨୫୦ ଲୋକସଭା ଆସନ ଭାଜପା ପକେଟରେ…
ନୂଆଦିଲ୍ଲୀ,୧୨।୧୨ : ଭାଜପା ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ କରିଛି। ଛତିଶଗଡରେ ବିଷ୍ଣୁଦେବ ସାଏ, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ବର୍ତ୍ତମାନ ରାଜସ୍ଥାନର ଭଜନଲାଲ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଚେହେରା ସହିତ ଜାତି ସମୀକରଣକୁ ଗୁରୁତ୍ୱ ଦିଆଯାଇଛି। ଏହା ବ୍ୟତୀତ…
ଏବେ କ’ଣ କରିବେ ଭାଜପାର ଏସବୁ ବରିଷ୍ଠ ନେତା…
ଭୋପାଳ୧୨।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପାର ବହୁ ବରିଷ୍ଠ ନେତାଙ୍କୁ ପଛରେ ପକାଇ ହାଇକମାଣ୍ଡ ନୂଆ ଚେହେରା ଡ. ମୋହନ ଯାଦବଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କରିଛନ୍ତି। ୫୮ ବର୍ଷ ବୟସ୍କ ମୋହନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ…
COP28 ମଞ୍ଚରେ ଝଡ ସୃଷ୍ଟି କଲେ ୧୨ବର୍ଷିୟ ଭାରତୀୟ ଝିଅ, କହିଲେ..
ନୂଆଦିଲ୍ଲୀ,୧୨।୧୨:ଜଳବାୟୁ କାର୍ଯ୍ୟକର୍ତ୍ତା ଲିସିପ୍ରିୟା କଙ୍ଗୁଜମ ଦୁବାଇରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ସମ୍ମିଳନୀ ୨୦୨୩(cop 28)ମଞ୍ଚକୁ ଦୋହାଲାଇ ଦେଇଛନ୍ତି। ମଣିପୁରର ୧୨ବର୍ଷିୟ ଲିସି ନିଜ ମୁଣ୍ଡ ଉପରେ ଏକ ପ୍ଲା କାର୍ଡ ଧରି cop 28 ମଞ୍ଚକୁ ଚଢିଥିଲେ। ଯେଉଁଥିରେ ଲେଖାଯାଇଥିଲା,…
ଦେଶରେ ୮୩୪ଲୋକଙ୍କ ପାଇଁ ଅଛନ୍ତି ଜଣେ ଡାକ୍ତର, ୮୦ଶତକଡା ଡାକ୍ତର ଏଲୋପାଥିକ
ନୂଆଦିଲ୍ଲୀ,୧୨।୧୨: ଦେଶରେ ଜଣେ ଡାକ୍ତର ୮୩୪ଜଣଙ୍କୁ ଚିକିତ୍ସା କରୁଛନ୍ତି। ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପଓ୍ବାର। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ପଞ୍ଚିକୃତ ଏଲୋପାଥିକ ଡାକ୍ତରଙ୍କ ସଂଖ୍ୟା ୮୦ପ୍ରତିଶତ ରହିଛି। ଅନ୍ୟପଟେ ଆୟୁଷ ଡାକ୍ତରଙ୍କ ସଂଖ୍ୟା ୫.୬୫ଲକ୍ଷ…
ଓବିସି-ବ୍ରାହ୍ମଣ-ରାଜପୁତଙ୍କ ଜାତିଗତ ସମୀକରଣକୁ ଗୁରୁତ୍ୱ ଦେଇଛି ଭାଜପା …
ନୂଆଦିଲ୍ଲୀ,୧୨।୧୨ : ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରେ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିଛି। ପ୍ରତ୍ୟେକ ଥର ପରି,ଭାଜପା ଏଭଳି ନାମ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଯାହାକୁ କେହି ଆଶା କରି…
ନଭେମ୍ବର ମାସରେ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ,୧୨।୧୨: ଖାଦ୍ୟ ପଦାର୍ଥର ଦାମ୍ ବଢିବା ସହିତ ନଭେମ୍ବର ମାସରେ ବୃଦ୍ଧି ପାଇଛି ଖୁଚୁରା ମୁଦ୍ରାସ୍ଫୀତି। ମଙ୍ଗଳବାର କେନ୍ଦ୍ର ସରକାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଚାରି ମାସ ସର୍ବନିମ୍ନ ୪.୮ ପ୍ରତିଶତକୁ ଖସିଯିବା ପରେ ନଭେମ୍ବରରେ ଭାରତର ଖୁଚୁରା…
CBSE Board Exam 2024: ଡାଟା ଶିଟ ପ୍ରକାଶ, ଫେବୃୟାରୀ ୧୫ରୁ ପରୀକ୍ଷା, ଦେଖନ୍ତୁ…
ନୂଆଦିଲ୍ଲୀ,୧୨।୧୨ : ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ଡାଟା ଶିଟ ପ୍ରକାଶ ପାଇଛି। ୧୫ ଫେବୃଆରୀ ୨୦୨୪ରୁ ପରୀକ୍ଷା ଆରମ୍ଭ ହେବ। ଭାରତ ତଥା ବିଦେଶରେ ସିବିଏସଇ ବୋର୍ଡ ସହିତ ଜଡିତ ବିଦ୍ୟାଳୟ ଥିବା ଦେଶର ସର୍ବ…
ଲୋକଙ୍କ ସୁବିଧା ପାଇଁ ନିରୀହ ପ୍ରାଣୀଙ୍କୁ ବଳି ଦିଆଯାଇ ପାରିବ ନାହିଁ: ୩୦ ବୁଲା ଗୋରୁ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ କ୍ଷୋଭ…
ଅହମଦାବାଦ,୧୨।୧୨ : ନାଦିୟାଦ ମ୍ୟୁନିସିପାଲ କର୍ପୋରେଶନର କାଞ୍ଜିଆ ହଦାରେ ରଖାଯାଇଥିବା ୩୦ ବୁଲା ଗୋରୁଙ୍କ ମୃତ୍ୟୁକୁ ନେଇ ଗୁଜରାଟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ଆଶୁତୋଷ ଶାସ୍ତ୍ରୀ ଏବଂ ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କ ଡିଭିଜନ ବେଞ୍ଚ କହିଛନ୍ତି ଜନସାଧାରଣଙ୍କ ସୁବିଧା…
ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ…
ହାଇଦ୍ରାବାଦ,୧୨।୧୨ : ତେଲଙ୍ଗାନାର କଂଗ୍ରେସ ସରକାର ଆସନ୍ତା ୧୦୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବା ସହିତ ଧାନ କ୍ରୟରେ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା କୃଷକମାନଙ୍କୁ ପ୍ରଦାନ କରିବା ଲାଗି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ…
Archives


