Bharat Ratna: ବର୍ଷକରେ କେତେ ଜଣଙ୍କୁ ମିଳି ପାରିବ ଭାରତ ରତ୍ନ . କ’ଣ ରହିଛି ନିୟମ…
ନୂଆଦିଲ୍ଲୀ,୧୦।୨ : ସମ୍ପ୍ରତି ଭାରତ ସରକାର ତିନି ଜଣଙ୍କୁ ଭାରତ ରତ୍ନ ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ପିଭି ନରସିଂହ ରାଓ ଏବଂ ଭାରତର ସବୁଜ ବିପ୍ଳବର ପିତା ଏମଏସ ସ୍ବାମୀନାଥନଙ୍କ…
ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଦ ଥାପିବ ଜେଏସ୍ଡବ୍ଲ୍ୟୁ, ଏମ୍ଓୟୁ ସ୍ବାକ୍ଷରିତ
ଭୁବନେଶ୍ୱର,୧୦ା୨: ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଇଁ ପାଦ ଥାପିବ ଜେଏସ୍ଡବ୍ଲ୍ୟୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବା ବେଳେ ଜେଏସଡବ୍ଲ୍ୟୁ କଟକ ନରାଜରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବା ନେଇ ଶନିବାର ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ…
Maharashtra Rajya Sabha: ୨୫ ବର୍ଷ ପରେ ବଦଳିଲା ରାଜନୈତିକ ସମୀକରଣ, ଶରଦ-ଉଦ୍ଧବଙ୍କ ଯୋଜନା ପଡ଼ିବ ଫିକା…
ମୁମ୍ବାଇ,୧୦।୨ : ୧୦ ଜୁନ ୨୦୨୨ ପରେ, ମହାରାଷ୍ଟ୍ରର ରାଜନୈତିକ ଗଣିତରେ ପରିବର୍ତ୍ତନ ଆସିଛି। ସେହି ଦିନ ରାଜ୍ୟର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଭାଜପା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ସୁପ୍ରିମୋ…
Pakistan Election Results: ପାକିିସ୍ତାନ ନିର୍ବାଚନ ଫଳାଫଳ ନେଇ ସେନାଧ୍ୟକ୍ଷ ଦେଲେ ଏଭଳି ମନ୍ତବ୍ୟ…
ଇସଲାମାବାଦ,୧୦।୨ : ପାକିସ୍ତାନର ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନ ସେନା ମୁଖ୍ୟଙ୍କ ବିବୃତ୍ତି ପ୍ରକାଶ ପାଇଛି। ଶନିବାର ସେନା ମୁଖ୍ୟ ଅସୀମ ମୁନିର ସଫଳ ନିର୍ବାଚନ ପାଇଁ ଦେଶର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ଶେଷ କରିଥିବାରୁ ଅସୀମ…
PM Kisan: ଚାଷୀଙ୍କ ପାଇଁ ବଡ ଖବର, ଏବେ ୬ ନୁହେଁ ମିଳିବ ୮ହଜାର
ଜୟପୁର,୧୦।୨: ପିଏମ କିଷାନ ଯୋଜନାକୁ ନେଇ ବଡ ଘୋଣୋ କଲେ ସରକାର। ଯଦି ଆପଣ ପିଏମ କିଷାନ ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଖବର ହୋଇପାରେ। ଏ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ଦିଆଯାଉଥିବା ଟଙ୍କା ୮ହଜାରକୁ ବୃଦ୍ଧି…
ଅମିତ ଶାହାଙ୍କ ବଡ଼ ଘୋଷଣା: ଲୋକ ସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ CAA
ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର CAAକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ(CAA) ଲାଗୁ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସେ କଂଗ୍ରେସ ଉପରେ…
‘ସାଢେ ୩ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ ମୋଦି, ସନ୍ଧ୍ୟା ୬ଟାରେ ପରେ କିଛି ଖାଆନ୍ତିନି’
ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ଏମ୍ପିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ବିଶେଷ କଥା ହେଲା ଭାଜପା ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ଏମ୍ପିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳର…
ପିଆଜ କାଟି ନ ପାରିବାରୁ ହତ୍ୟା, ପ୍ରେମିକାଙ୍କୁ ଛୁରି ଭୁଷିଦେଲେ ବୃଦ୍ଧ ପ୍ରେମିକ
ଓ୍ବାଶିଂଟନ୍,୧୦।୨: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ବୃଦ୍ଧ। ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କୌଣସି ଫିଲ୍ମର ସ୍କ୍ରିପ୍ଟ ନୁହେଁ। ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ବୃଦ୍ଧଙ୍କୁ ନିଜ ପ୍ରେମିକାଙ୍କୁ…
ଶେଷ ୩ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳକୁ ଫେରିଲେ ରାହୁଲ- ଜାଡେଜା, ଖେଳିବେନି କୋହଲି
ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଶେଷ ୩ ଟେଷ୍ଟ ପାଇଁ ଶନିବାର ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ଏହା ବ୍ୟତୀତ ବିରାଟ…
ନିଜ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କଲେ ଏଲନ ମସ୍କ, ଏବେ ଏହି ମାଧ୍ୟମରେ କରିବେ କଲ୍, ମେସେଜ୍
ନୁୟର୍କ,୧୦।୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍ଶୀଘ୍ର ତାଙ୍କ ଫୋନ ନମ୍ବରକୁ ବନ୍ଦ ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର…
Pakistan Election 2024: ଜେଲ୍ରେ ଥାଇ ବାଜି ଓଲଟାଇଦେଲେ ଇମ୍ରାନ
ଇସଲାମବାଦ,୧୦।୨: ପାକିସ୍ତାନ ନିର୍ବାଚନରେ ହୋଇଛି କଡା ଟକ୍କର। ସେତିକି ରୋଚକ ହୋଇଛି ରେଜଲ୍ଟ। ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍ଙ୍କୁ ଶାସନଗାଦିରୁ ଆଉଟ୍ କରିବା ପାଇଁ ଚେଷ୍ଟା କରି ବି ବିଫଳ ହୋଇଛନ୍ତି ବିରୋଧି। ହେଲେ ଫଳାଫଳରେ ତାଙ୍କ ସମର୍ଥିତ ଦଳ କରିଛନ୍ତି…
ନିଜ ଫୋନ ନମ୍ବର ବନ୍ଦ କରିବେ ଏଲୋନ ମସ୍କ, ଏବେ ଏମିତି କରିବେ କଲ-ମେସେଜ
ଓ୍ବାଶିଂଟନ,୧୦।୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଖୁବ ଶୀଘ୍ର ତାଙ୍କ ଫୋନ ନମ୍ବରରୁ ମୁକ୍ତି ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ…
Archives


