Home Middle

୧.୪ ମୋବାଇଲ ନମ୍ବର ବ୍ଲକ, ୩ ଲକ୍ଷ ସିମ ବନ୍ଦ, ୫୦୦ ଗିରଫ, ସାଧାରଣ ଜନତାଙ୍କ ସୁବିଧା ପାଇଁ ସରକାରଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ,୧୦।୨: ଡିଜିଟାଲ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୧.୪ଲକ୍ଷ ମୋବାଇଲ ନମ୍ବରକୁ ଅବରୋଧ କରିଛନ୍ତି। ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଏହି ମୋବାଇଲ ନମ୍ବର ଆର୍ଥିକ ଠକେଇରେ ଜଡିତ ଥିଲା। ଆର୍ଥିକ ସେବା ସଚିବ ବିବେକ ଯୋଶୀ…

ଫସିଗଲେ ଶାହାରୁଖଙ୍କ ଟେନଶନ ବଢାଇଥିବା ସମିର ଓ୍ବାନଖେଡେ

ମୁମ୍ବାଇ,୧୦।୨: ଏକଦା ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ଟେନଶନ ବଢାଇଥିବା ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ବର୍ତ୍ତମାନ ଫସି ଯାଇଛନ୍ତି। ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଛି। ଏନଏମଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହି…

ଆକ୍ଟିଭ ହେଲେ ତେଜସ୍ବୀ ଯାଦବ

ପାଟନା,୧୦।୨: ଯେ କୌଣସି ସମୟରେ ଏବଂ ବିହାର ରାଜନୀତିରେ ଯେକୌଣସି କଥା ସମ୍ଭବ। ଯଦିଓ ନୀତୀଶ କୁମାର ଆରଜେଡି ସହ ସମ୍ପର୍କ ଭାଙ୍ଗି ଭାଜପା ସହ ସରକାର ଗଠନ କରିଛନ୍ତି, ବିହାରରେ ରାଜନୈତିକ ଅସ୍ଥିରତା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ସେଠାରେ ଯେପରି…

ସାଢେ ୩ ଘଣ୍ଟା ନିଦ, ସନ୍ଧ୍ୟା ୬ଟା ପରେ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ମୋଦିଙ୍କ କଥା ଶୁଣି ଚମକି ପଡିଲେ ଏମପି

ନୂଆଦିଲ୍ଲୀ,୧୦।୨: ପାର୍ଲାମେଣ୍ଟରେ ବଜେଟ ଅଧିବେଶନର ଶେଷ ଦିନ ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନେଇଯିବା ପରେ କିଛି ଏମପି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପାର୍ଲାମେଣ୍ଟ ଗୃହ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିବା ୮ଜଣ ଏମପିଙ୍କ ପାଇଁ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

ନୂଆଦିଲ୍ଲୀ,୧୦।୨: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କ୍ରମାଗତ ଭାବରେ ଅଗ୍ରଗତି କରୁଛି। ଯୋଜନା ଅନୁଯାୟୀ ସବୁକିଛି ଚାଲିଛି । କିନ୍ତୁ ସୂଚନା ମିଳିଛି ଯେ ବର୍ତ୍ତମାନ ଏହି ଯୋଜନା ପରିବର୍ତ୍ତନ କରାଯାଇପାରିବ।…

ନିଜ ଦଳକୁ ବିଜୟୀ ଦାବିକଲେ ଶରିଫ

ଇସ୍‌ଲାମାବାଦ,୧୦।୨: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଫଳାଫଳ ଅସ୍ପଷ୍ଟ ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ନିଜ ଦଳ ପିଏମ୍‌ଏଲ-ଏନ୍‌କୁ ବିଜୟୀ ବୋଲି ଦାବି କରିଛନ୍ତି। ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ଏବଂ ମେଣ୍ଟ ସରକାର ଗଢ଼ିବା…

Salary Hike: କର୍ମଚାରୀଙ୍କ ଲାଗିବ ଲଟେରୀ, ମିଳିବ ଡବଲ ବୋନସ

ନୂଆଦିଲ୍ଲୀ,୯।୨: କର୍ମଚାରୀଙ୍କ ପାଇଁ ଖୁସି ଖବର। ମିଳିବ ଡବଲ ବୋନସ। କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ ଖୁସି ଖବର ଦେବାକୁ ଯାଉଛନ୍ତି। ଯେଉଁମାନେ ମହଙ୍ଗା ଭତ୍ତା(ଡିଏ) ଓ ୧୮ ମାସର ବକେୟା ବୃଦ୍ଧି ଘୋଷଣାକୁ ଅପେକ୍ଷା କରିଛନ୍ତି ସେମାନେ ଖୁବଶୀଘ୍ର ଖୁସି…

ଅଯୋଧ୍ୟା ମନ୍ଦିରରେ ପୁରୁଷଙ୍କୁ ମିଳେ ଋତୁସ୍ରାବ ଛୁଟି, କାରଣ ଜାଣିଲେ ହୋଇଯିବେ ତାଜୁବ

ଅଯୋଧ୍ୟା,୯।୨: ମହିଳାମାନେ ମାସିକ ଋତୁସ୍ରାବଜନିତ କଷ୍ଟ ଭୋଗିଥାନ୍ତି। ଏଥିପାଇଁ କୌଣସି କାର୍ଯ୍ୟାଳୟରେ ଛୁଟି ନେବାର କୌଣସି ପ୍ରାବଧାନ ନ ଥିବାବେଳେ ଛୁଟି ରଖିବା ପାଇଁ ଦେଶରେ ଏବେ ଦାବି କରାଯାଉଛି। କିନ୍ତୁ ପୁରୁଷମାନେ ଋତୁସ୍ରାବ ପାଇଁ ଛୁଟି ନେବା କେବେ ଶୁଣିଛନ୍ତି।…

କେବଳ ଲଗେଜ ନୁହେଁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ, ମୋଟା ହୋଇଥିଲେ…

ଓ୍ବାଶିଂଟନ୍‌,୯।୨: ସାଧାରଣତଃ ଫ୍ଲାଇଟରେ ଟ୍ରାଭେଲ କରିବା ସମୟରେ ଯାତ୍ରୀମାନେ ଲଗେଜକୁ ନେଇ ବିଶେଷ ଧ୍ୟାନ ରଖିଥାନ୍ତି। ଏୟାରପୋର୍ଟରେ ଯାଇ ହଇରାଣ ହେବାଠାରୁ ଆବଶ୍ୟକୀୟ ଜିନିଷ ନେଇ ଟ୍ରାଭେଲ କରିବାକୁ ପସନ୍ଦ କରିଥାନ୍ତି। ସେଠାରେ ପହଞ୍ଚିବା ସମୟରେ ବୋର୍ଡିଂବେଳେ ଲଗେଜର ଓଜନ ମପାଯାଇଥାଏ।…

କୁକୁର ଖାଇଲାନି ବୋଲି ରାହୁଲ କର୍ମୀଙ୍କୁ ଦେଇଥିଲେ କି ବିସ୍କୁଟ? ଭିଡିଓ ଭାଇରାଲ, ଜଣାପଡିଲା ସତ

ନୂଆଦିଲ୍ଲୀ,୯।୨:ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏବେ ବାହାରିଛନ୍ତି ରାହୁଲ ଗାନ୍ଧୀ। ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ଏବେ ଛତିଶଗଡରେ ପହଞ୍ଚିଛି। ଏହାରି ଭିତରେ ଯାତ୍ରାକୁ ନେଇ କଂଗ୍ରେସ କର୍ମୀ ତ ଉତ୍ସାହିତ ଅଛନ୍ତି ହେଲେ ରାହୁଲଙ୍କୁ ନେଇ ଟ୍ରୋଲ ବି…

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ

ପୁରୀ ଅଫିସ,୯।୨(ଅଜିତ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏହା ଘଟିଛି। ସିସିଟିଭି…

ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତିଙ୍କ ପରିବାରଙ୍କୁ ମିଳେ ଏହି ବଡ ସୁବିଧା, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ଭାରତ ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri