Home Middle

ଆଜି ଓଡିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୧୫।୨: ଆସନ୍ତା ସାଧାରଣ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ନେଇ ଆଜି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଟିମ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଟିମ୍‌ ଆଜିଠୁ ୧୭…

ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ

ବୌଦ୍ଧ,୧୫।୨: ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ ବସନ୍ତ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଛି। ବୌଦ୍ଧ, ଗଞ୍ଜାମ, ଭୁବନେଶ୍ୱରରେ ଥିବା ଏକକାଳୀନ ୧୦ ସ୍ଥାନରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ଭିଜିଲାନ୍ସର…

ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ, ସାମିଲ ରହିବେ ବରିଷ୍ଠ ଭାଜପା ନେତା

ଭୁବନେଶ୍ୱର,୧୫।୨ : ରାଜ୍ୟ ସଭା ପାଇଁ ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ। ବୁଧବାର ଭାଜପା ଅଶ୍ୱିନୀଙ୍କୁ ରାଜ୍ୟ ସଭା ପ୍ରାର୍ଥିଭାବେ ଚୟନ କରିଛି। ତେବେ ଗୁରୁବାର ଅର୍ଥାତ୍‌ ଆଜି ସେ ପ୍ରାର୍ଥପତ୍ର ଦାଖଲ କରିବେ। ଏହି ସମୟରେ ଭାଜପାର ଅନେକ ବରିଷ୍ଠ…

ଅଙ୍ଗ ପ୍ରତିରୋପଣରେ ଭାରତ ଆଗରେ: ବର୍ଷକରେ ୧୬,୯୪୧ ପ୍ରତିରୋପଣ…

ନୂଆଦିଲ୍ଲୀ,୧୫।୨ : ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଆମେରିକା ସମେତ ଅନେକ ଦେଶକୁ ପଛରେ ପକାଇ ଭାରତ ଆଗୁଆ ରହିଛି। ଏଥି ସହିତ, ଏହା ବିଶ୍ୱର ଶ୍ରେଷ୍ଠ ଦଶ ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଛି। କେବଳ ଏତିକି ନୁହେଁ, ୭୫ ବର୍ଷ…

ବେଆଇନ ବ୍ୟବସାୟ ଅଭିଯୋଗ: ୪୩ ଭାରତୀୟଙ୍କୁ ଦେଶରୁ ବିତାଡିତ କରିବ ମାଳଦ୍ୱୀପ…

ମାଲେ,୧୫।୨ : ବେଆଇନ ଉପାୟରେ ବ୍ୟବସାୟ କରିବା ଅଭିଯୋଗରେ ୪୩ ଜଣ ଭାରତୀୟଙ୍କ ସମେତ ୧୮୬ ବିଦେଶୀ ନାଗରିକଙ୍କୁ ମାଳଦ୍ୱୀପ ଦେଶରୁ ବିତାଡିତ କରିବ। ବିଦେଶୀ ନାଗରିକଙ୍କୁ ଦେଶରୁ ବିତାଡିତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ବିଦେଶୀ ନାଗରିକଙ୍କ ବିରୋଧରେ…

ଆସିଲା ଖୁସି ଖବର: ଶୀଘ୍ର ବଜାରରେ ମିଳିବ କ୍ୟାନସର ଟିକା, ପୁଟିନ ଦେଲେ ସୂଚନା…

ମସ୍କୋ,୧୫।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମର ବୈଜ୍ଞାନିକମାନେ କ୍ୟାନସର ଟିକ ବିକଶିତ କରିବାର ନିକଟତର ହୋଇଛନ୍ତି ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ପୁଟିନ ଏକ ଟେଲିଭିଜନ ବିବୃତ୍ତିରେ କହିଛନ୍ତି ଆମେ କର୍କଟ ଟିକା ଏବଂ…

କଟକଣାକୁ ବେଖାତିର: ପୁଣି କ୍ରୁଏଜ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଏକାଧିକ କ୍ରୁଜ କ୍ଷେପଣାସ୍ତ୍ର ସମୁଦ୍ରକୁ ନିକ୍ଷେପ କରିଛି। କଟକଣାକୁ ବେଖାତିର କରି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ବୁଧବାର ଏହା କରାଯାଇଛି। ଜାନୁଆରୀ ପରଠାରୁ ଏହା ହେଉଛି କିମଙ୍କର ପଞ୍ଚମ ପରୀକ୍ଷା। ଦକ୍ଷିଣ…

ପରେଡ ସମୟରେ ଆଖିବୁଜା ଗୁଳିମାଡ଼…

ସିକାଗୋ,୧୫।୨ : ଆମେରିକାର ମିସୌରୀ, କାନସାସ ସିଟିରେ ଆଖିବୁଜା ଗୁଳମାଡ଼ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଅନୁଯାୟୀ, କାନସାସ ସିଟିରେ ଚିଫ୍ଦର ସୁପର ବାଉଲ ବିଜୟ ପରେ ଅନୁଷ୍ଠିତ…

ମୋବାଇଲ ଟର୍ଚ୍ଚରେ ରୋଗୀ ସେବା, ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଡେରାବିଶ, ୧୪ା୨(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ରୋଗୀଙ୍କ ପାଇଁ ଗୁରୁତ୍ୱ ବହନ କରୁଛି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସୋମବାର…

ଲୋକସଭା, ୪ ବିଧାନସଭା ନିର୍ବାଚନ: ୩.୪ ଲକ୍ଷ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମାଗିଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୪ା୨: ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମରେ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ସମୟରେ ପର୍ଯ୍ୟାୟକ୍ରମେ ନିୟୋଜନ ପାଇଁ ନିର୍ବାଚନ ଆୟୋଗ (ଇସି) ୩.୪ ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) କର୍ମଚାରୀଙ୍କୁ ମାଗିଛନ୍ତି।…

Video: କିଏ ହେବ ଟି ୨୦ ବିଶ୍ୱକପରେ ଅଧିନାୟକ ? ସ୍ପଷ୍ଟ କଲେ ବିସିସିଆଇ ସଚିବ ଜୟ ଶାହା

ନୂଆଦିଲ୍ଲୀ,୧୪ା୨: ଗତ ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ଶୁଭଙ୍କର ନ ଥିଲା। ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଏବଂ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ହାତରେ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଚଳିତ ବର୍ଷ ଭାରତୀୟ ଦଳକୁ ଜୁନ ମାସରେ…

ଜମ୍ମୁ ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳିମାଡ଼, କଡ଼ା ଜବାବ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୪ା୨: ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ରେଞ୍ଜର୍ସ ଜମ୍ମୁର ମାକୱାଲ ଅଞ୍ଚଳରେ ପାକିସ୍ତାନ ରେଞ୍ଜର୍ସ ସୀମା ସୁରକ୍ଷା ବଳ ପୋଷ୍ଟରେ ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନୀ ସେନାର ଏଭଳି ତୁମୁଳ କାଣ୍ଡର ଜବାବ ବିଏସଏଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri