ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ମୋଦି ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନଡ଼ିଆ ପାଇଁ ସରକାର ଏମ୍ଏସ୍ପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ଦେଇ ୬ ଲେନ୍ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି…
ଚାଇନା ଉପରେ ଏବେ କଡ଼ା ନଜର ରଖିବ ତାଇଓ୍ବାନ: ବିକଶିତ କଲା ଆଧୁନିକ ଡ୍ରୋନ…
ତାଇପେ/ବେଜିଂ,୨୭।୧୨ : ତାଇୱାନ ଏବେ ଚାଇନା ଠାରୁ ନିଜକୁ ରକ୍ଷା କରିବାରେ ବ୍ୟସ୍ତ ଅଛି। ତାଇୱାନର ପ୍ରଥମ ସ୍ବଦେଶୀ ବିକଶିତ ଦୀର୍ଘ ଦୂରଗାମୀ ଡ୍ରୋନ ସଫଳତାର ସହିତ ୨୦ ଘଣ୍ଟାର ଉଡ଼ାଣ ଶେଷ କରିଛି । ଉନ୍ନତ ତଦାରଖ ପାଇଁ ଏହା…
ଐତିହାସିକ ସ୍ତରରେ ବନ୍ଦ ହେଲା ଶେୟାର ବଜାର, ପ୍ରଥମ ଥର ୭୨,୦୦୦ ପଏଣ୍ଟ ପାର କଲା ସେନସେକ୍ସ ସୁଚକାଙ୍କ
ମୁମ୍ବାଇ,୨୭।୧୨ : ଭାରତୀୟ ଶେୟାର ବଜାରରେ ଲଗାତାର ଚତୁର୍ଥ ଦିନ ଉତ୍ସାହ ସହିତ ବୁଧବାର ସେନସେକ୍ସ ସୁଚକାଙ୍କ ସର୍ବକାଳୀନ ସ୍ତର ୭୨,୦୦୦ ପଏଣ୍ଟ ଛୁଇଁଛି ଏବଂ ନିଫ୍ଟି ୨୦୬ ପଏଣ୍ଟ ବୃଦ୍ଧି ପାଇଁ ୨୧,୬୭୫ ପଏଣ୍ଟରେ ପହଞ୍ଚିଛି। ସେହିପରି ବ୍ୟାଙ୍କ ନିଫ୍ଟି…
ଫିନଲାଣ୍ଡ ଉପରେ ବୋମା ବର୍ଷା କରିବାକୁ ପୁଟିନଙ୍କ ଷଡ଼ଯନ୍ତ୍ର…
ମସ୍କୋ,୨୭।୧୨ : ୟୁକ୍ରେନ ଯୁଦ୍ଧ ଏବଂ ନାଟୋ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ରୁଷିଆ ଖୁବ ଶୀଘ୍ର ଉତ୍ତର ମିଲିଟାରୀ ଜିଲାରେ ଏହାର ନୂତନ ତୋପ ଲଗାଇବାକୁ ଯାଉଛି। ଏହା ହେଉଛି ରୁଷିଆର ସାମରିକ ଜିଲା ଯାହା ଫିନଲାଣ୍ଡ ଏବଂ ନରୱେ…
ଜମ୍ମୁ-କଶ୍ମୀର ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର: ମୁସଲିମ ଲିଗ ବ୍ୟାନ…
ନୂଆଦିଲ୍ଲୀ,୨୭।୧୨ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି। ବାସ୍ତବରେ ଜମ୍ମୁ-କଶ୍ମୀରରେ ମୁସଲିମ ଲିଗ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ଏହି ଘୋଷଣା…
ଶିବରାଜ ଛାଡିଲେ ଶ୍ୟାମଳା ହିଲ୍ସ, ଏବେ ଏହା ହେବ ନୂଆ ଠିକଣା…
ଭୋପାଳ,୨୭।୧୨ : ମଧ୍ୟପ୍ରଦେଶର ପୂର୍ବତନ ସିଏମ ଶିବରାଜ ସିଂ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଶ୍ୟାମଳା ହିଲ୍ସ ଖାଲି କରିଛନ୍ତି। ସେ ବଙ୍ଗଳା ଖାଲି କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଗୋଶାଳାରେ ଗୋମାତାଙ୍କର ଦର୍ଶନ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ସୁକ୍ଷ୍ମ ଅଭିଜିତ ଶୁଭ ମୁହୁର୍ତ୍ତ…
ଅଯୋଧ୍ୟା,୨୭।୧୨ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ଯେଉଁଥି ପାଇଁ ୨୨ ଜାନୁଆରୀ ୨୦୨୪ ତାରିଖ ସ୍ଥିର କରାଯାଇଛି। କିନ୍ତୁ ବିଶେଷ କଥା ହେଉଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ୮୪ ସେକେଣ୍ଡର ସୁକ୍ଷ୍ମ ଶୁଭ…
ଏଲିଅନ୍ସଙ୍କ ଭାଷା ବୁଝିବା ହେବ ସହଜ, ‘ଏଲିଅନ୍ସ ଡିକ୍ସନାରି’ ପ୍ରସ୍ତୁତ କଲେ ବୈଜ୍ଞାନିକ
ଏଲିଅନ୍ସ କିମ୍ବା ଅନ୍ୟ ଗ୍ରହରେ ଜୀବନ ଠାବ କରିବା ପାଇଁ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି। ବୈଜ୍ଞାନିକମାନେ ଏନେଇ ବିଭିନ୍ନ ପ୍ରକାର ଅଧ୍ୟନ କରିବା ସହ ସେମାନଙ୍କ ଜୀବସତ୍ତା ନେଇ ଭିନ୍ନ ମତ ଦେଉଛନ୍ତି। ସେମାନଙ୍କ ଅସ୍ତିତ୍ୱ ଅଛି କି ନାହିଁ…
ଖୁସି ଖବର: ସୁନା ହେବ ଶସ୍ତା, ସରକାର ନେଲେ ଏହି ବଡ ପଦକ୍ଷେପ…
ନୂଆଦିଲ୍ଲୀ,୨୭।୧୨ : ଲୋକଙ୍କ ପାଇଁ ଖୁସି ଖରବ ଦେଶରେ ସୁନା ଅଳଙ୍କାରର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଏ ବାବଦରେ ମୋଦି ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ବିପୁଳ ପରିମାଣର ସୁନା ଆମଦାନୀ…
ସାର କାରଖାନାରୁ ଏମୋନିଆ ଗ୍ୟାସ ଲିକ: ଚେତା ହରାଇଲେ ବହୁ ଲୋକ, ହସ୍ପିଟାଲରେ ଭର୍ତ୍ତି…
ଚେନ୍ନାଇ,୨୭।୧୨ : ୨୬ ଡିସେମ୍ବର ୨୦୨୩ ମଙ୍ଗଳବାର ରାତିରେ ତାମିଲନାଡୁର ରାଜଧାନୀ ଚେନ୍ନାଇର ଏନନୋରରେ ଆତଙ୍କ ଦେଖାଦେଇଥିଲା, ଯେତେବେଳେ ସମଗ୍ର ଅଞ୍ଚଳରୁ ଏକ ଅଜବ ଗନ୍ଧ ବାହାରିବାକୁ ଲାଗିଲା ଏବଂ ସେହି ଗନ୍ଧ ଯୋଗୁଁ ଅନେକ ଲୋକ ଚେତାଶୂନ୍ୟ ହୋଇଗଲେ। କିଛି…
ଆସିବ ଭାରତ ଚାଉଳ: ଦାମ କିଲୋପିଛା ୨୫ ଟଙ୍କା…
ନୂଆଦିଲ୍ଲୀ,୨୭।୧୨ : ଭରତ ଅଟା ଏବଂ ଭାରତ ଡାଲି ପରେ ବର୍ତ୍ତମାନ ଭାରତ ଚାଉଳ ବାଜାରକୁ ଆସିବାକୁ ଯାଉଛି। ମୁଦ୍ରାସ୍ଫୀତିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ନ ପଡ଼ିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ବଜାରରେ ଯେତେ ମୁଦ୍ରାସ୍ଫୀତି ବିସ୍ତାର…
ଚିନ୍ତା ବଢାଇଲାଣି କରୋନା: ୨୪ ଘଣ୍ଟାରେ ୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ, ୭ ରାଜ୍ୟରେ କାୟା ବିସ୍ତାର କରିସାରିଲାଣି ନୂଆ ଭାରିଆଣ୍ଟ
ନୂଆଦିଲ୍ଲୀ,୨୭।୧୨: ପୁଣିଥରେ ଭାରତରେ କରୋନା ଦ୍ରୁତ ଗତିରେ ବ୍ୟାପୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ଭାରତରେ ୫୨୯ ଟି ନୂଆ କରୋନା ମାମଲା ରେକର୍ଡ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ୪୦୯୩ରେ ପହଞ୍ଚିଛି। ଏଥିସହିତ ତିନି…
Archives


