Home Middle

ମୋଦିଙ୍କ ରାସନ ଗ୍ୟାରେଣ୍ଟି ଉପରେ ରୋକ, ଦିଆଯିବନି କ୍ୟାରି ବ୍ୟାଗ୍‌, ଦୋକାନରୁ ହଟିବ ପାର୍ଟିର ବ୍ୟାନର-ପୋଷ୍ଟର

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଭାଗ ଆଦର୍ଶ ଆଚରଣ ବିଧି ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ମଧ୍ୟ ପଛରେ ନାହିଁ। ପେଟ୍ରୋଲ ପମ୍ପ ଏବଂ ସର୍ବସାଧାରଣ ବିତରଣ ପ୍ରଣାଳୀ ଦୋକାନରେ ଆଚରଣ ବିଧି ଉଲ୍ଲଂଘନ…

ଓପନିୟନ ପୋଲରେ ବାଇଡେନଙ୍କୁ ପଛରେ ପକାଇଲେ ଟ୍ରମ୍ପ

ଓ୍ବାଶିଂଟନ,୪।୪: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରେ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି। ସାତୋଟି ରାଜ୍ୟରେ କରାଯାଇଥିବା ସର୍ଭେରେ ରିପବ୍ଲିକାନ ନେତା ଟ୍ରମ୍ପ ଡେମୋକ୍ରାଟ…

ଭାଜପାରୁ ଇସ୍ତଫା ଦେଲେ ସୋନାଲି ସାହୁ, ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୪।୪: ଭାଜପା ଛାଡିଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନୁସାରେ ସେ ବିଜେଡିରେ…

ଘୁଞ୍ଚାଇ ଦିଆଯିବ ଲୋକ ସଭା ନିର୍ବାଚନ, ନିର୍ବାଚନ କମିଶନ- ସିଜେଆଇ ଚନ୍ଦ୍ରଚୁଡଙ୍କ ନିକଟରେ ଆବେଦନ କଲା…

ନୂଆଦିଲ୍ଲୀ,୪।୪: ରାଜନୈତିକ ଦଳମାନଙ୍କ ସହିତ ନିର୍ବାଚନ କମିଶନ ମଧ୍ୟ ଲୋକ ସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେପଟେ ଦିଲ୍ଲୀ ମୈତେଇ କୋଅର୍ଡିନେଟିଂ ବା ସମନୱୟ କମିଟି (ଡିଏମସିସି) ମଣିପୁରରେ ଲୋକ ସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି।…

ଏଥର ପାରାଦୀପରୁ କିଏ ହେବେ ବିଜେଡି ପ୍ରାର୍ଥୀ, କଟିବ ସମ୍ବିତଙ୍କ ଟିକେଟ୍‌!

ଭୁବନେଶ୍ୱର, ୪।୪: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେଡି ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ହେଲେ ଏଥିରେ ପାରାଦୀପର ନାଁ ନାହିଁ। ତେବେ ପାରାଦୀପରୁ ବିଜେଡି କାହାକୁ ଟିକେଟ୍‌ ଦେବ ସେନେଇ ଚର୍ଚ୍ଚା ଜାରି…

କୋରେଇ ରାଜନୀତିରେ ନାଟକୀୟ ମୋଡ଼, ଅଭିନେତା ବନାମ ଅଭିନେତ୍ରୀଙ୍କ ଭିତରେ ହୋଇପାରେ ଲଢେଇ!

ଯାଜପୁର,୪।୪: କୋରେଇ ବିଧାନସଭା ଆସନରେ ମୁହାଁମୁହିଁ ହୋଇପାରନ୍ତି ଅଭିନେତା ଅଭିନେତ୍ରୀ। ଭାଜପା ଏଠାରେ ଅଭିନେତା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୋରେଇରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ। କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ…

ଶେୟାର ମାର୍କେଟ୍‌ରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି ରାହୁଲ ଗାନ୍ଧୀ: ତାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ,ସେ ତାଙ୍କ ଆୟ ବିଷୟରେ ସୂଚନା ଦେବା ସହିତ ଆଫିଡେଭିଟରେ ଶେୟାର, ଗୋଲ୍ଡ ବଣ୍ଡ ଏବଂ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ କରିଥିଲେ।…

ଭଗତ ସିଂ-ଆମ୍ବେଡକରଙ୍କ ମଝିରେ ଲାଗିଛି ଫଟୋ, ସୁନୀତା ପଢ଼ିଲେ ଜେଲ୍‌ରୁ କେଜ୍‌ରିଓ୍ବାଲ ପଠାଇଥିବା ବାର୍ତ୍ତା

ନୂଆଦିଲ୍ଲୀ,୪।୪: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ଜେଲରେ ଅଛନ୍ତି, କିନ୍ତୁ ଜେଲରୁ ପତ୍ନୀ ସୁନୀତାଙ୍କ ମାଧ୍ୟମରେ ଜନସାଧାରଣ ଏବଂ ଆମ ଆଦମୀ ପାର୍ଟି ବିଧାୟକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଛନ୍ତି। ଗୁରୁବାର ଅର୍ଥାତ ୪ ଏପ୍ରିଲରେ ସୁନୀତା ଏକ…

ଆସନ୍ତା ମାସରେ ଆସୁଛି ଟେସ୍‌ଲା ଟିମ୍, ଭାରତରେ କାରଖାନା ବସାଇବାକୁ ଖୋଜିବେ ସ୍ଥାନ

ଭୁବନେଶ୍ୱର, ୪।୪: କିଛି ଦିନ ପୂର୍ବରୁ ଭାରତ ସରକାର ନୂତନ ବୈଦ୍ୟୁତିକ ଯାନ ନୀତି (ଇଭି ପଲିସି) ଘୋଷଣା କରିଥିଲେ। ସେବେଠାରୁ ଅଗ୍ରଣୀ ଇଭି କମ୍ପାନୀ ଟେସ୍‌ଲା ଭାରତ ଆସିବାର ସମ୍ଭାବନା ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତରେ ଟେସଲାର ପ୍ରବେଶ ନିଶ୍ଚିତ…

କଂଗ୍ରେସ ଫିକ୍ସ କଲା ପ୍ରାର୍ଥୀ ତାଲିକା; ବାଲେଶ୍ୱରରୁ ଶ୍ରୀକାନ୍ତ, ପୁରୀରେ ନୂଆ ମୁହଁ!

ଭୁବନେଶ୍ୱର,୪।୪: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ମଧ୍ୟ ୪୯ ବିଧାନସଭା ଓ ୮ ଲୋକ ସଭା…

ସମାଜସେବା ନାଁରେ କ୍ଷମତା ଓ ଚୌକି ଲୋଭ, ଦୁଇ ଘଣ୍ଟାରେ ବଦଳି ଯାଉଛି ଆଦର୍ଶ

ଭୁବନେଶ୍ୱର, ୪।୪: ନିର୍ବାଚନ ଆସିଲେ ମନେ ପଡୁଛି ଆଦର୍ଶ ଏବଂ ଆତ୍ମସମ୍ମାନ। ଟିକେଟ୍ ନ ମିଳିବାରୁ ଦଳ ପରିବର୍ତ୍ତନ କରୁଛନ୍ତି ନେତା। ସମାଜ ସେବା କଥା କହି ନିର୍ବାଚନ ଲଢ଼ୁଥିବା ବେଳେ କ୍ଷମତା, ଚୌକି ଲୋଭ ରହୁଛି ସର୍ବୋପରି। ନିର୍ବାଚନ ପୂର୍ବରୁ…

ନିର୍ବାଚନ ଲଢିବେ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା, ମିଳିଲା ଏହି ଦଳର ଟିକେଟ୍‌

ନୂଆଦିଲ୍ଲୀ,୪।୪: ବହୁ ଲୋକପ୍ରିୟ ପଞ୍ଜାବ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା ଏବେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି କି, କଂଗ୍ରେସ ତାଙ୍କୁ ଟିକଟେ୍‌ ଦେଇଛି। ଏହାପୂର୍ବରୁ ମୁସଓ୍ବୋଲାଙ୍କ ବାପା ବଲକୌର ସିଂହ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଥିଲେ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?