ନିଜ କମ୍ପାନୀର ସର୍ଭିସକୁ ଖରାପ କହିଲା ‘ଏଆଇ ଚାଟବୋଟ୍’, କଷ୍ଟମରଙ୍କୁ କଲା ଗାଳି, ଭାଇରାଲ ହେଉଛି ସ୍କ୍ରିନସଟ୍
ଶିଂଟନ୍,୨୩।୧: ନିକଟରେ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ୍ ଭାଇରାଲ ହୋଇଛି। ଯେଉଁଥିରେ ଏଆଇ ଚାଟ୍ବୋଟ୍ ନିଜ କମ୍ପାନୀର ସର୍ଭିସ ଖରାପ ବୋଲି ମେସେଜ କରିଛି। ଜଣେ ବ୍ୟକ୍ତି କିଛି ପ୍ରଶ୍ନ ପଚାରିବାରୁ ଚାଟବୋଟ୍ ଏପରି ରିପ୍ଲାଏ କରିଛି। କହିରଖୁଛୁ କି, ଇଉରୋପୀୟ…
ICC Test Team : କୋହଲି-ରୋହିତ-ବୁମରା ଟେଷ୍ଟ ଦଳରୁ ବାହାର, ୨ ଭାରତୀୟ ଖେଳାଳି ସାମିଲ…
କୋଲକାତା,୨୩।୧ : ଆଇସିସି ୨୦୨୩ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି। ବିଶ୍ୱ ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଶ୍ରେଷ୍ଠ ଦଳରେ ପାଞ୍ଚ ଜଣ କଙ୍ଗାରୁ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ…
ଆସାମରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ପୋଲିସର ଲାଠିଚାର୍ଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ
ଗୁଆହାଟୀ,୨୩।୧ : ଆସାମରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଥିବା ସମୟରେ ଉତ୍ତେଜନା ଦେଖାଦେଇଛି । କଂଗ୍ରେସର ୫ ହଜାରରୁ ଅଧିକ କର୍ମକର୍ତ୍ତାଙ୍କୁ ଗୁଆହାଟୀରେ ପ୍ରବେଶ କରିବାକୁ ଅନୁମତି ଦିଆ ନ ଯିବାରୁ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନା ଦେଖାଯିବାରୁ ପୋଲିସ…
ମହିଳା କେନ୍ଦ୍ରିକ ହେବ ଗଣତନ୍ତ୍ର ଦିବସ: ଭାରତୀୟ ମୂଳ ଫରାସୀ ସୈନିକ ପରେଡରେ କରିବେ ଅଂଶଗ୍ରହଣ, ପ୍ରଥମ ଥର ପାଇଁ ମହିଳା କଣ୍ଟିଜେଣ୍ଟ ସାମିଲ…
ନୂଆଦିଲ୍ଲୀ,୨୩।୧ : ଭାରତୀୟ ସେନାର ମେଜର ଜେନେରାଲ ସୁମିତ ମେହେଟ୍ଟା ମଙ୍ଗଳବାର ଗଣତନ୍ତ୍ର ଦିବସ ପରେଡ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମ ଥର ପାଇଁ ସମସ୍ତ ମହିଳା ସୈନିକଙ୍କୁ ନେଇ ଏକ ସୈନ୍ୟ କଣ୍ଟିଜେଣ୍ଟ କତ୍ତର୍ବ୍ୟ ପଥରେ ପରେଡ଼…
ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା: ଦଳରେ ସ୍ଥାନ ପାଇଲେ ୬ ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୨୩।୧: ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା କରିଛି। ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ଏହି ସ୍ବତନ୍ତ୍ର ଦଳରେ ଭାରତର ୬ ଜଣ ଖେଳାଳି ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବାବେଳେ ୨ ଜଣ ଖେଳାଳି…
୩ ବରିଷ୍ଠ ନେତାଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ
କଟକ,୨୩।୧: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ଉଠାଇଛି। ସେମାନେ ହେଲେ, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ବରିଷ୍ଠ କଂଗ୍ରେସ ନେତା…
ମିଜୋରାମରେ ଦୁର୍ଘଟଣାର ସମ୍ମୁଖୀନ ହେଲା ମ୍ୟାନ୍ମାର ସେନା ବିମାନ, ୬ ଆହତ
ଆଇଜଲ,୨୩।୧: ମଙ୍ଗଳବାର ସକାଳେ ମିଜୋରାମରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମ୍ୟାନ୍ମାର ସୈନ୍ୟ ବିମାନ ଏଠାରେ ଥିବା ଲେଙ୍ଗପୁଇ ବିମାନବନ୍ଦରରେ ରନୱେରୁ ଖସିଯାଇଛି। ବିମାନରେ ପାଇଲଟଙ୍କ ସମେତ ବିମାନରେ ୧୪ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି।…
ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ପ୍ରବେଶ ପାଇଁ ରାସ୍ତା ବନ୍ଦ, କଂଗ୍ରେସ କର୍ମୀଙ୍କ ଉତ୍ତେଜନା
ଗୁଆହାଟୀ,୨୩।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବର ଆସାମର ଗୁଆହାଟୀରେ ପୁଣିଥରେ ବିବାଦ ଦେଖାଦେଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଏବଂ ପୋଲିସ…
ବନ୍ଦ ହେଲା ରାମ ମନ୍ଦିର ଦର୍ଶନ
ଅଯୋଧ୍ୟା,୨୩।୧: ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାରୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି। ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଥିଲା। ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ…
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ହେଉ ଭାରତ: ଏଲନ ମସ୍କ
ନୂଆଦିଲ୍ଲୀ,୨୩।୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ କେତେକ ପ୍ରସଙ୍ଗରେ ବିଶ୍ୱର ବୃହତ୍ତମ ସଂଗଠନ ମିଳିତ ଜାତିସଂଘରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି।…
OSRTC ବସ୍କୁ ଧକ୍କା ଦେଲା ଘରୋଇ ବସ: ଏକାଧିକ ଆହତ
ଭୁବନେଶ୍ୱର,୨୩।୧: ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ ମଙ୍ଗଳବାର ସକାଳୁ ଏକ ଦୁର୍ଘଟଣା ଘଟିଛି। OSRTC ବସ୍କୁ ପଛରୁ ଏକ ଘରୋଇ ବସ୍କୁ ଧକ୍କା ଦେଇଛି ଘରୋଇ ବସ। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଯାତ୍ରୀଙ୍କୁ ଉଠାଇବା ପାଇଁ…
ଆମେରିକା ରାଷ୍ଟ୍ରପତିଙ୍କ ନାମରେ ନକଲି ରେକର୍ଡିଂ କଲ, ଭୋଟ ନ ଦେବାକୁ ନିବେଦନ
ଓ୍ବାଶିଂଟନ,୨୩।୧: ଆମେରିକାର ନ୍ୟୁ ହାମ୍ପସାୟରରେ ଆଜି ପ୍ରାଥମିକ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଭୋଟ ଦେବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବରରେ ଏକ ନକଲି ରେକର୍ଡିଂ କଲ ନ୍ୟୁ ହାମ୍ପସାୟାର ଲୋକଙ୍କ ନିକଟରେ ପହଞ୍ଚିଛି। ଏହି ନକଲି…
Archives


