Home Middle

ଅଧରାତିରେ ରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ମୋଦି:ଦେଖନ୍ତୁ ଭିଡିଓ

ବାରାଣସୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରେ ପହଞ୍ଚିଛନ୍ତି। ଆଜି ସେ ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବେ। ଏହାପୂର୍ବରୁ ସେ ହଠାତ୍‌ ମଧ୍ୟରାତ୍ରିରେ ଶିବପୁର-ଫୁଲୱରିଆ-ଲହରତାରା ରାସ୍ତା ଯାଞ୍ଚ କରିଥିଲେ। ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ…

ଆଜି ଦେଶବ୍ୟାପୀ କଳାଦିବସ କୃଷକଙ୍କ ଉପରକୁ ଗୁଳିମାଡ଼ର ପ୍ରତିବାଦ

ଭୁବନେଶ୍ୱର,୨୩।୨(ବନ୍ଦନା ସେଠୀ): ପଞ୍ଜାବ-ହରିୟାଣା ସୀମା ଖାନାଉରିଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳିମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ୟୁନିୟନଗୁଡିକର ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରେଶନ ସମୂହ ଓଡିଶା ପକ୍ଷରୁ ତୀବ୍ର…

ଫେବୃୟାରୀ ୨୩ରେ କଳା ଦିବସ, ମାର୍ଚ୍ଚ ୧୪ରେ ମହାପଞ୍ଚାୟତ: ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ନୂଆଦିଲ୍ଲୀ,୨୨।୨: ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସକେଏମ) ଚାଷୀଙ୍କ ପ୍ରଦର୍ଶନରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏମଏସପି ଉପରେ ଗ୍ୟାରେଣ୍ଟି ଆଇନ ଦାବି କରୁଥିବା ଚାଷୀଙ୍କ ଦ୍ୱାରା ଚାଲିଥିବା ବିରୋଧ ମଧ୍ୟରେ କୃଷକ ନେତା ରାକେଶ ଟିକାୟତ ଗୁରୁବାର ଘୋଷଣା କରିଛନ୍ତି ଯେ ଫେବୃୟାରୀ…

ଲୋକଙ୍କ ପାଖକୁ ଯିବାକୁ କେହି ରୋକିପାରିବେନି, ଗୁଳିମାରିଲେ ବି ଯିବି: ପାଣ୍ଡିଆନ

ଭୁବନେଶ୍ୱର,୨୨ା୨(ଅନିଲ ଦାସ)-ମତେ ଅଣ୍ଡା, ଚପଲ, କାଳି, ଟମାଟୋମାଡ଼ କର କି ଗୁଳିମାଡ଼ କର, କିଛି ଫରକ ପଡ଼ିବନି। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ କାମ କରିବି । ଖରାରେ ୧୦ ହଜାର ଲୋକ ଅପେକ୍ଷା କରିଛନ୍ତି । ସେମାନଙ୍କୁ…

ଚାଷୀଙ୍କ ପାଇଁ ଖୁସିଖବର: ଏତିକି ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ସହାୟତା ବଢାଇଲେ ସରକାର

ଭୁବନେଶ୍ୱର,୨୨।୨: ଚାଷୀଙ୍କ ପାଇଁ ଖୁସିଖବର। କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଆଉ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢାଇଛନ୍ତି। ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ୩ ବର୍ଷ ଯୋଜନା ପାଇଁ ୬୦୨୯.୭୦ କୋଟି ଖର୍ଚ୍ଚ…

ଅଖିଳେଶଙ୍କ ହାତ ଛାଡିବା ପରେ ନୂଆ ଦଳ ଘୋଷଣା କଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଇଣ୍ଡିଆ ମେଣ୍ଟକୁ କରିବେ ସମର୍ଥନ

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଶକ୍ତିଶାଳୀ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରୁ ଅଲଗା ହୋଇ ଗୁରୁବାର ତାଙ୍କର ନୂତନ ରାଜନୈତିକ ଦଳ ଘୋଷଣା କରିଛନ୍ତି। ମୌର୍ଯ୍ୟ ତାଙ୍କ ନୂଆ ଦଳର ନାମ ରଖିଛନ୍ତି ‘ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି’।…

ଆଇପିଏଲ ୨୦୨୪: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନି-କୋହଲି

ନୂଆଦିଲ୍ଲୀ,୨୨।୨: ଆଇପିଏଲ ୨୦୨୪ ପ୍ରଥମ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମାର୍ଚ୍ଚ ୨୨ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହି ଟୁର୍ନାମେଣ୍ଟ ଦୁଇଟି…

ଆଇପିଏଲ ୧୭ତମ ଏଡିସନ ପାଇଁ ସିଡ୍ୟୁଲ ଘୋଷଣା, ୨୨ ମାର୍ଚ୍ଚରେ ଖେଳାଯିବ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୨୨।୨: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୪) ର ୧୭ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ଟି -୨୦ ଲିଗର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର…

ଖାର୍ଗେଙ୍କୁ ଜେଡ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଗୃହ ମନ୍ତ୍ରଣାଳୟର ପାରାମିଲିଟାରୀ ଫୋର୍ସ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦିଆଯାଇଛି। ଆଇବିର ଥ୍ରେଡ ପରସେପ୍ସନ ରିପୋର୍ଟ ଆଧାରରେ ସିଆରପିଏଫର ଏହି ଜେଡ ପ୍ଲସ ବର୍ଗର ସୁରକ୍ଷା ବ୍ୟବସ୍ଥା…

ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ,୨୨।୨: କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୨ଟି ମ୍ୟାଚ କଟକ ଏବଂ ପୁଣେରେ ଖେଳିପାରେ। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ଅନ୍ୟତ୍ର ମ୍ୟାଚ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି। ବିଗତ…

ପୁଣି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, ଲୋକପ୍ରିୟତାରେ ନମ୍ବର-୧ 

ନୂଆଦିଲ୍ଲୀ,୨୨।୨: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଲୋକପ୍ରିୟତା ମାମଲାରେ ପଛରେ ପକାଇ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ପାଶ୍ଚାତ୍ୟ ଦେଶର ନେତାମାନେ ମଧ୍ୟ ଏହା ସ୍ବୀକାର କରୁଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମର୍ନିଂ କନ୍ସଲ୍ଟ ପକ୍ଷରୁ…

କଣ୍ଡୋମରେ ନିର୍ବାଚନ ପ୍ରଚାର, ଘର ଘର ବୁଲି ବାଣ୍ଟୁଛନ୍ତି ଦଳୀୟ କର୍ମୀ

ନୂଆଦିଲ୍ଲୀ,୨୨।୨: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ସବୁ ଦଳ। ଏନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ନିର୍ବାଚନରେ ଏକାଠି ଲଢିବାକୁ ନେଇ ଗଡ ତିଆରିଥିବା ଇଣ୍ଡିଆ ମେଣ୍ଟ ଏବେ ଅଧାଗଢା ଘରେ ଏକାକୀ ପଡିଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri