ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା: ଅରୁଣ ସାହୁ
ଭୁବନେଶ୍ୱର,୮ା୨(ଅନିଲ ଦାସ): ରାଜ୍ୟ ସରକାର ଯେତେ ଯାହା ବିକାଶ କଲେ ମଧ୍ୟ ବିରୋଧୀ ଦଳଙ୍କୁ ତାହା ଦେଖାଯାଉନାହିଁ। ଯେକୌଣସି କଥାରୁ ଖିଅ ବାହାର କରିବା ବିରୋଧୀଙ୍କ ଏକ ଅଭ୍ୟାସରେ ପରିଣତ ହେଲାଣି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ସେ…
ଇତିହାସ ସୃଷ୍ଟି କଲେ ମୂଳ ଭାରତୀୟ ବରୁଣ ଘୋଷ, ଭଗବତ ଗୀତା ସହ ଶପଥ ନେଇଥିବା ପ୍ରଥମ ସିନେଟର
ମେଲବର୍ନ,୮।୨: ପବିତ୍ର ହିନ୍ଦୁ ଶାସ୍ତ୍ର ଭଗବଦ ଗୀତା ଉପରେ ଶପଥ ଗ୍ରହଣ କରିଥିବା ଭାରତୀୟ ମୂଳ ବାସିନ୍ଦା ବରୁଣ ଘୋଷ ପ୍ରଥମ ସିନେଟର ଭାବେ ଇତିହାସ ରଚିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଅଷ୍ଟ୍ରେଲିୟ ଲେବର ପାର୍ଟି (ଏଲପି) ସିନେଟର ପାଟ୍ରିକ ଡୋଡସନ…
ଇନଷ୍ଟାଗ୍ରାମରୁ ପରସ୍ପରକୁ ଅନଫଲୋ କଲେ ହାର୍ଦ୍ଦିକ-ରୋହିତ, ଜାଣନ୍ତୁ ଭାଇରାଲ ଦାବିର ସତ୍ୟତା…
ନୂଆଦିଲ୍ଲୀ,୮।୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଅଣାଯାଇଛି। ଦଳ…
୪୫୦ ଟଙ୍କାରେ ମିଳିବ ସିଲିଣ୍ଡର: Rajasthan Budget 2024…
ଜୟପୁର,୮।୨ : ରାଜସ୍ଥାନ ସରକାର ଗୁରୁବାର ବିଧାନସଭାରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ସରକାର ପ୍ରତ୍ୟେକ ବିଭାଗ ପ୍ରତି ଦୃଷ୍ଟି ଦେଇଛନ୍ତି। ଯେଉଁଥିରେ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କାରେ ମିଳିବ। ଯାହାର ଲାଭ ୭୩ଲକ୍ଷ ପରିବାର ପାଇଁ…
ବ୍ଳାକ ପେପରରେ ତଥ୍ୟ: ୧୦ ବର୍ଷରେ ୪୧୧ ବିଧାୟକଙ୍କ ଘୋଡ଼ାବେପାର କରିଛି ଭାଜପା…
ନୂଆଦିଲ୍ଲୀ,୮।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏକ ବ୍ଳାକପେପର ଜାରି କରିଛନ୍ତି। ସେ କହିଛନ୍ତି ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଛି। ଗତ ୧୦ ବର୍ଷ ଅନ୍ୟାୟ କାଳ ମଧ୍ୟରେ ଭାଜପା ଘୋଡ଼ାବେପାର କରି…
କାହାର ନଜର ନ ଲାଗୁ: କଂଗ୍ରେସର ବ୍ଲାକପେପର ନେଇ ମୋଦିଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୮।୨ : ରାଜ୍ୟସଭାର ୫୬ ଜଣ ସଦସ୍ୟ ଅବସର ନେଉଛନ୍ତି। ଏହି ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ୨ ଏବଂ ୩ ଏପ୍ରିଲରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟସଭାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…
ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ
ବାରିପଦା,୮ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶାର ଏକମାତ୍ର ମହାବଳ ବାଘ ରହୁଥିବା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ସାଉଥ ରେଞ୍ଜ ଧୁଡୁରୁଚମ୍ପା ଅଞ୍ଚଳ ଜଙ୍ଗଲରେ ବାଘର ମୃତଦେହକୁ ବନ କର୍ମଚାରୀମାନେ…
CBSE Dress Code: ୟୁନିଫର୍ମ ଅବା କାଜୁଆଲ, ହେୟାର ଷ୍ଟାଇଲ କିପରି, ମୁଦି ପିନ୍ଧି ହେବ ନା ନାହିଁ? ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ଡ୍ରେସ କୋଡ ଜାରି…
ନୂଆଦିଲ୍ଲୀ,୮।୨ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୫ ଫେବୃଆରୀରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ପରୀକ୍ଷା ଆରମ୍ଭ ପୂର୍ବରୁ ସିବିଏସଇ ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି। ପରୀକ୍ଷାରେ ଛାତ୍ରୀଛାତ୍ରମାନେ କ’ଣ…
ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ
କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ। ଫକ୍ସ ନ୍ୟୁଜ…
ଅଫିସ ପରେ କଲ୍ ଉଠାଇବା ନୁହେଁ ଜରୁରୀ, କେହି କଲ୍ କଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଆଣିବେ ନୂଆ ବିଲ୍
କାନବେରା,୮।୨: ଅଫିସରେ ହେଉ କି କିଛି ଜରୁରୀ କାମ କରୁଥିଲେ ଆପଣ ଫୋନ ଓ ଇମେଲକୁ ନଜରଅନ୍ଦାଜ କରନ୍ତି। କିନ୍ତୁ ଅଫିସ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍ କରିଥାନ୍ତି। କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି…
ଗଣତନ୍ତ୍ର ବିଷୟରେ ଯେତେବେଳେ ଚର୍ଚ୍ଚା ହେବ, ମନମୋହନ ସିଂ ମନେ ପଡ଼ିବେ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟ ସଭାରେ ଏମ୍ପିମାନଙ୍କୁ ବିଦାୟ ଦେବା ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଯେତେବେଳେ ବି ଗଣତନ୍ତ୍ର ଉପରେ ଆଲୋଚନା ହେବ, ମନମୋହନ ସିଂ ମନେ ପଡ଼ିବେ। ସେ ଦାୟିତ୍ୱର…
ଚିଟ୍ଫଣ୍ଡ ସଂସ୍ଥାରେ ଇଡିର ଚଢ଼ାଉ
ଭୁବନେଶ୍ୱର,୮ା୨: ଚିଟ୍ଫଣ୍ଡ ସଂସ୍ଥା ଉପରେ ଗୁରୁବାର ଇଡିର ବଡ଼ଧରଣର ଚଢ଼ାଉ ହୋଇଛି। ଗୋଲ୍ଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଏହି ଚଢ଼ାଉ ହୋଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଓଡ଼ିଶା ସମେତ…
Archives


