Home Middle

ବିଧାନସଭା ବଜେଟ୍‌ ଅଧିବେଶନ: ଆଜି ଆସିବ କାମଚଳା ବଜେଟ୍‌

ଭୁବନେଶ୍ୱର,୮।୨: ଚାଲିଛି ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଉପସ୍ଥାପନ ହେବ କାମଚଳା ବଜେଟ। ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଧ୍ୟା ୫ଟା ବେଳେ ବଜେଟ ଉପସ୍ଥାପନ କରିବେ। ତେବେ ଷୋଡଶ ବିଧାନସଭାରେ ଏହା ହେବ…

ହମାସର ନାମ ଭୁଲି ସୋସିଆଲ ମିଡ଼ିଆରେ ଟ୍ରୋଲ ହେଲେ ବାଇଡେନ, ୟୁଜର କହିଲେ ରାଷ୍ଟ୍ରପତି ହେବା ପାଇଁ ନୁହନ୍ତି ଯୋଗ୍ୟ…

ଓ୍ବାଶିଂଟନ,୮।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ହମାସର ନାମ ଭୁଲିଯାଇଥିବାରୁ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ବିରୋଧୀ ରାଜନୈତିକ ଦଳଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ତାଙ୍କୁ ଟ୍ରୋଲ କରୁଛନ୍ତି। ବାଇଡେନଙ୍କୁ…

ଭାରତ ଆମେରିକାକୁ କରୁନି ବିଶ୍ୱାସ, ସେଥିପାଇଁ ରୁଷିଆ ସହ ହାତ ମିଳାଇଛି: ନିକ୍କି ହେଲିଙ୍କ ଅଭିଯୋଗ…

ଓ୍ବାଶିଂଟନ,୮।୨ : ଆମେରିକାର ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହେଲି ଦାବି କରିଛନ୍ତି ଭାରତ ଆମେରିକାର ସହଯୋଗୀ ହେବାକୁ ଚାହୁଁଛି, କିନ୍ତୁ ଏପର୍ଯ୍ୟନ୍ତ ଭାରତ ଆମେରିକା ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁନାହିଁ। ନିକ୍କି ଏହା ମଧ୍ୟ କହିଛନ୍ତି ରୁଷିଆ…

ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’

ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍‌ର ହିଟ୍‌ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା। ଏବେ…

Taliban Restrictions in Afghanistan: ଆଫଗାନିସ୍ତାନରେ ଗୀତ ଶୁଣିବାରୁ ୧୦ ଗିରଫ…

କାବୁଲ,୮।୨ : ତାଲିବାନ ଆଫଗାନିସ୍ତାନରେ ଶାସନ କରିବା ପରେ ସାଧାରଣ ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଜାରି ରଖିଛି। ତାଲିବାନ ଅନେକ ପ୍ରତିବନ୍ଧକ ଲଗାଇଛି ଏବଂ ନିକଟରେ ଗୀତ ଶୁଣିବା ପାଇଁ ଲୋକଙ୍କୁ ଗିରଫ କରାଯାଉଛି। ଆଫଗାନିସ୍ତାନର ୟେଙ୍ଗୀ କାଲା ଜିଲାରେ…

ମଝିରେ ଟିକେ ଏପଟ-ସେପଟ ହୋଇଯାଇଥିଲି, ଏବେ ଭାଜପାରେ ହିଁ ରହିବି: ନୀତୀଶ

ପାଟନା,୭।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିଛନ୍ତି। ଏନ୍‌ଡିଏ ସହ ମେଣ୍ଟ କରିବା ପରେ ଏହା ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ। ଏହି ଅବସରରେ…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

କଟକ,୭ା୨ (କାର୍ତ୍ତିକ ସାହୁ) ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରକଳ୍ପ ଚୟନ ଓ ସେଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧିଙ୍କର ସହଭାଗିତା ରହିବା ଉଚିତ ବୋଲି ମତ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ତୃଣମୂଳ ସ୍ତରର…

ହୀନ ରାଜନୀତି କରୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୨: ନୟାଗଡ଼ ପରୀ ହତ୍ୟା ମାମଲାରେ ଗୃହରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପରୀ ଘଟଣାରେ ଗତକାଲି ଅଭିଯୁକ୍ତ ଦଣ୍ଡ ପାଇସାରିଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣାରେ ବିରୋଧୀମାନେ ହଟ୍ଟଗୋଳ କରିବା ନିନ୍ଦନୀୟ। ନିର୍ବାଚନ ସମୟରେ…

ମଧୁବାବୁ ପେନ୍‌ସନ୍‌ ଯୋଜନା ହିତାଧିକାରୀ ବୃଦ୍ଧି ନିଷ୍ପତ୍ତି

ଭୁବନେଶ୍ୱର,୭ା୨: ମଧୁବାବୁ ପେନ୍‌ସନ୍‌ ଯୋଜନା(ଏମ୍‌ବିପିଓ୍ବାଇ) ହିତାଧିକାରୀ ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସମସ୍ତ ଜିଲାର ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି କରାଯାଇଛି। ସାମାଜିକ ସୁରକ୍ଷା ପ୍ରମୁଖ ସଚିବ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ…

8th Pay Commission: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ବଡ଼ ଝଟକା, ୮ମ ବେତନ ଆୟୋଗ ନେଇ ଦେଲେ ଏଭଳି ଉତ୍ତର…

ନୂଆଦିଲ୍ଲୀ,୭।୨ : ଲୋକସଭା ନିର୍ବାଚନ ପୂର୍ବରୁ ଅଷ୍ଟମ ବେତନ ଆୟୋଗ ଗଠନକୁ ଅପେକ୍ଷା କରିଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ବଡ଼ ଝଟକା ଦେଇଛନ୍ତି। ଅଷ୍ଟମ ବେତନ ଆୟୋଗ ଗଠନ ସମ୍ପର୍କରେ ରାଜ୍ୟସଭାରେ ପ୍ରଶ୍ନ କାଳରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥ…

ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର

ଓ୍ବାଶିଂଟନ୍‌,୭।୨: ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ଜଣେ ମହିଳାଙ୍କୁ ଫ୍ଲାଇଟ୍‌ରୁ ତଡି ଦିଆଯାଇଛି। ଲିସା ଆର୍ଚବୋଲ୍ଡ ନାମକ ଡେଲଟା ଫ୍ଲାଇଟରେ ସଲ୍ଟ ଲେକ ସିଟିରି ସାନ ଫ୍ୟାନ୍ସସିସକୋକୁ ଯାତ୍ରା କରୁଥିଲେ। ସେତେବେଳେ ଏୟାରଲାଇନ୍ସର କିଛି କ୍ରୁ ମେମ୍ବର ତାଙ୍କୁ ଅନ୍ତବସ୍ତ୍ର…

ପୁନମ ପାଣ୍ଡେଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର: ହୋଇ ପାରନ୍ତି ଗର୍ଭାଶୟ କର୍କଟ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର…

ନୂଆଦିଲ୍ଲୀ,୭।୨ : ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗର୍ଭାଶୟ କର୍କଟ ଅଭିଯାନର ଚେହେରା ହୋଇପାରନ୍ତି। ଗତ କିଛି ଦିନ ହେବ ପୁନମ ପାଣ୍ଡେ ତାଙ୍କ ମୃତ୍ୟୁକୁ ନେଇ ଖବରରେ ଥିଲେ। ପିଟିଆଇ ଖବର ଅନୁଯାୟୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri