ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦ା୨(ଅସମାପିକା ସାହୁ): ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ…
ଜିଲାପାଳଙ୍କୁ ଜୋତାରେ ପିଟିଲେ ବିଡ଼ିଓ: ଏବେ କାହାର ଯିବ ଚାକିରି, କ’ଣ କହୁଛି ଆଇନ…
ଆଗ୍ରା,୧୦।୨ : ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ଜିଲା ମାଜିଷ୍ଟ୍ରେଟ ଏବଂ ବିଡିଓଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ମାମଲା ପରେ ବଢ଼ି ଯାଇଥିଲା । ଜିଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ବାମୀ ବ୍ଲକ ଡେଭଲପମେଣ୍ଟ ଅଫିସର (ବିଡିଓ) ଅନିରୁଦ୍ଧ ସିଂ ଚୌହ୍ବାନଙ୍କ…
ଭୁବନେଶ୍ୱରରେ ପହଞ୍ଚିଲା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର,୧୦ା୨: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କ ପାର୍ଥିବ ଶରୀର ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି। ଚେନ୍ନାଇରୁ ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇଛି। ସୁଜ୍ଞାନ କୁମାରୀ…
ଭାଜପାରେ ଯୋଗ ଦେବେ କି କମଲନାଥ ? ବରିଷ୍ଠ ନେତାଙ୍କୁ ଭେଟିଲେ…
ଭୋପାଳ,୧୦।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା କମଲ ନାଥ ଭାରତୀୟ ଜନତା ପାର୍ଟି ଭାଜପାରେ ତାଙ୍କର ସମ୍ଭାବ୍ୟ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ କଂଗ୍ରେସର ଆଦର୍ଶକୁ ନେଇ ଉଦବେଗ ପ୍ରକାଶ କରିଥିଲେ। କଂଗ୍ରେସର ମୂଳ ମୂଲ୍ୟବୋଧକୁ…
ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ
ଜୟପୁର,୧୦।୨: ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ ଜୟପୁର…
ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍ ଷ୍ଟ୍ରୋକ୍
ବମ୍ବେ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍ ଷ୍ଟୋକ୍। ଅସୁସ୍ଥତାକୁ ନେଇ ସେ ଶନିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କର ମେଡିକାଲ ରିପୋର୍ଟ ଆସିଛି। ଏଥିରୁ ତାଙ୍କୁ ଷ୍ଟ୍ରୋକ୍ ହୋଇଥିବା ସ୍ପଷ୍ଟ…
କମଲନାଥଙ୍କ ପୁଅ ପଦ୍ମ ଧରିବା ନେଇ କଳ୍ପନାଜଳ୍ପନା ଜାରି, ଏହା ଘଟିଲେ ସମସ୍ତେ ଜାଣିବେ ବୋଲି କହିଲା ଭାଜପା…
ଭୋପାଳ,୧୦।୨ : ମଧ୍ୟପ୍ରଦେଶର ଏକମାତ୍ର କଂଗ୍ରେସ ଏମପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲନାଥ ଭାଜପାରେ ଯୋଗ ଦେବା ବିଷୟରେ କଳ୍ପନାଜଳ୍ପନ ଜାରି ରହିଛି। ଏ ସମ୍ପର୍କରେ ଭାଜପା ରାଜ୍ୟ ସଭାପତି ବି.ଡି ଶର୍ମା କହିଛନ୍ତି ଭାରତୀୟ ଜନତା…
ଓଡ଼ିଶା ଦଶମ ବୋର୍ଡ ପରୀକ୍ଷା ୨୦୨୪: ପ୍ରଶ୍ନପତ୍ର ଲିକ୍ ହେଲେ ସ୍କୁଲ୍ ପ୍ରଧାନଶିକ୍ଷକ ଦାୟୀ
ଭୁବନେଶ୍ଵର,୧୦।୨: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଓଡ଼ିଶା ଦଶମ ବୋର୍ଡ ପରୀକ୍ଷା ୨୦୨୪ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ଶୃଙ୍ଖଳାର ସହିତ ପରୀକ୍ଷା ପରିଚାଳନା କରିବାକୁ…
ରାହୁଲ ଗାନ୍ଧୀ ମନ୍ଦବୁଦ୍ଧି: ଭାଜପାର ଅଭିଯୋଗ…
ଭୋପାଳ,୧୦।୨ : ଭାଜପାର ମଧ୍ୟପ୍ରଦେଶ ରାଜ୍ୟ ସଭାପତି ବି.ଡି ଶର୍ମା ରାହୁଲ ଗାନ୍ଧୀଙ୍କୁ ମନ୍ଦବୁଦ୍ଧି ବୋଲି କହି ଅକ୍ଷେପ କରିଛନ୍ତି। ଜାତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଦେଇଥିବା ରାହୁଊଙ୍କ ବିବୃତ୍ତି ଉପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଗ୍ବାଲିଅରରେ…
ଇସ୍ରାଏଲର ଏୟାର ଷ୍ଟ୍ରାଇକ୍: ୧୦ ଶିଶୁଙ୍କ ସମେତ ୨୮ ମୃତ
ଜେରୁଜେଲମ୍,୧୦ା୨: ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ରଫାହରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ୨୮ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଶନିବାର ରଫାହ ଅଞ୍ଚଳରେ ଥିବା ଘର ଉପରେ ୩ଟି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।…
Sarkari Naukari: ଯୁବବର୍ଗଙ୍କ ପାଇଁ ୮୭ ହଜାର ଶିକ୍ଷକ ଚାକିରି, କରନ୍ତୁ ଏଭଳି ଆବେଦନ…
ପାଟନା,୧୦।୨ : ବିହାର ଜନସେବା ଆୟୋଗ (ବିପିଏସସି) ଶିକ୍ଷକ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛି। ବିପିଏସସି ଅଧ୍ୟକ୍ଷ ଅତୁଲ ପ୍ରସାଦ ନିଯୁକ୍ତି ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ବିହାରରେ ୮୭ହଜାର…
RBI On OTP System : ଅନ ଲାଇନ ପେମେଣ୍ଟରେ ଓଟିପି ସିଷ୍ଟମରେ ପରିବର୍ତ୍ତନ କରିବ ରିଜର୍ଭବ୍ୟାଙ୍କ !…
ନୂଆଦିଲ୍ଲୀ,୧୦।୨ : ଡିଜିଟାଲ କାରବାର ପାଇଁ ପ୍ରାମାଣିକିକରଣ ପ୍ରକ୍ରିୟାରେ ପରିବର୍ତ୍ତନ ଏବଂ ଏକ ଥର ପାସୱାର୍ଡ (ଓଟିପି) ସିଷ୍ଟମରେ ପରିବର୍ତ୍ତନ ଆଣିବାର ଖବର ରିଜର୍ଭ ବ୍ୟାଙ୍କ ଅଫ ଶେୟାର କରିଛି। ମୁଦ୍ରା ନୀତି କମିଟି ଅର୍ଥାତ ଏମପିସିର ନିଷ୍ପତ୍ତିରେ ଏହି ଘୋଷଣା…
Archives


