Home Left

ରୋହିତ ଶର୍ମାଙ୍କ ପାଇଁ ଆସିବାକୁ ଯାଉଛି ଆଉ ଏକ ବ୍ୟାଡ୍‌ ନ୍ୟୁଜ୍‌: ଆଶ୍ଚର୍ଯ୍ୟ କରିଦେବ ସୁନୀଲ ଗାଭାସ୍କରଙ୍କ ଏଭଳି ବୟାନ

ନୂଆଦିଲ୍ଲୀ,୬।୧୦: ଭାରତୀୟ ODI ଦଳର ଅଧିନାୟକ ପରିବର୍ତ୍ତନ ସହିତ, ରୋହିତ ଶର୍ମା ଯୁଗର ଅନ୍ତ ଘଟିଛି। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିବା ସମୟରେ, ଅଜିତ ଅଗରକର ଘୋଷଣା କରିଥିଲେ ଯେ ଶୁଭମନ ଗିଲଙ୍କୁ ନୂତନ ODI ଅଧିନାୟକ…

ଓଭରବ୍ରିଜ ନିର୍ମାଣରେ ମନ୍ଥରତା: ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଷୋହଳ ନ ଜାତୀୟ ରାଜପଥ ଓଭରବ୍ରିଜ ନିର୍ମାଣରେ ମନ୍ଥରତା ଓ ଅହେତୁକ ବିଳମ୍ବ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଭୁବନେଶ୍ୱର ଏନଏଚଏଆଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରମିକ ସଂଗଠନ ନେତା ଦୁର୍ଯ୍ୟୋଧନ…

ପୋଡାଗଡରେ ଶାନ୍ତି କମିଟି ଗଠନ, ଗୋଷ୍ଠୀ ସଂଘର୍ଷ ସମାଧାନ

ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ପୋଡଗଡ ଗ୍ରାମରେ ଦେଖା ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷର ଅବସାନ ଘଟାଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। କ୍ଷତ୍ରିୟ ଖଣ୍ଡାୟତ କୂଳର ବାଇଶି ମୌଜା ସଭାପତି ପିତାମ୍ବର ସ୍ବାଇଁଙ୍କ…

ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ନୂଆ ବ୍ଲକ ଶିକ୍ଷାଧିକାରୀ, ଦାୟିତ୍ୱ ଗ୍ରହଣ କରୁ କରୁ ମା ’ଙ୍କୁ କଲେ ଦର୍ଶନ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ୟ ଲେନରେ ନିର୍ମିତ ମା ’ ଗଜଲକ୍ଷ୍ମୀ ଙ୍କ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟକ ମହିଳା ମା ’ଙ୍କୁ ଦର୍ଶନ…

ରାଇସ ମିଲକୁ କାମ କରିବାକୁ ଯାଇଥିଲେ, ହଠାତ୍‌ ଅସୁସ୍ଥ ହୋଇପଡିଲା ଦେହ, ତା’ପରେ…

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଏସ .କୁଣ୍ଡାମାଲ ସ୍ଥିତ ଗଣପତି ଏଗ୍ରୋ ରାଇସ ମିଲରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦୁଃଖହରି ମେହେର (୪୦) । ସେ ବଳଦିଆମାଲ…

ଏହି ଯୁବକ ହେଉଛନ୍ତି ଭାରତର ସବୁଠାରୁ ଧନୀ ୟୁଟ୍ୟୁବର, ସମ୍ପତ୍ତି ୬୬୫ କୋଟି

ମୁମ୍ବାଇ,୬ା୧୦: ପ୍ରସିଦ୍ଧ କମେଡିୟାନ୍ ଓ ୟୁଟ୍ୟୁବର୍ ତନ୍ମୟ ଭଟ୍ଟଙ୍କ ଏକ ସମ୍ପ୍ରତିକ ରିପୋର୍ଟରେ ଭାରତର ସବୁଠାରୁ ଧନୀ ୟୁଟ୍ୟୁବର୍ ବୋଲି କୁହାଯାଇଛି। ଟେକ୍ ଇନ୍ଫର୍ମର୍-ଏର MyJar ବ୍ଲଗ୍ ରିପୋର୍ଟ ଅନୁଯାୟୀ, ତନ୍ମୟଙ୍କର ମୋଟ ସମ୍ପତ୍ତି ୬୬୫ କୋଟି ଟଙ୍କା, ଯାହା ସେମାନଙ୍କୁ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ: ମେଲାଣିରେ ହଜାର ହଜାର ଶ୍ରଦ୍ଧାଳୁ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ବଡ଼ଖେମୁଣ୍ଡି ତଥା ଦିଗପହଣ୍ଡି ସହରରେ ଗତ ୨୯ ତାରିଖ ଆଶ୍ୱିନ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ତିଥିରୁ ଚାଲିଥିବା ସହରର ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଆଶ୍ୱିନ କୁମାର…

କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ

କଟକ,୬।୧୦: କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଧ ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ଜିଲା ପ୍ରଶାସନର ପ୍ରସ୍ତାବ ଦେଇଥିଲା। ତେବେ କିଛି ସମୟ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିଛି। ଏ ନେଇ କଟକ ଅତିରିକ୍ତ ଜିଲାପାଳ ସୂଚନା…

ଧୂମ୍‌ଧାମରେ ପାଳନ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା, ପୁରୁଷ

ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାରଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । ପ୍ରତିବର୍ଷ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ଏହା ପାଳନ କରାଯାଉଛି । ସଙ୍ଘ ସଭାପତି, ସମ୍ପାଦକ କାହ୍ନୁଁ ଚରଣ ପଣ୍ଡା,…

୫୦ ବର୍ଷରେ ରଥସାହି ପୂଜାମଣ୍ଡପ: ସୁନା ଗହଣାରେ ଶୋଭାପାଉଛନ୍ତି ମା ’ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୬।୧୦ (ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲାର ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ପଣ୍ଡିତ ବ୍ରାହ୍ମଣଙ୍କ ବେଦମନ୍ତ୍ରର ଧ୍ବନିରେ ସମ୍ପୁର୍ଣ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି। ମା ’ ଗଜଲକ୍ଷ୍ମୀଙ୍କ…

ବରଗଡ଼ ପୋଲିସର ବଡ଼ ଆକ୍ସନ: ପିସ୍ତଲ, ଗୁଳି ସହିତ ୧୫୦୦ କଫ ସିରପ ଜବତ, ବନ୍ଧା ହେଲେ ୧୫ ଅଭିଯୁକ୍ତ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ରହିଛି । ସୋମବାର ୧୫ଜଣିଆ ଏକ ଅପରାଧୀ ଗ୍ୟାଙ୍ଗକୁ ଧରିଛି ପୋଲିସ। ଗିରଫ ହୋଇଥିବା ଅପରାଧୀ ଗ୍ୟାଙ୍ଗ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାର ଅଭିଯୁକ୍ତମାନେ ରହିଛନ୍ତି।…

ବ୍ୟାଙ୍କରୁ ମିଳୁନି ଜମା ଟଙ୍କା: ପ୍ରତିବାଦରେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଲେ ଜମାକାରୀ

ଦିଗପହଣ୍ଡି, ୬।୧୦(ଅଶେଷ ନାଥ ମିଶ୍ର): ଜମାକାରୀଙ୍କୁ ସେମାନଙ୍କ ଟଙ୍କା ପ୍ରଦାନ ଦାବିରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ୟୁନିୟନ ବ୍ୟାଙ୍କ ସମ୍ମୁଖରେ ବହୁ ସଂଖ୍ୟକ ଜମାକାରୀ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି। ଦିଗପହଣ୍ଡି ସହର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri