ଲୁଚିଛପି ବାହାହେଲେ କ୍ୟାଟ୍ରିନା!
ମୁମ୍ବାଇ: ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ। ନିଜ ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ ହେଉ ଏହି ନାୟିକା ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏଥର କିନ୍ତୁ କ୍ୟାଟ୍ରିନାଙ୍କ ଏମିତି ଏକ…
ଭୋପାଳ ଡଙ୍ଗା ବୁଡ଼ି ଦୁର୍ଘଟଣା: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୮ଜୀବନ
ଭୋପାଳ,୧୪।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଗଣପତିଙ୍କ ବିସର୍ଜନ ସମୟରେ ଏକ ଦୁର୍ଘଟଣା ଘଟିଛି। ନଦୀରେ ବୁଡ଼ି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଥିଲା। ହେଲେ ସେହି ସମୟରେ ଜଣେ ଯୁବକ ନିଜ…
କୋହଲି,ରୋହିତଙ୍କୁ ଅପେକ୍ଷା କରୁଛି ରେକର୍ଡ
ଧର୍ମଶାଳା,୧୪।୯: ଏଠାରେ ରବିବାର ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ରେକର୍ଡ ଅଧିକାରୀ ହୋଇପାରନ୍ତି। ରୋହିତ ବର୍ତ୍ତମାନ ଟି୨୦ ଫର୍ମାଟରେ…
ଝାରସୁଗଡ଼ାରେ ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ଗୁରୁତର
ଝାରସୁଗୁଡ଼ା ଅଫିସ/ଲଖନପୁର,୧୪।୯(ଡି.ଏନ୍.ଏ): ଝାରସୁଗଡ଼ା ଜିଲାର ବ୍ରଜରାଜନଗର ଛୁଆଲିବେରନାଠାରେ ଏନ୍କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଛି। ତାଙ୍କଠାରୁ…
କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଜାତୀୟ ଲୋକ ଅଦାଲତକୁ ବନ୍ଦ କଲେ ଆଇନଜୀବୀ
ଜୟପୁର, ୧୪।୯(ଡି.ଏନ୍.ଏ.): କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪ରୁ ଚାଲୁ ରହିଛି। ଦୀର୍ଘ ୧୦ମାସ ହେବ ଏହି ଦାବିନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ଶନିବାର ଜାତୀୟ ଲୋକ ଅଦାଲତକୁ…
ଗଧ ମେଳା କରି ଆର୍ଥିକ ସ୍ଥିତି ସୁଧାରିବାକୁ ଚାହୁଁଛି ପାକିସ୍ତାନ
ଇସ୍ଲାମାବାଦ,୧୪।୯: ଭାରତରେ କାହାକୁ ଗଧ କହିଦେଲେ ପରିସ୍ଥିତି ଖରାପ ହୋଇଯାଇଥାଏ। ହେଲେ ପାକିସ୍ତାନ ଏବେ ଏହି ଗଧକୁ ତା’ର ରୋଜଗାରର ପ୍ରମୁଖ ମାଧ୍ୟମ ବୋଲି ଧରି ନେଇଛି। କାରଣ ଗଧ ମେଳା ଲଗାଇ ଏବେ ପାକିସ୍ତାନ ତା’ର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ…
ଭାରତରେ ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ବେଶି
ଧର୍ମଶାଳା,୭।୯- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍କୁ ଜିତି ଦୁଇ ଦଳ ସିଜନ ଆରମ୍ଭ କରିବାକୁ ଉଦ୍ୟମ କରିବେ। ତେବେ ରେକର୍ଡ ଦେଖିଲେ…
ବଙ୍ଗରଦୁଆ ଘାଟିରେ କାଠ ଗାର୍ଡ଼ ୱାଲ୍: ବିପଦପୂର୍ଣ୍ଣ ଘାଟିର ସ୍ଥାୟୀ ସମାଧାନ ନେଇ ଦାବି
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୯(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟି ଏବେ ଦିନକୁ ଦିନ ବିପଦ ସଙ୍କୁଳ ହୋଇପଡିଛି। ରାସ୍ତା ପାଶ୍ୱର ମାଟି ଅତଡ଼ା ଖସିବା ସହ ପାହାଡ଼ ଉପରୁ ଗଛ ନଇଁ ପଡ଼ି ରାସ୍ତା ଅବରୋଧ କରୁଛି ।…
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିରହିଛି ଅଳିଆ ଆବର୍ଜନା : ଘଟଣା ସ୍ଥଳରେ ଉତ୍ତେଜନା
ଦାରିଙ୍ଗବାଡ଼ି,୧୪।୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ଆବର୍ଜନା ପଡ଼ିରହି ଗନ୍ଧ ହେଉଛି । ଏହାର ସଫେଇ କରାଯାଉ ନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃ ବିଭାଗ ସମେତ ବାହ୍ୟ ବିଭାଗକୁ ସଫେଇ କରାଯାଉନାହିଁ। ଅସ୍ବାସ୍ଥ୍ୟକର ପରିବେଶ ଲାଗି…
ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ମୃତ
ମାଲକାନଗିରି, ୧୪।୯(ଡି.ଏନ୍.ଏ.: ମାଲକାନଗିରି ସୀମାରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଛତିଶଗଡ଼ର ଦନ୍ତଓ୍ବୋଡ଼ା ଜିଲାରେ ଥିବା କୁଟ୍ରିମା ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ ଭାବେ କୋମ୍ବିଂ ଅପରେସନ ଚଳାଇଥିଲେ।…
ଛାଡ଼ପତ୍ର ମାମଲାରେ ମହିଳାଙ୍କୁ ମିଳିବ ପେନସନ୍: ମନ୍ତ୍ରୀ
ଭୁବନେଶ୍ୱର,୧୪।୯(ବ୍ୟୁରୋ): ଏଣିକି ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ମହିଳାମାନଙ୍କୁ ପେନ୍ସନ ମିଳିବ। ଏନେଇ ପ୍ରକ୍ରିୟା ଚାଲିଥିବା ନେଇ ଶନିବାର ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ବାର୍ଷିକ ୪୦ହଜାରରୁ କମ୍ ଆୟ ଥିବା ମହିଳାମାନଙ୍କୁ ମଧୁବାବୁ ପେନ୍ସନ…
ଆଇପିଏଲ ଖେଳାଳିଙ୍କ ରୋଜଗାରଠୁ କୋହଲିଙ୍କ ମାସିକ ଘରଭଡ଼ା ବି ଅଧିକ
ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠୁ ଧନୀ କ୍ରିକେଟର। ଏହା କାହାକୁ ଅଜଣା ନ ଥିବ। ମୁମ୍ବାଇରେ ସେ ୩୪ କୋଟି ଟଙ୍କାର ବିଳାସପୂର୍ଣ୍ଣ ଫ୍ଲାଟ କିଣିଛନ୍ତି। ହେଲେ ବିରାଟ ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନୂଆ ଘରକୁ…

