ମୋଦିଙ୍କ ନିମନ୍ତ୍ରଣ ରଖି ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ ଏପ୍ରିଲ ୨ରେ ୪ ଦିନିଆ ଭାରତ ଗସ୍ତରେ ଆସିବେ। ଏ ନେଇ ବେନେଟ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି…
ଟଙ୍କା ଭର୍ତ୍ତି ୬ ସୁଟ୍କେସ ସହ ଧରାପଡ଼ିଲେ
ମସ୍କୋ,୨୧।୩: ୟୁକ୍ରେନ ପାର୍ଲାମେଣ୍ଟର ପୂର୍ବତନ ସଦସ୍ୟଙ୍କ ପତ୍ନୀ ପଡ଼ୋଶୀ ଦେଶ ହଙ୍ଗେରୀରେ ୨୮ ନିୟୁତ ଡଲାର ଏବଂ ୧.୩ ନିୟୁତ ୟୁରୋ ଭର୍ତ୍ତି ୬ ସୁଟ୍କେସ ସହ ଧରା ପଡ଼ିଛନ୍ତି। ଏ ନେଇ ବେଲାରୁସିଆନ ମିଡିଆ ଆଉଟ୍ଲେଟ୍ ନେକ୍ସଟାରେ ଏକ ରିପୋର୍ଟ…
ପିତାଙ୍କ ସହ ଦୀର୍ଘବର୍ଷ ଧରି କଥାବାର୍ତ୍ତା ବନ୍ଦ କରିଦେଇଥିଲେ କଙ୍ଗନା, କାରଣ ଜାଣିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ବ୍ୟତୀତ ସେ ଅହଂକାର ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ହିମାଚଳ ପ୍ରଦେଶର ମାଣ୍ଡି ଜିଲା ନିକଟ ସୁରଜପୁର (ଭବଲା)ରେ ଜନ୍ମଗ୍ରହଣ କରିଥିଲେ। ସେ ୨୩ ମାର୍ଚ୍ଚରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ…
‘ଯିଏ ଭୋଟ ନ ଦେଇଛ, ସେ ଆମ ପାଖକୁ ଆସ ନାହିଁ’
ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ନିର୍ବାଚନୀ ବୈତରଣୀ ପାର୍ ହେବା ପରେ ବିଧାୟକଙ୍କ ଅସଲ ରୂପ ମଧ୍ୟ ପଦାକୁ ଆସୁଛି। ସବ୍କା ସାଥ୍, ସବ୍କା ବିକାଶ ନାରା ଦେଇ ସରକାରକୁ…
ପଟ୍ଟାଙ୍ଗୀ: ମାସକରେ ୫ ନବଜାତ ଶିଶୁ ମୃତ
ପଟ୍ଟାଙ୍ଗୀ, ୨୧।୩(ଡି.ଏନ.ଏ.): ମା’ ଓ ଶିଶୁ ମୃତ୍ୟୁ ରୋକିବାକୁ ପ୍ରଶାସନ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁନାହିଁ । ଫଳରେ ଶିଶୁମୃତ୍ୟୁକୁ ରୋକି ହେଉନାହିଁ। ଗୋଟିଏ ମାସରେ ୫…
ଛୋଟ ଡଙ୍ଗାକୁ ବୁଡାଇ ଦେଲା ବଡ଼ କାର୍ଗୋ ଜାହାଜ, ଅନେକ ନିଖୋଜ
ଢାକା,୨୧।୩: ବାଂଲାଦେଶରୁ ସାମ୍ନାକୁ ଆସିଥିବା ଏକ ଲୋମ ଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବଡ଼ ମେରାଇନ ଭେସେଲ ସହ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଛୋଟ ଯାତ୍ରୀବାହି ଡଙ୍ଗା ବୁଡ଼ି ଯାଇଥିବା ଦେଖିବାକୁ ମିଳୁଛି। ବାଂଲାଦେଶର…
ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅମିର ଖାନ୍
ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଏବେ ବକ୍ସ ଅଫିସ୍ରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଯିଏ ଏହି ଫିଲ୍ମ ଦେଖୁଛନ୍ତି ସେମାନେ ପ୍ରଶଂସା ନ କରି ନିଜକୁ ଅଟକାଇ ପାରୁନାହାନ୍ତି। ଅନେକ ସେଲିବ୍ରିଟି ଏହି ଫିଲ୍ମ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ…
ହମ୍ପସ୍ ବଢ଼ାଉଛି ରାଜପଥରେ ଦୁର୍ଘଟଣା
କଣିହାଁ,୨୧।୩(ଡି.ଏନ.ଏ.): ୫୩ନଂ. ଜାତୀୟ ରାଜପଥର କଣିହାଁ ବ୍ଲକ ସଦର ମହକୁମା ଠାରେ ଏକ ନୂଆ ହମ୍ପସ୍ ନିର୍ମାଣ କରାଯାଇଛି। ହେଲେ ନିୟମ ଅନୁସାରେ ଗାଡ଼ି ଚାଳକଙ୍କ ଅବଗତି ନିମନ୍ତେ ସେଠାରେ କୌଣସି ସଂକେତ ଦିଆଯାଇ ନାହିଁ। ଫଳରେ ଗତ ୫ ଦିନ…
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ
ଛତ୍ରପୁର,୨୧ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ବିଜେଡି ପକ୍ଷରୁ ଭିନ୍ନ ଢଙ୍ଗରେ ନିର୍ବାଚନୀ ପ୍ରଚାର କରାଯାଇଛି। ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ, କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ.ଗୋପବନ୍ଧୁ ଦାସ ଓ ସ୍ଥାନୀୟ ବିଧାୟକ ସୁବାସ…
ଭାଜପାକୁ ଭୋଟ ଦେବାରୁ ଘରୁ ତଡି ଦେଲେ ସ୍ବାମୀ
ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଭାଜପାକୁ ଭୋଟ ଦେବାରୁ ତାଙ୍କ ସ୍ବାମୀ ଘରୁ ତଡି ଦେଇଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ଏପରିକି ଛାଡପତ୍ର ଦେବାର ଧମକ ମଧ୍ୟ ଦେଇଛନ୍ତି। ପୋଲିସ ଏନେଇ ଏକ ମାମଲା…
ପରାଜୟ ପରେ ଏଭଳି କାଣ୍ଡ କଲେ ବିଜେଡି ନେତା
କଣ୍ଟାମାଳ/ବାଉଁଶୁଣୀ,୨୧ା୩(ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶଗଡା ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ସମର୍ଥକଙ୍କ ସହ ଜଣେ ବିଜେଡି ନେତା ୨ ଜଣଙ୍କୁ ଅପହରଣ ପରେ ମାଡ଼ ମାରିଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶଗଡା…
ଦ୍ୱିତୀୟ ଇନିଂସରେ ବି ନଟ୍ ଆଉଟ୍ ଫେରିଲେ
ବାରବଡସ,୨୧।୩: ଦ୍ୱିତୀୟ ଇନିଂସରେ ଅଧିନାୟକ କ୍ରେଗ ବ୍ରାଥଓ୍ବେଟ୍ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ଡ୍ର’ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୧୬୦ ରନ୍ର ଲଢ଼ୁଆ ପାଳି ଖେଳିଥିବା ବ୍ରାଥଓ୍ବେଟ ଦ୍ୱିତୀୟ ପାଳିରେ ୧୮୪ ବଲର…
Archives


