Home Left

ଖେଳାଳିଙ୍କୁ ଜାଣିବା ପାଇଁ କୋଚ ରିକି ପଣ୍ଟିଂଙ୍କ ନୂଆ ଫର୍ମୁଲା

ମୁମ୍ବାଇ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ମାର୍ଚ୍ଚ ୨୬ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଚ୍‌ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଦଳ ଗତ ସିଜିନରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏଥର ମଧ୍ୟ ଦଳ…

ଶେଷ ହେଉ ନାହିଁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର ସମସ୍ୟା

ମୁମ୍ବାଇ,୨୧।୩: ଆଗାମୀ ଆଇପିଏଲରେ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳର ସମସ୍ୟା ଶେଷ ହେଉ ନାହିଁ। ଇଂଲଣ୍ଡ ପେସର ମାର୍କ ଉଡ୍‌ ଆଇପିଏଲ-୧୫ରୁ ଓହରିବା ପରେ ଫ୍ରାଞ୍ଚାଇଜ ପକ୍ଷରୁ ବାଂଲାଦେଶ ପେସର ତାସ୍କିନ ଅହମ୍ମଦଙ୍କ…

ଡ୍ରୋନ୍‌ରେ ପଠାଗଲା ରୋଗୀଙ୍କ ରକ୍ତ ନମୁନା

କେସିଙ୍ଗା,୨୧।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ବିଦ୍ୟାପୀଠ ଖେଳ ପଡ଼ିଆରୁ ସୋମବାର ୧୫ ଜଣ ରୋଗୀଙ୍କ ରକ୍ତ ନମୁନା ଗ୍ରହଣ କରି ପରୀକ୍ଷା ପାଇଁ ଡ୍ରୋନ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଆଦିବାସୀ ବହୁଳ ଅଞ୍ଚଳରେ ସରକାର ସ୍ବାସ୍ଥ୍ୟ ସେବାକୁ…

ଖେଳ ପଡିଆରୁ ରାଜନୀତି ମଇଦାନ

ଇମ୍ଫାଲ,୨୧ ।୩: ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା)କୁ ନିର୍ବାଚନରେ ବିଜୟୀ କରିବାରେ ଏନ୍ ବିରେନ ସିଂଙ୍କର ଖୁବ୍ ଅବଦାନ ରହିଛି । ପ୍ରଥମେ ଫୁଟବଲ ଖେଳାଳି ହେବାକୁ ଚାହୁଁଥିବା ବିରେନ୍ ସିଂ ଏହାପରେ ସୀମା ସୁରକ୍ଷା ବଳରେ ଯୋଗ…

ପ୍ରଚାର ମଇଦାନରେ ବର୍ଷା ପ୍ରିୟଦର୍ଶିନୀ, ଏଲିନା

ଯାଜପୁର ଅଫିସ,୨୧।୩: ଆସନ୍ତା ୨୪ ତାରିଖରେ ପୌର ନିର୍ବଚନ। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ନିର୍ବାଚନୀ ପ୍ରଚାର ଜୋରଦାର କରାଯାଉଥିବା ବେଳେ ରାଜନୈତିକ ଉଷ୍ମତା ମଧ୍ୟ ଦେଖା ଯାଉଛି। ମଙ୍ଗଳବାର ପ୍ରଚାରର…

ହିଜାବ ଆନ୍ଦୋଳନକାରୀଙ୍କ ପାଇଁ ପୁଣି ଥରେ ପରୀକ୍ଷା କରାଯିବ ନାହିଁ

ବେଙ୍ଗାଲୁରୁ,୨୧।୩: ହିଜାବ ଆନ୍ଦୋଳନ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଙ୍କ ପାଇଁ ସୋମବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି ପ୍ରାଥମିକ ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗ (ପିୟୁଇ)। ପିୟୁସି ୨ ପ୍ରାକ୍ଟିକାଲ ପରୀକ୍ଷାକୁ ବହିଷ୍କାର କରିଥିବା ଛାତ୍ରୀଙ୍କ ପାଇଁ ପୁଣି…

ପୌର ନିର୍ବାଚନ ପୂର୍ବରୁ ବିଜେଡିର ମିଶ୍ରଣ ପର୍ବ: ବିରୋଧୀଙ୍କୁ ପଡ଼ିବ ଭାରି

ଦେବଗଡ଼,୨୧।୩ (ଡି.ଏନ୍‌.ଏ.): ପୌର ନିର୍ବାଚନ ପୂର୍ବରୁ ଦେବଗଡ଼ ଜିଲାରେ ସୋମବାର ବିଜେଡିର ମିଶ୍ରଣ ପର୍ବ ହୋଇଛି। ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଶାସକ ଦଳର ଏହି ମିଶ୍ରଣ ପର୍ବ ବିରୋଧୀଙ୍କୁ ଭାରି…

ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ବୀରେନ ସିଂ

ଇମ୍ଫାଲ,୨୧।୩: ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ଏନ ବୀରେନ ସିଂ । ତାଙ୍କୁ ରାଜ୍ୟପାଳ ଏଲ ଗଣେଶନ ଶପଥ ପାଠ କରାଇଥିଲେ। ଏହି ଅବସରରେ ଭାଜପା ସଭାପତି ଜେପି ନଡାଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା…

ପଶ୍ଚିମବଙ୍ଗରେ ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ହେଲା ନୂଆ ଡ୍ରେସ କୋଡ୍‌

କୋଲକତା,୨୧।୩: ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂତନ ଡ୍ରେସ କୋଡ ଲାଗୁ କରିବାକୁ ଯାଉଛନ୍ତି। ପଶ୍ଚିମବଙ୍ଗର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପୋଷାକ ନୀଳ ଓ ଧଳା ରଙ୍ଗର ହେବ । ଏହାକୁ ନେଇ…

ମେମୋରୀ ଚିପ୍‌ରେ ରହିଛି ମାନସଙ୍କ ହତ୍ୟା ରହସ୍ୟ

ଚାନ୍ଦବାଲି,୨୧।୩(ଡି.ଏନ୍‌.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କର ଜଣେ ସହଯୋଗୀ ଏବେ ବି ଫେରାର ଅଛନ୍ତି। ଏକ ଭିଡିଓ କ୍ଲିପ୍‌ ପାଇଁ ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ…

ଏହି ଫିଲ୍ମରେ ଏକାଠି ନଜର ଆସିବେ ବାପା-ଝିଅ

ସାଉଥ୍‌ ସୁପର୍‌ଷ୍ଟାର୍‌ ମହେଶ ବାବୁଙ୍କର ଆଗାମୀ ଫିଲ୍ମ ‘ସାରକାରୁ ଭାରୀ ପଟା’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ଅଭିନେତାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ତେବେ ମହେଶଙ୍କର ଏହି ଫିଲ୍ମରେ ତାଙ୍କ ଝିଅ ସୀତାରା ଘଟ୍ଟାମନେନୀ ମଧ୍ୟ ଅଭିନୟ କରିଛନ୍ତି। ଏହି…

ଉବର କ୍ୟାବ ଚଲାଉଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ

ଓ୍ବାଶିଂଟନ,୨୧।୩: ଦିନେ କାବୁଲରେ ଅର୍ଥ ମନ୍ତ୍ରୀ ଭାବେ ଆଫଗାନିସ୍ତାନର ପାର୍ଲାମେଣ୍ଟରେ ୬ ବିଲିଅନ ଡଲାର ବଜେଟ ଆଗତ କରିଥିଲେ। ମାତ୍ର ବର୍ତ୍ତମାନ ପରିବାରକୁ ଆର୍ଥିକ ସହଯୋଗ କରିବା ପାଇଁ ଓ୍ବାଶିଂଟନ ଡିସିରେ ଉବର କ୍ୟାବ ଚଳାଉଛନ୍ତି ଖାଲିଦ ପାୟେନ୍ଦା। ଆମେରିକୀୟ ଖବରକାଗଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri