ଶାହାବାଜ୍ ଶରିଫ୍ଙ୍କ ୩୪ ମନ୍ତ୍ରୀ ନେଲେ ଶପଥ…
ଇସଲାମାବାଦ, ୧୯।୪ : ଇସଲାମାବାଦର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଡ. ଆରିଫ୍ ଆଲଓ୍ବି ଶପଥ ପାଠ କରାଇବାକୁ ସୋମବାର ମନା କରିବାରୁ ସିନେଟ ଅଧ୍ୟକ୍ଷ ସାଦିକ୍ ସଞ୍ଜରାନିଙ୍କ ଦ୍ୱାରା ମଙ୍ଗଳବାର ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ…
ମା’ଙ୍କ ଗଳାକୁ ବ୍ଲେଡରେ କାଟି ମାରିଦେଲା ପୁଅ
ବରପାଲି,୧୯।୪(ଡିଏନଏ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ମଙ୍ଗଳବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରିଦେଇଥିଲେ ପୁଅ। ସୂଚନାଯୋଗ୍ୟ, କୁମ୍ଭାରୀ ଗ୍ରାମର ବନ୍ଧପଡ଼ା…
ହାଇସ୍କୁଲ ନିକଟରେ ୩ ବୋମା ବିସ୍ଫୋରଣ, ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା…
କାବୁଲ, ୧୯।୪ : ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଅଞ୍ଚଳରେ ଥିବା ଏକ ହାଇସ୍କୁଲ ନିକଟରେ ମଙ୍ଗଳବାର ୩ ବୋମା ବିସ୍ଫୋରଣ ଘଟିଛି। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଘଟଣାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି…
ହ୍ୟାଟ୍ରିକ୍ ପରେ ପୁରୁଣା ଷ୍ଟାଇଲ୍ରେ ପୋଜ୍: ୨୦୨୨ରେ ୨୦୧୯ କଥାକୁ ମନେପକାଇଲେ…
ମୁମ୍ବାଇ,୧୯।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ହ୍ୟାଟ୍ରିକ୍ ନେଇ ଚର୍ଚ୍ଚାରେ ରାଜସ୍ଥାନ ରୟାଲ୍ସ ବୋଲର ୟୁଜବେନ୍ଦ୍ର ଚହଲ। ବ୍ରାବୋନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ଚଳିତ ଆଇପିଏଲ୍ର ପ୍ରଥମ ହ୍ୟାଟ୍ରିକ୍ ନେଇଛନ୍ତି ସେ। ଏହାକୁ ନେଇ ତାଙ୍କ ଦଳ କୋଲକାତା ନାଇଟ୍…
ବାହୁବଳୀ -୨କୁ ପଛରେ ପକାଇ ରେକର୍ଡ ଭାଙ୍ଗିଲା କେଜିଏଫ-୨
ଫିଲ୍ମ ‘କେଜିଏଫ-୨’ ବକ୍ସ ଅଫିସ୍ରେ ଭଲ ଆୟ କରୁଛି। ବର୍ତ୍ତମାନ କଲେକ୍ସନ ଜାରି ରହିଥିବା ବେଳେ ଫିଲ୍ମ ରିଲିଜର ୫ମ ଦିନରେ ୨୦୦ କୋଟିରୁ ଅଧିକ ଆୟ କରି ବାହୁବଳୀ -୨ର ରେକର୍ଡ ଭାଙ୍ଗିଛି। ବାହୁବଳୀ ୨ ରିଲିଜ ହେବାର ୭…
ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଏହି କ୍ରିକେଟର
ନୂଆଦିଲ୍ଲୀ,୧୯।୪: କ୍ରିକେଟଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନେଦରଲ୍ୟାଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର ପୂର୍ବତନ ଉଇକେଟ କିପର୍ ରଆନ୍ କ୍ୟାମ୍ପବେଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଶନିବାର ତାଙ୍କୁ ହୃଦ୍ଘାତ ହେବା ପରେ ୟୁକେର ଏକ ଡାକ୍ତରଖାନାରେ ଭର୍ତ୍ତି…
ମା’ ହେଲେ ଅଭିନେତ୍ରୀ
ହାଇଦ୍ରାବାଦ: ମା’ ହେଲେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। ସେ ଏବଂ ସ୍ବାମୀ ଗୌତମ କିଚଲୁ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ଏବେ ପ୍ରଶଂସକମାନେ ପୁଅର ମୁହଁ ଦେଖିବାକୁ ଉତ୍କଣ୍ଠା…
୩ ବର୍ଷ ପରେ ଅଙ୍ଗନୱାଡି ଶିଶୁଙ୍କୁ ମିଳିଲା ପୋଷାକ
ଛତ୍ରପୁର,୧୯।୪(ଡି.ଏନ୍.ଏ .) : ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସି ୯ ନମ୍ବର ୱାର୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ଦୀର୍ଘ ୩ ବର୍ଷ ପରେ ପୋଷାକ ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧ କ୍ରମେ ଛତ୍ରପୁର ଏନ୍ଏସିର ୯ ନମ୍ବର ୱାର୍ଡରେ…
ବଦଳିଲେ ତଦନ୍ତକାରୀ ଅଧିକାରୀ
ଭୁବନେଶ୍ୱର,୧୯।୪(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ଏସ୍ଆଇ ଏସ. କେ. ବେହେରାଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ଜଣେ ଇନ୍ସପେକ୍ଟର ର଼୍ୟାଙ୍କର ଅଧିକାରୀ ତଦନ୍ତ କରିବେ। ପୋଷ୍ଟମଟର୍ମ ରିପୋର୍ଟ ସହ କେଉଁ ପରିସ୍ଥିତିରେ ସେ ଆସିଲେ କେତେବେଳେ ଅସୁସ୍ଥ…
୨୦ ଲକ୍ଷ ଟଙ୍କାର ସୁନା ଭର୍ତ୍ତି ବ୍ୟାଗ୍ ଫେରାଇ ଥିବା ତାପସଙ୍କୁ ପୁରସ୍କାର ଦେଲେ ଏସ୍ପି
ସମ୍ବଲପୁର,୧୯।୪(ବ୍ୟୁରୋ): ୨୦ ଲକ୍ଷ ଟଙ୍କାର ସୁନା ଭର୍ତ୍ତି ବ୍ୟାଗ୍ ପାଇ ଫେରାଇ ଦେଲେ ବ୍ୟକ୍ତି। ଏଭଳି ମାନବିକତା ଦେଖିବାକୁ ମିଳିଥିଲା ସମ୍ବଲପୁର ଏସଆରଆଇଟି କଲୋନୀରେ। ସମ୍ବଲପୁର ଏସ୍ଆରଆଇଟି କଲୋନୀର ସୌଦାମିନୀ ପତି ସହର ବାହାରକୁ ଯିବାକୁ ଥିବା ବେଳେ କଲ୍ୟାଣ ନଗରରେ…
ପୁରୁଣା କୁଲର ବ୍ୟବହାର କରୁଥିଲେ…
ପ୍ରବଳ ଗରମ ସଭିଙ୍କୁ କରୁଛି ଅସ୍ତବ୍ୟସ୍ତ। ଏମିତିରେ ଟିକେ ବାହାରକୁ ବୁଲି ଆସିଲେ ସଙ୍ଗେ ସଙ୍ଗେ ଦରକାର ପଡୁଛି ଏସି କିମ୍ବା କୁଲର, ଯେଉଁଥିପାଇଁ ଖରାଦିନେ ଏହିସବୁ ସାମଗ୍ରୀର ଦାମ୍ ହୋଇଯାଏ ଆକାଶଛୁଆଁ। ଏମିତିରେ ଘରେ ଥିବା ପୁରୁଣା କୁଲରକୁ ସଜାଡ଼ି…
୨ କୋକେନ ମାଫିଆଙ୍କୁ ରିମାଣ୍ଡରେ ନେଲା ଏସଟିଏଫ୍
ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍ କ୍ରାଇମବ୍ରାଞ୍ଚ ଟିମ୍ ୪ ଦିନ ରିମାଣ୍ଡରେ ନେଇଛି। ୫ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ ଜିଲା ସେସନ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି। ଅଭିଯୁକ୍ତ…
Archives


